କଟକ ଜିଲ୍ଲା ଇପିଏଫ ଆସୋସିଏସନ୍ର ତୃତୀୟ ବାର୍ଷିକ ସମ୍ମିଳନୀ
କଟକ ଜିଲ୍ଲା ଇପିଏଫ ଆସୋସିଏସନ୍ର ତୃତୀୟ ବାର୍ଷିକ ସମ୍ମିଳନୀ [caption id="attachment_12051" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): କଟକ ଜିଲ୍ଲା ଇପିଏଫ ପେନସନ ଆସୋସିଏସନ୍ର ତୃତୀୟ ବାର୍ଷିକ ସମ୍ମିଳନୀ ସଭାପତି ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପତାକା ଉତ୍ତୋଳନ କରିଥିଲା ବେଳେ,ସମ୍ମିଳନୀକୁ ଜାତୀୟ ଉପସଭାପତି ତଥା ରାଜ୍ୟ ସଂପାଦକ ଭାଗ୍ୟଧର ବ୍ରହ୍ମା ଉଦଘାଟନ…


