ମୁକଳା ଡ୍ରେନକୁ ନେଇ ତେଜିଲା ଜନଅସନ୍ତୋଷ: ରାସ୍ତା ଖୋଳିଲେ, ଡ୍ରେନ ପୋତିବାକୁ ଭୁଲିଗଲେ
ମୁକଳା ଡ୍ରେନକୁ ନେଇ ତେଜିଲା ଜନଅସନ୍ତୋଷ: ରାସ୍ତା ଖୋଳିଲେ, ଡ୍ରେନ ପୋତିବାକୁ ଭୁଲିଗଲେ - ଦୁର୍ଗନ୍ଧରେ ଅଞ୍ଚଳବାସୀ ଡହଳବିକଳ - ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲି ନୀତି - ଠିକାଦରଙ୍କ ଲାଇସେନ୍ସ ବାତିଲ ପାଇଁ ଦାବି [caption id="attachment_8519" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ଭୁବବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗାଙ୍ଗୋତ୍ରୀ ନଗର ରୋଡ ନଂ-୩ରେ ମୁକୁଳା ଡ୍ରେନ ଯୋଗୁଁ ସାଧାରଣ…




















