ବିଜେଡି ପକ୍ଷରୁ ଚୌଦ୍ୱାର ଅଞ୍ଚଳରେ ପଞ୍ଚାୟତସ୍ତରୀୟ ସଚେତନତା
ବିଜେଡି ପକ୍ଷରୁ ଚୌଦ୍ୱାର ଅଞ୍ଚଳରେ ପଞ୍ଚାୟତସ୍ତରୀୟ ସଚେତନତା #ଚୌଦ୍ୱାର(ଏନ୍.ଏମ୍.): ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ଭିଭିଭୂମି ବିକାଶ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବା ନିମନ୍ତେ ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡ଼ା ପଞ୍ଚାୟତର ବାଲୁଙ୍କେଶ୍ୱର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶୈଳବାଳା ନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ…




















