ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ସିମିଳିହାଣ୍ଡ ଗ୍ରାମର ଦେବଦେବୀଙ୍କ ପୀଠକୁ ନିମନ୍ତ୍ରଣ
ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ସିମିଳିହାଣ୍ଡ ଗ୍ରାମର ଦେବଦେବୀଙ୍କ ପୀଠକୁ ନିମନ୍ତ୍ରଣ [caption id="attachment_12009" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍.ଏମ୍.): ଅଯୋଧାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଅଯୋଧ୍ୟାରୁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ବିଭିନ୍ନ ଦେବଦେବୀ ମନ୍ଦିରକୁ ପ୍ରଦାନ କରାଯାଉଛି । ଏହି ଅବସରରେ ଆଜି ଚୌଦ୍ୱାର ଥାନା ଅନ୍ତର୍ଗତ ସିମିଳିହାଣ୍ଡ ଗ୍ରାମରେ ରାଧାମାଧବ ମଠ ଓ ରାଷ୍ଟ୍ରୀୟ…


