ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳଙ୍କ କଟକ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଯାଞ୍ଚକଲେ ଆଠଗଡ଼ ଏବଂ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର [caption id="attachment_8368" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳ ଆଜି କଟକ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଆଠଗଡ଼ ଏବଂ…
Category: ବ୍ରେକିଙ୍ଗ ନିଉଜ
ବାଙ୍କୀ ଶିମିଳିପୁର ଜାଗର ମହୋତ୍ସବରେ ସମାଜସେବୀ ଲକ୍ଷ୍ମୀନାୟଣ ଭଞ୍ଜ ସମ୍ବର୍ଦ୍ଧିତ
ବାଙ୍କୀ ଶିମିଳିପୁର ଜାଗର ମହୋତ୍ସବରେ ସମାଜସେବୀ ଲକ୍ଷ୍ମୀନାୟଣ ଭଞ୍ଜ ସମ୍ବର୍ଦ୍ଧିତ [caption id="attachment_8364" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍,ଏମ୍.): ବାଙ୍କୀ ଶିମିଳିପୁର ଠାରେ ୧୯ ତମ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ବୁଡ଼ି ଯାଉଥିବା ଲୋକକଳାକୁ ଉଦ୍ଯିବିତ ରଖିବା ନିମନ୍ତେ ଏହି ମହୋତ୍ସବ ଏକ ସ୍ୱତନ୍ତ୍ର ମାଧ୍ୟମ ବୋଲି ମହୋତ୍ସବରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ବାଙ୍କୀ…
କୟଳପଡ଼ାରେ ଜଗନ୍ନାଥ ପାଞ୍ଚରାତ୍ର ଓ ୨୪ ବେଶ ଉଦ୍ଘାଟିତ
କୟଳପଡ଼ାରେ ଜଗନ୍ନାଥ ପାଞ୍ଚରାତ୍ର ଓ ୨୪ ବେଶ ଉଦ୍ଘାଟିତ [caption id="attachment_8361" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର (ଏନ୍.ଏମ୍.): ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଆଜି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ଜଗନ୍ନାଥ ପଞ୍ଚରାତ୍ର ଉଦ୍ଘାଟିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଚୌଦ୍ୱାର ଓ କୟଳପଡ଼ା ଶ୍ରୀ ଜଗନ୍ନାଥ ସେବା ସମିତିର ମିଳିତ ଆନୁକୂଲ୍ୟରେ ୪ର୍ଥ…
ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ ପାଇଁ ସମୀକ୍ଷା ବୈଠକ
ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ ପାଇଁ ସମୀକ୍ଷା ବୈଠକ [caption id="attachment_8357" align="alignnone" width="300"] News by Ajit Kumar Mallick (Konark)[/caption] କୋଣାର୍କ (ଏନ୍.ଏମ୍.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋରେ ଚଳିତ ମାସ ୨୩ ତାରିଖରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ହେବ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ…
ମୟୁରଭଞ୍ଜ ଜିଲ୍ଲାରେ ଜଳୁଛି ଜଙ୍ଗଲ : ଆତଙ୍କିତ ଅଞ୍ଚଳବାସୀ
ମୟୁରଭଞ୍ଜ ଜିଲ୍ଲାରେ ଜଳୁଛି ଜଙ୍ଗଲ : ଆତଙ୍କିତ ଅଞ୍ଚଳବାସୀ ବାରିପଦା(ଏନ୍.ଏମ୍.): ମୟୁରଭଞ୍ଜ ଜିଲ୍ଲାର ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ । ଗ୍ରୀଷ୍ମ ଋତୁ ଜଲଙ୍ଗରେ ନିଆଁ ଲାଗିଲାଣି ନିଆଁ । ନିଆଁ ବ୍ୟାପୁଥିବା ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ୧୮ ନମ୍ୱର ଜାତୀୟ ରାଜପଥର କୁଳିଅଣା ସ୍ଥିତ ଟୋଲ ପ୍ଲାଜା ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଆଜି ଲାଗିଥିବା ଦେଖିବାକୁ ମିଳିଛି । ତେବେ…
ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ: ଡିଏମଇଟି
ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ: ଡିଏମଇଟି [caption id="attachment_8351" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ଏଥି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲାଯାଇ ଅଧିକ ଡାକ୍ତର ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି । ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି…
ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନା ଶିବିର
ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନା ଶିବିର [caption id="attachment_8348" align="alignnone" width="300"] News by Smrutiranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ଅଭିନବ ବିଡାନାସୀ ପଥଚାରୀ ସଂଘ ଆନୁକୂଲ୍ୟରେ ଏକ ଦାତବ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶିକା ଅନିମା ଦାଶ ଉଦ୍ଘାଟନ କରିଥିଲେ । ଏହି ସଚେତନା ସଭାରେ ପଥଚାରୀ ସଂଘର ସଭାପତି…
ବାରବାଟୀ ପ୍ୟାଲେସରେ ଖୋଲିବ ମିଲେଟ୍ କାଫେ, ବଡମ୍ବା, ନରସିଂହପୁର ଓ ତିଗିରିଆର ୧୫୦ ଏକର ଜମିରେ ମହିଳା କରିବେ ମାଣ୍ଡିଆ ଚାଷ
ବାରବାଟୀ ପ୍ୟାଲେସରେ ଖୋଲିବ ମିଲେଟ୍ କାଫେ, ବଡମ୍ବା, ନରସିଂହପୁର ଓ ତିଗିରିଆର ୧୫୦ ଏକର ଜମିରେ ମହିଳା କରିବେ ମାଣ୍ଡିଆ ଚାଷ [caption id="attachment_8345" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): କଟକରେ ମିଲେଟ୍ ମିସନକୁ ବ୍ୟାପକ କରାଯିବ । କଟକରେ ହେବ ମାଣ୍ଡିଆ ଚାଷ । ବାରବାଟୀ ପ୍ୟାଲେସରେ ଚଳିତମାସ ଶେଷ ସୁଦ୍ଧା ଖୋଲାଯିବ ମିଲେଟ୍ କାଫେ । ଯେଉଁଠି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ…
କଟକ ମହାନଗର କୈବର୍ତ୍ତ ସଭାର ବୈଠକ
କଟକ ମହାନଗର କୈବର୍ତ୍ତ ସଭାର ବୈଠକ [caption id="attachment_8341" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ନିଖିଳ ଓଡ଼ିଶା କୈବର୍ଷ ମହାସଭା ଅନୁବନ୍ଧିତ କଟକ ମହାନଗର କୈବର୍ତ୍ତ ସଭାର ଏକ ବୈଠକ ଖାନନଗରସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସଂଗଠନର ସଭାପତି କୁଶ ସାହୁ ଓ ସଂପାଦକ ଭୈରବ ଚନ୍ଦ୍ର ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ…
ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ: ବର୍ଷକ ମଧ୍ୟରେ ଜିଲ୍ଲା ଘୋଷଣା କରିବାକୁ ପ୍ରତିଶ୍ରୁତି
ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ: ବର୍ଷକ ମଧ୍ୟରେ ଜିଲ୍ଲା ଘୋଷଣା କରିବାକୁ ପ୍ରତିଶ୍ରୁତି ବରଗଡ଼(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସଭାସମିତିରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ତାଙ୍କ ଅଭିଭାଷଣରେ ବହୁ ଜନସମର୍ଥନ ସାଉଁଟିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଜିଲ୍ଲା ଘୋଷଣା ନେଇ ମୁହଁ ଖୋଲିଛନ୍ତି…
ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ଶଶିଭୂଷଣ ଦାସଙ୍କ ସ୍ମୃତିସଭା
ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ଶଶିଭୂଷଣ ଦାସଙ୍କ ସ୍ମୃତିସଭା [caption id="attachment_8335" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ଅନ୍ୟୟ ଶୋଷଣ ଓ କୁସଂସ୍କାର ବିରୁଦ୍ଧରେ ଆଜୀବନ ସଂଗ୍ରାମ ପାଇଁ ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ଶଶିଭୂଷଣ ଦାସ ସ୍ମରଣୀୟ ହୋଇ ରହିବେ ବୋଲି ଐତିହାସିକ ସ୍ୱରାଜ ଆଶ୍ରମ ଠାରେ ଆୟୋଜିତ ସ୍ମୃତି ସଭାରେ ବକ୍ତାମାନେ ପ୍ରକାଶ କରିଛନ୍ତି…
ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବିତରଣ
ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବିତରଣ [caption id="attachment_8332" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର (ଏନ୍.ଏମ୍.): ପବିତ୍ର ମହା ଶିବରାତ୍ରୀ ଉପଲକ୍ଷେ ସ୍ଥାନୀୟ ନିମପୁରସ୍ଥିତ ବହୁ ପୁରାତନ ଶୈବ ପୀଠ ବାବା କୃଷ୍ଣେଶ୍ୱର ମହାଦେବ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଦିରକୁ ଦିନ ତମାମ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ…
ଜଗତପୁର ଟ୍ରକ ଟର୍ମିନାଲରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ: ଅଭିଯୁକ୍ତ କିନ୍ନର ଗିରଫ
ଜଗତପୁର ଟ୍ରକ ଟର୍ମିନାଲରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ: ଅଭିଯୁକ୍ତ କିନ୍ନର ଗିରଫ [caption id="attachment_8329" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍.ଏମ୍.): ଜଗତପୁର ଟ୍ରକ୍ ଟର୍ମିନାଲରେ ଗତ ୭ ତାରିଖ ରାତିରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣାର ପୁଲିସ ପର୍ଦ୍ଦାଫାସ୍ କରିଛି । ତେବେ ବ୍ୟକ୍ତିଗତ କଳହ ଓ ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ଲୁଗାରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଡିସିପି ପିନାକ…
ପବିତ୍ର ମହାଶିବରାତ୍ରୀ: ଓଁ ନମଃ ଶିବାୟ ଧ୍ୱନୀରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ
ପବିତ୍ର ମହାଶିବରାତ୍ରୀ: ଓଁ ନମଃ ଶିବାୟ ଧ୍ୱନୀରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ [caption id="attachment_8325" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍.ଏମ୍.): ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଚଳ ଚଞ୍ଚଳ ହେଉଛି ଗାଆଁ ଠୁ ସହର । ରାଜ୍ୟ କୋଣ ଅନୁକୋଣରେ ଥିବା ଶୈବପୀଠ ହୋଇ ଉଠିଛି ଚଳଚଞ୍ଚଳ । ସବୁଠି ମହାଶିବରାତ୍ରିର ମହାଦୀପ ଦର୍ଶନ ପାଇଁ ଜାଗର ଜାଳି ଉଜାଗର ହୋଇଛନ୍ତି…
ପୁରୀରେ ମାଗଣା ସମୂହ ବ୍ରତୋପନୟନ: ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ୩୬ ବ୍ରାହ୍ମଣ ବାଳକ
ପୁରୀରେ ମାଗଣା ସମୂହ ବ୍ରତୋପନୟନ: ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ୩୬ ବ୍ରାହ୍ମଣ ବାଳକ [caption id="attachment_8321" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍.ଏମ୍.) : ପୁରୀ ବାଲି ସାହି ସ୍ଥିତ ଜୀୟର ସ୍ୱାମୀ ମଠ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମାଗଣା ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ସାମୁହିକ ବ୍ରତୋପନୟନରେ ଓଡିଶା ରାଜ୍ୟ ସମେତ ଝାରଖଣ୍ଡ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ,…
ବାରବାଟୀ-କଟକ ବିଧାୟକଙ୍କ ସିଏମସି ୩ ନମ୍ବର ୱାର୍ଡ ପରିଦର୍ଶନ
ବାରବାଟୀ-କଟକ ବିଧାୟକଙ୍କ ସିଏମସି ୩ ନମ୍ବର ୱାର୍ଡ ପରିଦର୍ଶନ [caption id="attachment_8316" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): କଟକ ସହରର ବିଭିନ୍ନ ୱାର୍ଡ଼ରେ ଜନସାଧାରଣଙ୍କ ରହିଥିବା ବିଭିନ୍ନ ସମସ୍ୟାକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପରିଦର୍ଶନ କରି ଯାଞ୍ଚ ଚଳାଇଛନ୍ତି । ପର୍ଯ୍ୟାୟକ୍ରମେ ବିଭିନ୍ନ ୱାର୍ଡ଼ରେ ଥିବା ସମସ୍ୟାଗୁଡ଼ିକୁ ନିଜେ ଅନୁଧ୍ୟାନ କରିବା ସହ ଏହାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ…
ସାମ୍ବାଦିକଙ୍କ ମାତୃବିୟୋଗ
ସାମ୍ବାଦିକଙ୍କ ମାତୃବିୟୋଗ [caption id="attachment_8311" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍.ଏମ୍.): ବିଶିଷ୍ଟ ସାମ୍ବାଦିକ ଭକ୍ତିଭୂଷଣ ମହାନ୍ତିଙ୍କ ମାତା ଶୈଳଭାମା ମହାନ୍ତିଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବାବେଳେ କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।…
ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଯୁବକ ଗିରଫ
ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଯୁବକ ଗିରଫ [caption id="attachment_8308" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍.ଏମ୍.): ଜନୈକ ବିବାହିତା ମହିଳାଙ୍କ ସହ ଅବୈଧ ସଂପର୍କ ରଖି ଆପତ୍ତିଜନକ ଫଟୋ ଓ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ଭୁବନେଶ୍ୱର ଲିଙ୍ଗରାଜ ଥାନା…
ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା: କେନ୍ଦ୍ର ଅର୍ଥମନ୍ତ୍ରୀ
ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା: କେନ୍ଦ୍ର ଅର୍ଥମନ୍ତ୍ରୀ [caption id="attachment_8304" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ । ବଜେଟରେ ମନରେଗା ଅର୍ଥ କମାଯାଇଥିବା ଅଭିଯୋଗ ନେଇ ସେ କହିଛନ୍ତି, ମନରେଗା ହେଉଛି ଚାହିଦା ଭିତ୍ତିକ ଯୋଜନା । ଲୋକଙ୍କ ଚାହିଦା ବଢ଼ିଲେ, ବ୍ୟୟବରାଦ ବଢ଼ିବ । ନରେନ୍ଦ୍ର ମୋଦି ସରକାର ଆସିବା…
ବାସ୍ତବରେ ଓଡିଶା ହେଉଛି ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍
ବାସ୍ତବରେ ଓଡିଶା ହେଉଛି ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍ [caption id="attachment_8301" align="alignnone" width="300"] News by I&PR (Odisha)[/caption] #ଭୁବନେଶ୍ୱର(ଏନ୍.ଏମ୍.): ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ତରଫରୁ ଭାରତକୁ ଜାଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶରେ ଅବସ୍ଥାନ କରୁଥିବା ମୂଳ ଭାରତୀୟ ବଂଶୋଦ୍ଭବ ଯୁବଗୋଷ୍ଠୀ, ଭାରତୀୟ ଜୀବନ ଶୈଳୀ ସଂସ୍କୃତି, ଐତିହ୍ୟ, ଅର୍ଥନୀତି, ଶିଳ୍ପ, ଶିକ୍ଷା, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହେବା ସହ ଦେଶର ବିଭିନ୍ନ କ୍ଷେତ୍ରରେ…




















