କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ କଟକ(ଏନ୍‌.ଏମ୍‌.): ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସହିତ ଆର୍ଥିକ ବିକାଶକୁ ଅଗ୍ରାଧିକାର ଦିଆଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି । କେତେକ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ଆଉ କିଛି ପ୍ରକଳ୍ପ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏହି ପ୍ରକଳ୍ପଗୁଡ଼ିକର…

ଗୋରୁଗାଡ଼ି ଜବତ, ୫ ଗୋରୁ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୋରୁଗାଡ଼ି ଜବତ, ୫ ଗୋରୁ ଉଦ୍ଧାର

ଗୋରୁଗାଡ଼ି ଜବତ, ୫ ଗୋରୁ ଉଦ୍ଧାର ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରଶାସନ ପକ୍ଷରୁ ଯେତେ କଟକଣା କରାଗଲେ ମଧ୍ୟ ବେଆଇନ ଗୋ ଚାଲଣ ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରୁନାହିଁ । ତେବେ ଆଜି ଚୌଦ୍ୱାର ଥାନା ଅଞ୍ଚଳରେ ବେଆଇନ ଭାବେ ଏକ ଗୋରୁ ବୋଝେଇ ଗାଡ଼ିକୁ ଚୌଦ୍ୱାର ପୁଲିସ ଜବତ କରିବା ସହିତ ସେଥିରେ ଚାଲାଣ ହେଉଥିବା ୫ଟି ଗୋରୁଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଓଡି ୦୫ ବିଏ ୩୬୯୨…

ପୁଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର

ପୁଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): ପୁଲିସର ବର୍ବରତା ଓ ଆକ୍ରମଣାତ୍ମକ ନୀତି ପ୍ରତିବାଦରେ ଆଜି ବିଶିଷ୍ଟ ନାଗରିକଙ୍କ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି । ବିଶେଷ କରି ରାଜକନିକାରେ ପୁଲିସର ଆକ୍ରମଣକୁ ନିନ୍ଦା କରାଯିବା ସହ ଅଧିକାରୀଙ୍କ ଦବଙ୍ଗଗିରିକୁ ଘୋର ବିରୋଧ କରାଯାଇଛି । ଦେଶ ସ୍ୱାଧୀନତା ପାଇବା ପରେ ମଧ୍ୟ ପୁଲିସ ବ୍ରିଟିଶ ଶାସନ ଭଳି ମେରିରାୟ ଚଳାଇଛି । ସେହିଭଳି ଜନ…

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର ମୁମ୍ବାଇ (ଏଜେନ୍ସି): ସ୍କୁଲ ଖୋଲିବା କ୍ଷଣି ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସ୍କୁଲ ଖୋଲିବା ଉପରେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ରାଜ୍ୟର କୋଭିଡ ଟାସ୍କ ଫୋର୍ସର ପରାମର୍ଶକ୍ରମେ ସରକାର ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବ ନାହିଁ ବୋଲି କହିଛନ୍ତି ।…

ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି

ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସ୍କ୍ରାପିଂ ନୀତିର ଘୋଷଣା କରିଛନ୍ତି । ଏହି ନୀତି ଦେଶର ବିକାଶ ଯାତ୍ରାରେ ଏକ ମାଇଲ ଖୁଣ୍ଟ ହେବ ବୋଲି କୁହାଯାଇଛି । ଏଥିରେ ଯୁବ ବର୍ଗ ଏବଂ ଷ୍ଟ୍ରାର୍ଟଅପ୍ କମ୍ପାନୀ ଯୋଗ ଦେବାକୁ ସେ ଆହ୍ୱାନ କରିଛନ୍ତି । ଗୁଜରାଟରେ ଚାଲିଥିବା ଏକ ଇନଭେଷ୍ଟମେଣ୍ଟ…

ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସ୍ଥାନୀୟ ଓସିଏ ସମ୍ମିଳନୀ କକ୍ଷ ଠାରେ ପୂର୍ବତନ ବିଧାୟକ ତଥା ଫାଓର ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ କଟକ ସହରରେ ହେବାକୁ ଥିବା ମଲ୍ଟିପ୍ରପୋଜ ଇଣ୍ଡୋର ଷ୍ଟାଡ଼ିୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି । ଏଥିରେ ବିଶିଷ୍ଟ କ୍ରୀଡ଼ାବିତ ଭକ୍ତ ବଲ୍ଲଭ ଦାସ, ଅଭିଜିତ ପାଲ,…

ଏସସିବି ହେପାଟୋଲୋଜି ବିଭାଗରେ ଲିଫ୍ଟ ଉଦ୍‌ଘାଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବି ହେପାଟୋଲୋଜି ବିଭାଗରେ ଲିଫ୍ଟ ଉଦ୍‌ଘାଟନ

ଏସସିବି ହେପାଟୋଲୋଜି ବିଭାଗରେ ଲିଫ୍ଟ ଉଦ୍‌ଘାଟନ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି)କୁ ବିଶ୍ୱସ୍ତରୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ୫ଟି ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି । ଏଥି ପାଇଁ ମେଡ଼ିକାଲର ବିଭିନ୍ନ ବିଭାଗର ଉନ୍ନତି, ନୂତନ ଯନ୍ତ୍ରପାତି କିଣା ଆଦି ଆରମ୍ଭ ହୋଇଛି । ଉନ୍ନତି ଚିକିତ୍ସାସେବା ଯୋଗାଇଦେବା ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି…

ଅପରାଧ ବିଧି ବିଜ୍ଞାନାଗାରର ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅପରାଧ ବିଧି ବିଜ୍ଞାନାଗାରର ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ

ଅପରାଧ ବିଧି ବିଜ୍ଞାନାଗାରର ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ ଭୁବନେଶ୍ୱର(ଏନ୍‌.ଏମ୍‌.): ରସୁଲଗଡରେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ଏକ ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍‌ଘାଟିତ ହୋଇଯାଇଛି । ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଟ୍ଟାଳିକାକୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ସି.ଆଇ.ଡି., ସିବି, ଅତିରିକ୍ତ ପୁଲିସ ମହା ନିର୍ଦ୍ଦିଶକ ସଂଜୀବ ପଣ୍ଡା, ରାଜ୍ୟ ଅପରାଧ ନଥି ସଂସ୍ଥାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ…

ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ଼
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ଼

ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ଼ ଭୁବନେଶ୍ୱର (ଏନ୍‌.ଏମ୍‌.): ଲଜ୍ଜା ! ଘୋର ଲଜ୍ଜା!! ସମ୍ପ୍ରତି ନାରୀମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଠାରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପର୍ଯ୍ୟନ୍ତ ଦୁନ୍ଦୁଭି ବଜାଉଥିବାବେଳେ ନାରୀ ଉପରେ ଚାଲିଥିବା ଅତ୍ୟାଚାରର ବିଷୟ ଗୋଟିଏ ପରେ ଗୋଟିଏ ବଢ଼ିଚାଲିଛି । ସରକାର ଓ ପ୍ରଶାସନର ଶତଚେଷ୍ଠା ସତ୍ତ୍ୱେ ନାରୀ ଆଜି ଅସହାୟ ହୋଇପଡ଼ିଛି । ଯେଉଁ ଦେଶ ନାରୀ ପାଇଁ ସ୍ୱତନ୍ତ୍ର ସମ୍ମାନ ଦେଇ…

କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର

କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର କୋରାପୁଟ(ଏନ୍‌.ଏମ୍‌.): କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବା ବେଳେ ଥମିବାର ନାଁ ଧରୁନି । ସୀମା ବିବାଦ ପରେ ଏବେ ଶିକ୍ଷାରେ ସଂରକ୍ଷଣକୁ ନେଇ ବିବାଦ ଦେଖାଦେଇଛି । କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ର ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି ଗଂଜେଇପଦରର ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚିତ ସରପଞ୍ଚ ।…

ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା

ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ନୂଆଦିଲ୍ଲୀ/ ଭୁବନେଶ୍ୱର(ଏନ୍‍.ଏମ୍‍.): ଆମେରିକାରେ ଅବସ୍ଥାପିତ ଲବ୍ଧପ୍ରତିଷ୍ଠ ଆର୍କିଟେକ୍ଟ ସ୍ୱର୍ଗତ ମହେନ୍ଦ୍ର କରଙ୍କର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅନଲାଇନ୍ ଶୋକ ଅଧିବେଶନରେ ସାରା ବିଶ୍ୱର ଶତାଧିକ ସ୍ୱର୍ଗତ କରଙ୍କର ବନ୍ଧୁ, ଶୁଭେଚ୍ଛୁ, ଅନୁଗାମୀ, ପରିବାରବର୍ଗ, ପରିଜନ ଏବଂ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ୍ (ଓସା)ର କର୍ମକର୍ତ୍ତାମାନେ ଯୋଗଦେଇ ତାଙ୍କର…

ମହାନଦୀରେ ଚାଲିବ କ୍ରୁଜ୍‌, ୭ ସ୍ଥାନରେ ମିଳିବ ଇକୋ ରିଟ୍ରିଟ ସୁବିଧା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମହାନଦୀରେ ଚାଲିବ କ୍ରୁଜ୍‌, ୭ ସ୍ଥାନରେ ମିଳିବ ଇକୋ ରିଟ୍ରିଟ ସୁବିଧା

ମହାନଦୀରେ ଚାଲିବ କ୍ରୁଜ୍‌, ୭ ସ୍ଥାନରେ ମିଳିବ ଇକୋ ରିଟ୍ରିଟ ସୁବିଧା ଭୁବନେଶ୍ୱର (ଏନ୍‍.ଏମ୍‍.): ରାଜ୍ୟରେ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯିବା ସହ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଆଉ ଦୁଇ ପାଦ ଆଗକୁ ବଢ଼ିଛି । ଓଡ଼ିଶାରେ ମଧ୍ୟ ଗୋଆ ଓ କୋଲକତା ଭଳି ନଦୀଭିତ୍ତିକ…

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର ଭୁବନେଶ୍ୱର (ଏନ୍‍.ଏମ୍‍.): ଆଜି ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ମହିଳା ଓ ପୁରୁଷ ୪ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଅଲିମ୍ପିକ୍ସରେ ସଫଳତା ପରେ ୪ ଖେଳାଳି…

ସିନିୟର ବାଲି କୁସ୍ତି ପ୍ରତିଯୋଗିତା
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିନିୟର ବାଲି କୁସ୍ତି ପ୍ରତିଯୋଗିତା

ସିନିୟର ବାଲି କୁସ୍ତି ପ୍ରତିଯୋଗିତା କଟକ (ଏନ୍‌.ଏମ୍‌.): ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ପ୍ରଥମ ସିନିୟର ବାଲି କୁସ୍ତି ପ୍ରତିଯୋଗିତା ସ୍ଥାନୀୟ ବାରବାଟୀ ଷ୍ଟାଡିୟମ ସ୍ଥିତ କ୍ଲବ ହାସଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସିନିୟର ବିଭାଗର ୭୦ କେଜି ବାଳକରେ ପୁରୀର ପୁର୍ଣ୍ଣଚନ୍ଦ୍ର ଦାସ, ପ୍ରଥମ, କଟକର ଅଜିତ କୁମାର ଫୁଲଟନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସିନିୟର ୮୦ କେଜି ବାଳକରେ ପୁରୀର କେଦାର ଦଲାଇ ପ୍ରଥମ,…

ଧରାପଡ଼ିଲେ ଗାଡ଼ି ଲୁଟେରା : ୮ ଦୁଇ ଚକିଆ ଗାଡି ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଧରାପଡ଼ିଲେ ଗାଡ଼ି ଲୁଟେରା : ୮ ଦୁଇ ଚକିଆ ଗାଡି ଉଦ୍ଧାର

ଧରାପଡ଼ିଲେ ଗାଡ଼ି ଲୁଟେରା : ୮ ଦୁଇ ଚକିଆ ଗାଡି ଉଦ୍ଧାର କଟକ(ଏନ୍‌.ଏମ୍‌.): କଟକ ସହରରେ ଘନଘନ ବାଇକ ଚୋରି ହେଉଥିବାବେଳେ ଏହି ଲୁଟେରାମାନଙ୍କୁ ଧରିବାରେ ମଧୁପାଟଣା ପୁଲିସକୁ ସଫଳତା ମିଳିଛି । ଏହି ଅଞ୍ଚଳରେ ସିରିଜ ବାଇକ ଚୋରି ଘଟଣାରେ ଦୁଇ ନାବାଳକଙ୍କୁ ପୁଲିସ ଧରିଥିବାବେଳେ ଏମାନଙ୍କ ଠାରୁ ନିୟମିତ ଭାବେ ଚୋରା ଗାଡି କିଣୁଥିବା ଅଭିଯୁକ୍ତ କଟକ ଜିଲ୍ଲା ଆଠଗଡ ଖୁଣ୍ଟକଟା ଅଞ୍ଚଳର ରିଙ୍କୁ ଓରଫ କୃଷ୍ଣ…

ମାସ୍କ୍ ପାଇଁ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ଚାଲେଞ୍ଜ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମାସ୍କ୍ ପାଇଁ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ଚାଲେଞ୍ଜ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

ମାସ୍କ୍ ପାଇଁ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ଚାଲେଞ୍ଜ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ କଟକ (ଏନ୍‌.ଏମ୍‌.): ମାସ୍କ ନପିନ୍ଧିଲେ ଜୋରିମାନା ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିବାବେଳେ ଏଥିରେ ହସ୍ତକ୍ଷେପ ପାଇଁ କୋର୍ଟ ମନା କରିଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଜନିତ ସ୍ଥିତିରେ ମାସ୍କ ନପିନ୍ଧିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଧାର‌୍ୟ୍ୟ କରାଯାଇଥିବା ଜୋରିମାନା ରାଶି ବୃଦ୍ଧି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ…

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ: ବୃଦ୍ଧି ପାଇଲା ୫୪ ହଜାର ୯୦୦ ସିଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ: ବୃଦ୍ଧି ପାଇଲା ୫୪ ହଜାର ୯୦୦ ସିଟ

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ: ବୃଦ୍ଧି ପାଇଲା ୫୪ ହଜାର ୯୦୦ ସିଟ ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ମାସ ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସାମ୍‌ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଆବେଦନ କରିପାରିବେ । କରୋନା ପାଇଁ କୌଣସି ଆଡମିସନ ଫି’ ବୃଦ୍ଧି ହେବ…

ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): ଇନର ହ୍ୱିଲ କ୍ଲବ ମିଡ଼ ଟାଉନ ପକ୍ଷରୁ ସିଟି ହସ୍ପିଟାଲରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ହୋଇଯାଇଛି । ସିଟି ହସ୍ପିଟାଲ ପ୍ରସୂତି ବିଭାଗ ନିକଟରେ କ୍ଲବ ସଭାପତି ନମିତା କାନୁନଗୋଙ୍କ ସହଯୋଗରେ ଏହି ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା । ଏହି ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା…

ଏସସିବିରେ ରୋଗୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଟକ ସୁରକ୍ଷା ମଞ୍ଚ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ ରୋଗୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଟକ ସୁରକ୍ଷା ମଞ୍ଚ

ଏସସିବିରେ ରୋଗୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଟକ ସୁରକ୍ଷା ମଞ୍ଚ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି)ରେ ଅସହାୟ, ନିରାଶ୍ରୟ ରୋଗୀଙ୍କୁ ସେବା, ଚିକିତ୍ସା ଯୋଗାଇବାରେ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ବିପଦପୂର୍ଣ୍ଣ ହେବା ସହ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ମୋ କଟକ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି । ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଅବହେଳା କରିଥିବା ଅଧିକାରୀ, କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼…

କଟକରେ ପୁଲିସକୁ ବଡ଼ ଧରଣର ସଫଳତା: ୧.୧୫୯ କେଜି ବ୍ରାଉନ୍ ସୁଗର ଜବତ, ୬ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ପୁଲିସକୁ ବଡ଼ ଧରଣର ସଫଳତା: ୧.୧୫୯ କେଜି ବ୍ରାଉନ୍ ସୁଗର ଜବତ, ୬ ଗିରଫ

କଟକରେ ପୁଲିସକୁ ବଡ଼ ଧରଣର ସଫଳତା: ୧.୧୫୯ କେଜି ବ୍ରାଉନ୍ ସୁଗର ଜବତ, ୬ ଗିରଫ କଟକ (ଏନ୍‌. ଏମ୍‌.): କଟକରେ ୧ କେଜି ୧୫୯ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରିବା ନେଇ କମିଶନରେଟ ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିପାରିଛି । ଏହି ବ୍ରାଉନସୁଗର କାରବାରରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୁଲିସ ଗିରଫ କରିଛି । ଏ ନେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି…