ମୁଖ୍ୟମନ୍ତ୍ରୀଙ୍କ ଜାପାନଗସ୍ତକୁ ନେଇ ବର୍ଷିଲା ରାଜ୍ୟ ବିଜେପି
ମୁଖ୍ୟମନ୍ତ୍ରୀଙ୍କ ଜାପାନଗସ୍ତକୁ ନେଇ ବର୍ଷିଲା ରାଜ୍ୟ ବିଜେପି [caption id="attachment_8994" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ଓ ତାଙ୍କର ଟିମ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ ବୋଲି ରାଜ୍ୟବିଜେପି ନେତୃତ୍ୱ ଅଭିଯୋଗ ଆଣିଛନ୍ତି । ତେବେ ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କିନ୍ତୁ ରାଜ୍ୟ ରାଜକୋଷରେ ଥିବା…




















