ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ [caption id="attachment_8176" align="alignnone" width="229"] News by Padmalochan Mishra (Cuttack)[/caption] #କଟକ (ଏନ୍‌.ଏମ୍‌.): ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ମାସ ତା ୧୧ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରୁ ଉଚ୍ଚନ୍ୟାୟାଳୟ ଏବଂ ଜିଲ୍ଲାର ସମସ୍ତ ସିଭିଲ କୋର୍ଟ ଓ ସମସ୍ତ ତାଲୁକସ୍ତରୀୟ କୋର୍ଟ ପରିସରରେ ଅନୁଷ୍ଠିତ ହେବ । ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧୀନ ମୋକଦ୍ଦମା ଯଥା ଦେୱାନୀ…

ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ [caption id="attachment_8172" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଚଳିତ ମାସ ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ଶ୍ରୀଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଆୟୋଚୀି ଏହି ବୈଠକରେ ଆଠଗଡ ଉପଜିଲ୍ଲାପାଳ ତଥା…

ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ

ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ [caption id="attachment_8167" align="alignnone" width="300"] News by Kanhucharan Panda (Jagatpur)[/caption] #କଟକ(ଏନ୍‌.ଏମ୍‌.): ପେଟପାଟଣା ପାଇଁ ନିରୀହ, ଗରିବ ଭଳି ଅଭିନୟ କରି ବଞ୍ଜାରାମାନେ ପଲା ମାରି ରହିବାର କିଛି ଦିନ ପରେ ସେମାନଙ୍କ ଅସଲ ମୁଖା ଖୋଲିଯାଇଥିବା ଜଣାପଡ଼ିଛି । ଫଳରେ ବଞ୍ଜାରାମାନଙ୍କୁ ତୁରନ୍ତ ଏଠାରୁ ହଟାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।…

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି #ଜୟପୁର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଖୁବ ପ୍ରଶଂସା କରିଛନ୍ତି । ବିକ୍ରମଦେବ କଲେଜର ପ୍ଲାଟିନମ୍ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମଞ୍ଚରେ ତାଙ୍କର ବନ୍ଦନା ଗାନ କରିଛନ୍ତି ବିଧାୟକ ଶ୍ରୀ ବାହିନୀପତି । ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ…

ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି: ଜଷ୍ଟିସଙ୍କ ମନିଟରିଂରେ ଚାଲିଛି ତଦନ୍ତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି: ଜଷ୍ଟିସଙ୍କ ମନିଟରିଂରେ ଚାଲିଛି ତଦନ୍ତ

ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଡିଜିପି: ଜଷ୍ଟିସଙ୍କ ମନିଟରିଂରେ ଚାଲିଛି ତଦନ୍ତ [caption id="attachment_8158" align="alignnone" width="300"] News by B. Mishra (BBSR)[/caption] #ଭୁବନେଶ୍ୱର (ଏନ୍‌.ଏମ୍‌.): ପଶ୍ଚିମ ଓଡ଼ିଶାର ଟାଣୁଆ ଜନନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ନେଇ ତଦନ୍ତ ଚାଲିଥିବାବେଳେ ଏହା ଲୋକ ଦେଖାଣିଆ ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ଉଠିଛି । ଏପରିକି ତଦନ୍ତକରୁଥିବା ପୁଲିସ ବିଭାଗର ଅଧିକାରୀଙ୍କ…

ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ

ସମ୍ପନ୍ନ ହେଲା ତିନି ଦିବସୀୟ କବୀର ପରମେଶ୍ୱର ନିର୍ବାଣ ଦିବସ [caption id="attachment_8154" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ସନ୍ଥ ରାମପାଲଜୀ ମହାରାଜାଙ୍କ ତତ୍ତ୍ୱାବଧାନରେ ସତ୍ୟଲୋକ ଆଶ୍ରମ କୁରୁକ୍ଷେତ୍ରରେ ପାଳିତ ହେଲା ପରମେଶ୍ୱର କବୀରଜୀଙ୍କ ନିର୍ବାଣ ଦିବସ । ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି କାର୍ଯ୍ୟକ୍ରମକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ସନ୍ଥ ଗରୀବ ଦାସଜୀ ମହାରାଜାଙ୍କ ଅମର…

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଲା ବିଜେପି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଲା ବିଜେପି [caption id="attachment_8151" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ (ଏନ୍‌.ଏମ୍‌.): ଆଠଗଡ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ବିଜେପି କର୍ମୀମାନଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଆଠଗଡ ବିଜେପି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା…

କୁସୁପୁରରେ ଖୋଲିଲା ନୂଆ ପରିବା ହାଟ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କୁସୁପୁରରେ ଖୋଲିଲା ନୂଆ ପରିବା ହାଟ

କୁସୁପୁରରେ ଖୋଲିଲା ନୂଆ ପରିବା ହାଟ ସାଲେପୁର(ଏନ୍‌.ଏମ୍‌.): ସାଲେପୁର ବ୍ଲକ ଭୀମଦାସପୁର ଗ୍ରାମପଞ୍ଚାୟତ କୁସୁପୁର ରଥକଳ ଛକରେ ଏକ ନୂତନ ସାପ୍ତାହିକ ପରିବା ହାଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଭୀମଦାସପୁର ସରପଞ୍ଚ ନଳିନୀପ୍ରଭା ନାୟକ, ସମିତିସଭ୍ୟା ପ୍ରଭାତୀ ସେଠୀ, ଓଡାସିଂହ ପଞ୍ଚାୟତ ସରପଞ୍ଚ ଜ୍ୟୋତିରେଖା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ହାଟକୁ ଲୋକାର୍ପିତ କରିଥିଲେ । ହାଟ ଉଦ୍‌ଘାଟନ ସମୟରେ ହାଟ କମିଟିର ସଭାପତି, ସଂପାଦକ,…

ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ

ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ [caption id="attachment_8143" align="alignnone" width="300"] News by Umakanta Jena (Cuttack Sadar)[/caption] #କଟକ ସଦର(ଏନ୍‍.ଏମ୍‍.): ଗାନ୍ଧୀ ଦର୍ଶନ ସମଗ୍ର ବିଶ୍ୱରେ ଆଦୃତ ଓ ଅନୁକରଣୀୟ । ସୃଷ୍ଟି ଓ ସ୍ରଷ୍ଟାର ନିର୍ଦ୍ଦେଶ ମୁତାବକ ସମଗ୍ର ବିଶ୍ୱରେ ଶାନ୍ତିର ବାର୍ତ୍ତା ପ୍ରଚାର ଓ ପ୍ରସାର କରି ଜାତିର ଜନକ ମହାତ୍ମା ଗାନ୍ଧୀ ଯେଉଁ ଆଦର୍ଶ ଓ ଅନୁପ୍ରେରଣା ସୃଷ୍ଟି…

ଆଜି ରାତି ୩ଟାରୁ ଦେଖିବାକୁ ମିଳିବ ମହା ଜାଗତିକ ଦୃଶ୍ୟ: ଉତ୍ତର ଆକାଶରେ ଧୂମକେତୁ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଜି ରାତି ୩ଟାରୁ ଦେଖିବାକୁ ମିଳିବ ମହା ଜାଗତିକ ଦୃଶ୍ୟ: ଉତ୍ତର ଆକାଶରେ ଧୂମକେତୁ

ଆଜି ରାତି ୩ଟାରୁ ଦେଖିବାକୁ ମିଳିବ ମହା ଜାଗତିକ ଦୃଶ୍ୟ: ଉତ୍ତର ଆକାଶରେ ଧୂମକେତୁ [caption id="attachment_8139" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ଆଜି ରାତି ୩ଟାରୁ ଉତ୍ତର ଆକାଶରେ ଧୂମକେତୁ ଦୃଶ୍ୟମାନ ହେବ । ତେବେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଏହି ଧୂମକେତୁକୁ ଖାଲି ଆଖିରେ ଝାପ୍ସା ଭାବେ ଦେଖିପାରିବେ । ମାତ୍ର ସହରାଞ୍ଚର ଲୋକମାନେ ଦେଖିପାରିବେ ନାହିଁ । କାରଣ ସହରାଞ୍ଚଳରେ ଆଲୋକ…

୨୦୨୩-୨୪ ସାଧାରଣ ବଜେଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

୨୦୨୩-୨୪ ସାଧାରଣ ବଜେଟ

୨୦୨୩-୨୪ ସାଧାରଣ ବଜେଟ: ସମସ୍ତ ବର୍ଗର ସ୍ୱପ୍ନ ପୂରଣ କରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ (ଏଜେନ୍ସି): ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଚମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ସାଧାରଣ ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିବା ସହ ଚଳିତ ବଜେଟ୍ ସମସ୍ତଙ୍କ ସ୍ୱପ୍ନ ପୂରଣ କରିବ ବୋଲି କହିଛନ୍ତି ।…

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ [caption id="attachment_8132" align="alignnone" width="300"] News by Basanta Ratha (Cuttack)[/caption] #ନରାଜ(ଏନ୍‍.ଏମ୍‍.): ଜାତୀୟ ପକ୍ଷୀ ମୟୂରକୁ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ । ତା’ର ରୂପ ଏମିତି ସୁନ୍ଦର ଯାହା ସମସ୍ତଙ୍କ ମନ ମୁଗ୍ଧ କରି ଥାଏ । ଯାହା ଦେଖିବାକୁ ମିଳିଥାଏ କଟକ ଜିଲ୍ଲା ମଣ୍ଡଳୀ ସ୍ଥିତ ନରାଜ ଅଞ୍ଚଳରେ । କାହ୍ନୁଚରଣ…

ଓଏସଆରଟିସି ଅଧିକାରୀଙ୍କ ଶୋଷଣ ନୀତିକୁ ବସଷ୍ଟାଣ୍ଡ ବ୍ୟବସାୟୀଙ୍କ ଦୋକାନ ବନ୍ଦ କରି ପ୍ରତିବାଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଓଏସଆରଟିସି ଅଧିକାରୀଙ୍କ ଶୋଷଣ ନୀତିକୁ ବସଷ୍ଟାଣ୍ଡ ବ୍ୟବସାୟୀଙ୍କ ଦୋକାନ ବନ୍ଦ କରି ପ୍ରତିବାଦ

ଓଏସଆରଟିସି ଅଧିକାରୀଙ୍କ ଶୋଷଣ ନୀତିକୁ ବସଷ୍ଟାଣ୍ଡ ବ୍ୟବସାୟୀଙ୍କ ଦୋକାନ ବନ୍ଦ କରି ପ୍ରତିବାଦ [caption id="attachment_8129" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ପ୍ରଶାସନିକ ଶୋଷଣର ପ୍ରତିବାଦ କରି ଆଜି ବାଦାମବାଡ଼ି ବସ ଷ୍ଟାଣ୍ଡର ସମସ୍ତ ବ୍ୟବସାୟୀ ଦୋକାନ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି । ବାଦାମବାଡ଼ି ବସଷ୍ଟାଣ୍ଡ ପରିସରରେ ବ୍ୟବସାୟୀମାନେ ଛୋଟ ଛୋଟ ପ୍ରତିଷ୍ଠାନ ଖୋଲି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀଙ୍କ…

ସିଡିଏର ୧୩୩ ତମ ବୈଠକ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା, ଖୁବ୍ ଶୀଘ୍ର ‘ଐତିହ୍ୟ ଗ୍ରାମ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଡିଏର ୧୩୩ ତମ ବୈଠକ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା, ଖୁବ୍ ଶୀଘ୍ର ‘ଐତିହ୍ୟ ଗ୍ରାମ’

ସିଡିଏର ୧୩୩ ତମ ବୈଠକ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା, ଖୁବ୍ ଶୀଘ୍ର ‘ଐତିହ୍ୟ ଗ୍ରାମ’ [caption id="attachment_8126" align="alignnone" width="300"] News by Smruti Ranjan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ଆଜି ପୂର୍ବାହ୍ନରେ ସିଡିଏ ସମ୍ମିଳନୀ କକ୍ଷରେ କର୍ତ୍ତୃପକ୍ଷର ୧୩୩ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଅନୀଲ କୁମାର ସାମଲ ପୌରୋହିତ୍ୟ କରିଥିଲେ । ବୈଠକରେ କଟକ ସହରରେ…

ସଂସଦୀୟ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ସମ୍ବୋଧନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ସଂସଦୀୟ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ସଂସଦୀୟ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ‘ସରକାରଙ୍କ ଉଦ୍ୟମ ଯୋଗୁଁ ଏବେ ଦେଶ ଉନ୍ନତିର ପଥରେ ଆଗେଇ ଚାଲୁଛି’ #ନୂଆଦିଲ୍ଲୀ(ଏଜେନ୍ସି): ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ଏହା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏହି ଅବସରରେ ଆଜି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରି ସରକାରଙ୍କ ଉଦ୍ୟମ ଯୋଗୁଁ ଏବେ ଦେଶ ଉନ୍ନତିର…

ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ

ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ [caption id="attachment_8120" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ କଟକ ସବ ରେଜିଷ୍ଟ୍ରର ଅଫିସରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇ ନଥିବାବେଳେ ସେଠାରେ ରହିଥିବା ଦେଶୀମଦ ପୋଚଗୁଡ଼ିକ ଜଳୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୨ ଜଣ ଆହତ…

ବିଶ୍ୱ କୁଷ୍ଠ ଦିବସ ଅବସରରେ ବ୍ୟାପକ ସଚେତନତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବିଶ୍ୱ କୁଷ୍ଠ ଦିବସ ଅବସରରେ ବ୍ୟାପକ ସଚେତନତା

ବିଶ୍ୱ କୁଷ୍ଠ ଦିବସ ଅବସରରେ ବ୍ୟାପକ ସଚେତନତା [caption id="attachment_8116" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ଜୋରନ୍ଦା ମେଡିକାଲ ଠାରେ ବିଶ୍ୱ କୁଷ୍ଠ ଦିବସ ପାଳିତ ହୋଇଯାଇଛି । ମେଘା ସେକ୍ଟରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ସମୂହ ଗାଁ କଲ୍ୟାଣ ସମିତିର ମିଳିତ…

ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ

ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ [caption id="attachment_8113" align="alignnone" width="300"] News by B. Mishra (Brajarajnagar)[/caption] #ବ୍ରଜରାଜନଗର(ଏନ୍‌.ଏମ୍‌.): ଗୁଳିକାଣ୍ଡରେ ଆଖିବୁଜିଥିବା ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ପଞ୍ଚଭୂତରେ ଲୀନ ହୋଇ ଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ତାଙ୍କର ଜୁଇ ଜଳୁଥିବାବେଳେ ସମସ୍ତ ଆଖିରୁ ଝରି ପଡ଼ୁଥିଲା ଧାର ଧାର ଅଶ୍ରୁ । ଅବିଭକ୍ତ ସମ୍ୱଲପୁରରେ ଜନ୍ମଗ୍ରହଣ କରିଥିବା ନବ କିଶୋର…

ହ୍ୟୁମାନ ସାଗର-ଶ୍ରେୟା ବିବାଦରେ ପୂର୍ଣ୍ଣଛେଦ: ଏକାଠି ରହିବେ ଦମ୍ପତି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ହ୍ୟୁମାନ ସାଗର-ଶ୍ରେୟା ବିବାଦରେ ପୂର୍ଣ୍ଣଛେଦ: ଏକାଠି ରହିବେ ଦମ୍ପତି

ହ୍ୟୁମାନ ସାଗର-ଶ୍ରେୟା ବିବାଦରେ ପୂର୍ଣ୍ଣଛେଦ: ଏକାଠି ରହିବେ ଦମ୍ପତି [caption id="attachment_8109" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ କଳିର ପୂର୍ଣ୍ଣଛେଦ ପଡ଼ିଛି । ଆଜି ମହିଳା ଥାନାରେ କାଉନସେଲିଂ ପରେ ସ୍ୱାମୀ-ସ୍ତ୍ରୀ ପୂର୍ବଭଳି ଗୋଟିଏ ସ୍ଥାନରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ତାଙ୍କ ମଧ୍ୟରେ ଗୋଟିଏ ଭୁଲ ବୁଝାମଣା ଥିଲା ବୋଲି ହ୍ୟୁମାନ…

ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ [caption id="attachment_8106" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ଚର(ଏନ୍‌.ଏମ୍‌.): ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଗତକାଲି ବ୍ରଜରାଜନଗର ଠାରେ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳରେ ମୃତ୍ୟୁ ବରଣ କରିବା ପରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…