କିଶନ ନଗର ତହସିଲ କାର୍ଯ୍ୟାଳୟରେ ଜନ ଶୁଣାଣି
କିଶନ ନଗର ତହସିଲ କାର୍ଯ୍ୟାଳୟରେ ଜନ ଶୁଣାଣି [caption id="attachment_11094" align="alignnone" width="300"] News by Basanta Ratha (Kishan Nagar)[/caption] #କିଶନନଗର(ଏନ୍.ଏମ୍.): କଟକ ଜିଲ୍ଲା କିଶନ ନଗର ତହସିଲ କାର୍ଯ୍ୟାଳୟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ୪୯ଟି ଅଭିଯୋଗ ର ଶୁଣାଣି କରାଯାଇଥିବା ବେଳେ ମୁଖ୍ୟତ କିଶନ ନଗର ଗଡମା ରାସ୍ତାରେ ବେଆଇନ ଚଳାଚଳ କରୁଥିବା ବାଲି ବୋଝେଇ ହାଇୱା ଅଞ୍ଚଳ ବାସୀଙ୍କ ଚିନ୍ତାର କାରଣ…




















