ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ [caption id="attachment_11742" align="alignnone" width="300"] News By Saroj Kumar Muduli (Khordha)[/caption] #ଖୋର୍ଦ୍ଧା (ଏନ୍‌.ଏମ୍‌.): ବିଶ୍ୱ ମାନବ ଅଧିକାର ରକ୍ଷକ ଦିବସର ସୁ-ଅବସରରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ଛକରେ ଆନୁଷ୍ଠାନିକ ଭାବରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଖଣ୍ଡାୟତ…

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା [caption id="attachment_10564" align="alignnone" width="300"] News by Padmalochan Mishra (Cuttack)[/caption] #କଟକ (ଏନ୍‌.ଏମ୍‌.): ଜଣେ ଶିଶୁକୁ କୁକୁର ଝୁଣି ଖାଇବା ନେଇ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ପୁରୀ ପୌରପାଳିକା । ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା…

ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ ହୋଇଛି
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ ହୋଇଛି

ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ ହୋଇଛି ଲୋକସଭା ବୈଠକରେ ପଶିଗଲେ ୨ଅଜଣା ଯୁବକ, ହାତରେ ଗ୍ୟାସ ନିର୍ଗତ ସାମଗ୍ରୀ ଧରି ଧାଇଁଲେ ଏଣେତେଣେ [caption id="attachment_11733" align="alignnone" width="300"] Bureau Report[/caption] #ନୂଆଦିଲ୍ଲୀ(ଏଜେନ୍ସି): ଆଜିକୁ ୨୨ବର୍ଷ ତଳେ ସଂସଦ ଆକ୍ରମଣ ଘଟଣାର ବାର୍ଷିକ ଦିବସ ଥିବାବେଳେ ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି ଦେଖାଦେଇଛି । ତେବେ ପୂର୍ବରୁ ଡିସେମ୍ବର ୧୩ତାରିଖକୁ ଖଲିସ୍ଥାନୀ ଆତଙ୍କ ବାଦୀଙ୍କ ପକ୍ଷରୁ…

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! [caption id="attachment_11727" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି । ଡିସେମ୍ବର ମାସର ଶେଷ ସୁଦ୍ଧା ମୋଦିଙ୍କର ଓଡ଼ିଶା ଗସ୍ତ ସମ୍ଭାବନା ରହିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ସୂଚନା ଦେଇଛନ୍ତି । ମୋଦିଙ୍କ ଓଡ଼ିଶା ଗସ୍ତ ସୂଚୀରେ ସମ୍ବଲପୁରରେ ୩ଟି ସରକାରୀ…

ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗା ଚରଣ ସାମଲଙ୍କୁ ଇଣ୍ଡିଆଜ ରିଜିଓନାଲ ପିଆର ଆୱାର୍ଡସ୍ ୨୦୨୩
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗା ଚରଣ ସାମଲଙ୍କୁ ଇଣ୍ଡିଆଜ ରିଜିଓନାଲ ପିଆର ଆୱାର୍ଡସ୍ ୨୦୨୩

ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗା ଚରଣ ସାମଲଙ୍କୁ ଇଣ୍ଡିଆଜ ରିଜିଓନାଲ ପିଆର ଆୱାର୍ଡସ୍ ୨୦୨୩ ସର୍ବଭାରତୀୟ ସ୍ତରରେ ୪୦ ବର୍ଷରୁ କମ୍ ୪୦ ଲୋକ ସମ୍ପର୍କ ପ୍ରଫେସନାଲଙ୍କୁ ମାନ୍ୟତା [caption id="attachment_11712" align="alignnone" width="300"] News by B.Mishra (BBSR)[/caption] #ଭୁୁବନେଶ୍ୱର(ଏନ୍‌.ଏମ୍‌.): ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ସୋସିଆଲ ପ୍ଲାଟଫର୍ମ ଟ୍ରୋପେଲ୍ ଡଟ୍ କମ୍ ପକ୍ଷରୁ ସଫଳତାର ସହ ଇଣ୍ଡିଆଜ ରିଜିଓନାଲ୍ ପିଆର୍ ଆୱାର୍ଡସ୍ ୪୦ ଅଣ୍ଡର ୪୦ର ତୃତୀୟ…

ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ-ମୁଖ୍ୟ ଶାସନ ସଚିବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ-ମୁଖ୍ୟ ଶାସନ ସଚିବ

ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ-ମୁଖ୍ୟ ଶାସନ ସଚିବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଧିକ ଗବେଷଣା ଉପରେ ଗୁରୁତ୍ୱ [caption id="attachment_11704" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଅଲିଭ୍ ରିଡଲେ କଇଁଛ ଆମ ରାଜ୍ୟର ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଓଡିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ,…

ଚୌଦ୍ୱାରରେ ଶିଳ୍ପ ହେବ-କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାରରେ ଶିଳ୍ପ ହେବ-କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ

ଚୌଦ୍ୱାରରେ ଶିଳ୍ପ ହେବ-କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ [caption id="attachment_11684" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‍.ଏମ୍‍.): ଶିଳ୍ପଶୂନ୍ୟ ହୋଇ ପଡ଼ିଥିବା ଶିଳ୍ପନଗରୀ ଚୌଦ୍ୱାର ପୁଣି ଶିଳ୍ପ ସମୃଦ୍ଧ ହେବ । ଚୌଦ୍ୱାରରେ ଖୁବ ଶିଘ୍ର ଗଢ଼ିଉଠିବ ଅଜସ୍ର ଶିଳ୍ପ ଆଉ ଅଞ୍ଚଳର ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ମିଳିବ ରୋଜଗାର । ଚୌଦ୍ୱାରରେ ଶିଳ୍ପ ହେବ-କଥା ଦେଇ କଥା ରଖିଲେ…

ନୂଆଦିଲ୍ଲୀରେ ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍‌କ୍ଲେଭ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନୂଆଦିଲ୍ଲୀରେ ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍‌କ୍ଲେଭ

ନୂଆଦିଲ୍ଲୀରେ ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍‌କ୍ଲେଭ ‘ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି’: ମନ୍ତ୍ରୀ ଅଶୋକ ପଣ୍ଡା [caption id="attachment_11681" align="alignnone" width="300"] News by I&PR (ODISHA)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ ବାୟୋଟେକ୍ନୋଲୋଜିର ପରିସର ବ୍ୟାପକ ଏବଂ ଉଦ୍ୟୋଗ କ୍ଷେତ୍ରରେ ଏହାର ବିପୁଳ ସମ୍ଭାବନା ରହିଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ…

ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା

ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା [caption id="attachment_11667" align="alignnone" width="249"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଗୋଟିଏ ଦିନ ବୃଦ୍ଧି ପାଇଛି । ଆଜି ଶେଷ ହେବାକୁ ଥିବା ବାଲିଯାତ୍ରା ଆଉ ଗୋଟିଏ ଦିନ ବୃଦ୍ଧି ପାଇବା ପରେ ଆସନ୍ତା କାଲି ଶେଷ ହେବ ବୋଲି ଜଣାପଡ଼ିଛି । ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ…

ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍‌ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍‌ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ

ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍‌ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ [caption id="attachment_11636" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଗୁଜୁରାଟ ସୁରଟର ଭିଏନଏସଜିୟୁ ୟୁନିଭର୍‌ସିଟିରେ ୧୪ତମ ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ ଏବଂ ୧୫ତମ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୩ରୁ ୨୮ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ୨୮ଟି ରାଜ୍ୟରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ…

ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ
Slider ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ

ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ

ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ [caption id="attachment_11618" align="alignnone" width="300"] News by Umakanta Jena (Ctc)[/caption] ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ କନ୍ଦରପୁରସ୍ଥିତ ମା’ କାଳିଆଶୁଣୀ ମନ୍ଦିର ପରିସରରେ ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୂପାୟନ ଭଜନ ଦଳ ଭଜନ ପରିବେଷଣ କରାଯାଇଥିଲା । ବିଶିଷ୍ଟ ଭଜନ ଗାଇକା କବିତା ଦାସ ଭଜନ ଶୁଣାଇ ଦର୍ଶକ…

୧୭ଦିନ ପରେ ଉଦ୍ଧାର ହେଲା ୪୧ ଜୀବନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୧୭ଦିନ ପରେ ଉଦ୍ଧାର ହେଲା ୪୧ ଜୀବନ

୧୭ଦିନ ପରେ ଉଦ୍ଧାର ହେଲା ୪୧ ଜୀବନ ଉତ୍ତରକାଶୀ(ଏଜେନ୍ସି): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୀର୍ଘ ୧୭ ଦିନ ପରେ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହା ଜଣାପଡ଼ିବା ପରେ ସାରା ଦେଶରେ ଆସ୍ୱସ୍ତିର ବାତାବରଣ ଖେଳିଯାଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ନିର୍ମାଣାଧୀନ ସିଲ୍କନ୍ୟାରା ଟନେଲରୁ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଫସିରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କ…

କଟକରେ କଳାଟଙ୍କା ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ କଳାଟଙ୍କା ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ବୈଠକ

କଟକରେ କଳାଟଙ୍କା ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ବୈଠକ ଦିନ ଭିନ୍ନ ଭିନ୍ନ କ୍ଷେତ୍ରରେ କଳାଟଙ୍କାର ନୂଆ ଦିଗ ଲୋକ ଲୋଚନକୁ ଆସୁଛି: ଜଷ୍ଟିସ୍ ପଶାୟତ [caption id="attachment_11607" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଳାଟଙ୍କା ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାଟଙ୍କା ତଦନ୍ତର ବିଭିନ୍ନ…

ବିଜେଡିରେ ସାମିଲ ହେଲେ ଲୋକପ୍ରିୟ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡିରେ ସାମିଲ ହେଲେ ଲୋକପ୍ରିୟ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ

ବିଜେଡିରେ ସାମିଲ ହେଲେ ଲୋକପ୍ରିୟ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ୱାଗତ କରୁଛି : ମୁଖ୍ୟମନ୍ତ୍ରୀ [caption id="attachment_11601" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ୍ଷ ଭାବେ ଓଡ଼ିଶା ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ଆନୁଷ୍ଠାନିକ ଭାବେ ସେ…

ଜାତୀୟ ରାଜପଥର କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜାତୀୟ ରାଜପଥର କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଜାତୀୟ ରାଜପଥର କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ [caption id="attachment_11596" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ନିର୍ମିତ ପ୍ରକଳ୍ପର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧ୍ୟକ୍ଷତା କରି ଦୀର୍ଘ ଦିନ ଧରି ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରହିଥିବା…

ହାଣ୍ଡିଶାଳରୁ ଯାଇ ଦୁବାଇରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ: ରାଇରଙ୍ଗପୁରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ହାଣ୍ଡିଶାଳରୁ ଯାଇ ଦୁବାଇରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ: ରାଇରଙ୍ଗପୁରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା

ହାଣ୍ଡିଶାଳରୁ ଯାଇ ଦୁବାଇରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ: ରାଇରଙ୍ଗପୁରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା [caption id="attachment_11574" align="alignnone" width="300"] News by Akshya Biswal (Rairang pur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ବ୍ଳକର ୯ଟି ପଞ୍ଚାୟତରେ ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ କରିବା ସହ ମହିଳା ମାନଙ୍କୁ ବାଣିଜ୍ୟ କାରବାରରେ ବିକଶିତ କରାଇବା ଭୂମିକା ନିଭାଇଥିବା ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଭାନେତ୍ରୀ ଲୀଳାବତୀ…

ବିଶ୍ୱକପ କ୍ରିକେଟ: ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା ଅଷ୍ଟ୍ରେଲିଆ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଶ୍ୱକପ କ୍ରିକେଟ: ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା ଅଷ୍ଟ୍ରେଲିଆ

ବିଶ୍ୱକପ କ୍ରିକେଟ: ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା ଅଷ୍ଟ୍ରେଲିଆ #ଅହମ୍ମଦାବାଦ(ଏଜେନ୍ସି): ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ବିଶ୍ୱ ଚାମ୍ପିଆନର ଟାଇଟଲ ହାସଲ କରିଛି । ଭାରତୀୟ ଖେଳାଳୀମାନେ ଦେଶବାସୀଙ୍କୁ ନିରାଶ କରିଥିବା ଚର୍ଚ୍ଚା ହେଉଛି । ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତ ସମସ୍ତ ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରି ବିଜୟର ଧାରା ବଜାୟ ରଖିଥିବାବେଳେ ଫାଇନାଲ ମ୍ୟାଚରେ ପ୍ରଦର୍ଶନ କରିଥିବା କ୍ରୀଡ଼ା…

ବିଶ୍ୱକପ ଫାଇନାଲ: ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଲା ଭାରତ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ବିଶ୍ୱକପ ଫାଇନାଲ: ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଲା ଭାରତ

ବିଶ୍ୱକପ ଫାଇନାଲ: ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଲା ଭାରତ ଗ୍ୟାଲେରୀରେ ଦର୍ଶକଙ୍କୁ ଚୁପ କରାଇଦେଲେ ପାଟ କମିନ୍ସ #ଅହମ୍ମଦାବାଦ(ଏଜେନ୍ସି): ଅହମ୍ମଦାବଦରେ ବିଶ୍ୱ କପ କ୍ରିକେଟର ଫାଇନାଲ ମ୍ୟାଚରେ ଭାରତୀୟ କ୍ରୀଡ଼ାପ୍ରେମୀମାନେ ହତୋତ୍ସାହ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ସମସ୍ତେ ଆଶା ରଖିଥିଲେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩୫୦ ଉପରେ ରନ କରିବ ବୋଲି ହେଲେ ଆଜି ମ୍ୟାଚର ପ୍ରାରମ୍ଭକୁ ଭାରତୀୟ ବ୍ୟାଟରମାନେ ଭାରତୀୟ ଦର୍ଶକଙ୍କୁ ନିରାଶ କରିଥିଲେ…

କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଇପିଏଫ ପେନସନଭୋଗୀଙ୍କ ଧାରଣା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଇପିଏଫ ପେନସନଭୋଗୀଙ୍କ ଧାରଣା

କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଇପିଏଫ ପେନସନଭୋଗୀଙ୍କ ଧାରଣା [caption id="attachment_11512" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ନିଷ୍ପତ୍ତି କ୍ରମେ ଓଡିଶାର ଇପିଏଫ ପେନସନଭୋଗୀ ବରିଷ୍ଠ ନାଗରିକମାନେ ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ଅବଶିଷ୍ଟ ୪ଟି ଜିଲ୍ଲାର ଇପିଏଫ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୧୦୯୫ ମସିହା ନମ୍ବେମ୍ବର ୧୬ତାରିଖର ଏହି ପେନସନ…

ବାସୁଦେବପୁରରେ ଜାତୀୟ ପ୍ରେସ ଦିବସ ପାଳନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାସୁଦେବପୁରରେ ଜାତୀୟ ପ୍ରେସ ଦିବସ ପାଳନ

ବାସୁଦେବପୁରରେ ଜାତୀୟ ପ୍ରେସ ଦିବସ ପାଳନ     [caption id="attachment_11503" align="alignnone" width="300"] News by Anand Prasad Rout (Bhadrak)[/caption] #ଭଦ୍ରକ (ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବ ପୁର ସ୍ଥିତ ଆମ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ତହସିଲ ଡାକ ବଙ୍ଗଳାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇ ଯାଇଛି । ଏହି ଅବସରରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ବିଡିଓ…