ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ #କଟକ(ଏନ୍‌.ଏମ୍‌.): ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । କଟକର ସିଡିଏ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ଅନାଦି ସାହୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ୨ରୁ୩ ବର୍ଷ ହେବ ସେ ଶଯ୍ୟାଶାୟୀ ଥିଲେ ।…

ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ

ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବିଦ୍ୟାଧରପୁର ସ୍ଥିତ ଆଇସିଏଆର ପୂର୍ବାଞ୍ଚଳ ପେନସନର୍ସ ଆସୋସିଏସନର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆଇସିଏଆର ପୂର୍ବାଞ୍ଚଳର ୧୫୦ରୁ ଉର୍ଦ୍ଧ୍ୱ ପେନସନର୍ସ ଯୋଗ ଦେଇଥିଲେ । ସଭାପତି ଡ. ଶରତ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେବା ସହ ଆସୋସିଏସନ ଗଠନର ଲକ୍ଷ୍ୟ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରିଥିଲେ । ସର୍ବଭାରତୀୟ କେନ୍ଦ୍ରୀୟ ପେନସନର ଆସୋସିଏସନ,…

ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟଧାରାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟଧାରାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା

ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟଧାରାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ଡ୍ୟାମ୍ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଭୂମିକାକୁ ବିଶ୍ୱ ବ୍ୟାଙ୍କ ସମେତ ବିଭିନ୍ନ ସଂଗଠନର ପ୍ରଶଂସା #ଭୁବନେଶ୍ୱର (ଏନ୍‌.ଏମ୍‌.): ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ (ଡିଆରଆଇପି)ର କାର୍ଯ୍ୟଧାରାର ସମୀକ୍ଷା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ଜାନୁଆରୀ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଭୁବନେଶ୍ୱରରେ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ମିଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ,…

ସିଏମସି ୪୮ ନମ୍ବର ୱାର୍ଡରେ ମାସେ ନପୁରୁଣୁ ଡ୍ରେନ ଉପରୁ ଭାଙ୍ଗିଲା ସ୍ଲାବ : ନିମ୍ନମାନର କାମ ଯୋଗୁ ବଢୁଛି ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଏମସି ୪୮ ନମ୍ବର ୱାର୍ଡରେ ମାସେ ନପୁରୁଣୁ ଡ୍ରେନ ଉପରୁ ଭାଙ୍ଗିଲା ସ୍ଲାବ : ନିମ୍ନମାନର କାମ ଯୋଗୁ ବଢୁଛି ଅସନ୍ତୋଷ

ସିଏମସି ୪୮ ନମ୍ବର ୱାର୍ଡରେ ମାସେ ନପୁରୁଣୁ ଡ୍ରେନ ଉପରୁ ଭାଙ୍ଗିଲା ସ୍ଲାବ ନିମ୍ନମାନର କାମ ଯୋଗୁ ବଢୁଛି ଅସନ୍ତୋଷ #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମର ଦୁର୍ନୀତି ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏପରିକି ବିଭିନ୍ନ ପ୍ରକଳ୍ପରେ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ନିମ୍ନମାନର କାର୍ଯ୍ୟକରି ସରକାରୀ ଅର୍ଥକୁ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ପଣ୍ଡା ସାହି ଗ୍ରାମ ଦୋଳମଣ୍ଡପ…

ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ #କଟକ (ଏନ୍‌.ଏମ୍‌.): ସ୍ଥାନୀୟ ମିଶନରୋଡ଼ ସ୍ଥିତ ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସ୍କୁଲର ଅଧକ୍ଷ ରେଭେରାଣ୍ଡ ଡିକନ ମୋଜେସ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ରଘୁରାମ ଆୟର ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି…

ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର

ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର #ଜଗତପୁର(ଏନ୍‌.ଏମ୍‌.): ଏବେ ଜନବସତି ମୁହାଁ ହୋଇଛନ୍ତି ଜଙ୍ଗଲି ଜନ୍ତୁ । ଜଙ୍ଗଲରେ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପାନୀୟ ଅଭାବ ଯୋଗୁଁ ଏହି ଜଙ୍ଗଲ ଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି । କିଛିଦିନ ତଳେ ଜଙ୍ଗଲି ହାତୀ କଟକ ଜିଲ୍ଲା ଜଗତପୁର ଶିଳ୍ପାଞ୍ଚଳରେ ଉତ୍ପାତ ସୃଷ୍ଟି କରିଥିବାବେଳେ ଏବେ ଜଙ୍ଗଲି ବାରହା ବୁଲୁଥିବା ଦେଖିବାକୁ ମିଳିଛି…

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
Slider କୃଷି କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରାସ୍ତା ଚଉଡ଼ା କରିବା ଦାବିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରତିବାଦ: ବାଇକ ଆରୋହୀକୁ ପିଟି ଦେବାରୁ ଅଟକାଇଲେ ମୋ ବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାସ୍ତା ଚଉଡ଼ା କରିବା ଦାବିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରତିବାଦ: ବାଇକ ଆରୋହୀକୁ ପିଟି ଦେବାରୁ ଅଟକାଇଲେ ମୋ ବସ

ରାସ୍ତା ଚଉଡ଼ା କରିବା ଦାବିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରତିବାଦ: ବାଇକ ଆରୋହୀକୁ ପିଟି ଦେବାରୁ ଅଟକାଇଲେ ମୋ ବସ #ଜଗତପୁର(ଏନ୍‌.ଏମ୍‌.): ମହାନଦୀ ଜଗତପୁର ବ୍ୟାରେଜ ଛକ ଠାରୁ ବିରୂପା ବ୍ୟାରେଜ ଛକ ପର୍ଯ୍ୟନ୍ତ ଆଇ.ବି. ରୋଡକୁ ଚଉଡା କରିବା ପାଇଁ ବାରମ୍ବାର ଦାବି କରାଯାଉଥିବାବେଳେ କୌଣସି ସୁଫଳ ନମିଳିବାରୁ ଆଜି ଯୁବଗୋଷ୍ଠୀଙ୍କ ପକ୍ଷରୁ ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । ଦିନକୁ ଦିନ ଜଗତପୁର ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି…

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆରମ୍ଭ

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆରମ୍ଭ ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ଚାଲିବ ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ବସ୍‌ସେବା ଆରମ୍ଭ ହେଲା ମା’ମାନଙ୍କ ପାଇଁ ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ- ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି । ଏହି ବସ୍ଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ…

ସ୍କୁଲକୁ ଯିବାବେଳେ ଜଗିଥିଲା ଯମ: ଅଜଣା ଗାଡ଼ିଧକ୍କାରେ ଚାଲିଗଲା ବଡ଼ ଭାଇର ଜୀବନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍କୁଲକୁ ଯିବାବେଳେ ଜଗିଥିଲା ଯମ: ଅଜଣା ଗାଡ଼ିଧକ୍କାରେ ଚାଲିଗଲା ବଡ଼ ଭାଇର ଜୀବନ

ସ୍କୁଲକୁ ଯିବାବେଳେ ଜଗିଥିଲା ଯମ: ଅଜଣା ଗାଡ଼ିଧକ୍କାରେ ଚାଲିଗଲା ବଡ଼ ଭାଇର ଜୀବନ #କଟକ(ଏନ୍‌.ଏମ୍‌.): ବିଭାଗୀୟ ଅଧିକାରୀଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ସହରରେ ବଢ଼ୁଛି ଦୁର୍ଘଟଣା । ଗୋଟିଏ ପଟେ କଟକ ସହରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାବେଳେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଧ୍ୟାନ ଦେଉ ନାହାନ୍ତି; ଫଳରେ ସହରରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ କ୍ଷୟକ୍ଷତି ହେଉଥିବାର ନଜୀର ରହିଛି…

ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍‌
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍‌

ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍‌ #କଟକ (ଏନ୍‌.ଏମ୍‌.): କଟକ ସହରରେ ଲୁଟ୍ ପାଇଁ ୭ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଯୋଜନା କରୁଥିବାବେଳେ କମିଶନରେଟ ପୁଲିସ ସେମାନଙ୍କୁ ମାଡ଼ିବସିଛି । କୌଣସି ସୂତ୍ରରୁ ଖବର ପାଇ ଏହି ଅପରାଧୀମାନଙ୍କୁ ପୁଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ନାମରେ ଏକାଧିକ ମାମଲା ରହିଛି । ପୁଲିସ୍ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ସହିତ ଦୁଇ ଥର ଗାଡ଼ି…

ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା

ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା [caption id="attachment_12167" align="alignnone" width="300"] News by Smruti Ranjan Parida (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଶାସକ ଦଳରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ବିଶେଷ କରି ଚୌଦ୍ୱାର ପୌରାଞ୍ଚଳରେ ବିଜେଡି ଲୋକ ପ୍ରତିନିଧିଙ୍କ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି…

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ?
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ?

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ? ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ କଦର୍ଯ୍ୟମୟ ରାସ୍ତା ଉପରେ ନିରର୍ଭର କରୁଛନ୍ତି ଗ୍ରାମବାସୀ [caption id="attachment_12163" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ରାଜ୍ୟସରକାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ଜନହୀତକର କାର୍ଯ୍ୟ ପାଇଁ ବଦ୍ଧପରିକର ଅଛନ୍ତି । ରାଜ୍ୟରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସହାୟତା ପ୍ରଦାନ କରିବା ସହ…

ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ବ୍ୟବହାର କରୁଛି ଜିଏମଡିସି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ବ୍ୟବହାର କରୁଛି ଜିଏମଡିସି

ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ବ୍ୟବହାର କରୁଛି ଜିଏମଡିସି ଛେଣ୍ଡିପଦା (ଏନ୍‌.ଏମ୍‌.): ଛେଣ୍ଡିପଦା ଅଞ୍ଚଳରେ ଜମିଅଧିଗ୍ରହଣ ଉଦେଶ୍ୟରେ ଗାଁ ଗାଁ ବିରୋଧରେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିର ଅପବ୍ୟବହାର ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜମି ଅଧିଗ୍ରହଣ ପୂର୍ବରୁ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟ କରିବାକୁ ସରକାରୀ ନିୟମ ରହିଛି । ଛେଣ୍ଡିପଦା ତହସିଲ ଅଧିନରେ ବୈତରଣୀ ୱେଷ୍ଟ କୋଲ ବ୍ଲକର ପ୍ରସ୍ତାବିତ ଖୋଲା କୋଇଲା ଖଣି…

ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି

ଜଗତପୁର ଭିଆଇପି ରୋଡରେ ଲହଡି ମାରୁଛିି ନିମପୁର ବସ୍ତି ବାସିନ୍ଦାଙ୍କ ଘରର ଆର୍ବଜନା ପାଣି ୩ ବର୍ଷ ବିତିଲା ହେଲାନି ଡ୍ରେନ ଚାଲିଛି ଫଳକମରା ରାଜନୀତି ଜଗତପୁର (ଏନ୍‌.ଏମ୍‌.): ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ଥିଲା ବେଳେ ବିଜୁ ଜନତା ଦଳ ୨୦୨୩ ମସିହାରୁ ମାଳମାଳ ଫଳକ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଜଗତପୁର ଅଞ୍ଚଳରେ ଖୁନ୍ଦି ହୋଇଯାଇଛି । କେଉଠି ନୂଆ ଫଳକ ମରାଯାଉଛି ତ କେଉଁଠି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ଥିତି ଅନୁଧ୍ୟାନ କଲେ ଡିଜିପି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ଥିତି ଅନୁଧ୍ୟାନ କଲେ ଡିଜିପି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ଥିତି ଅନୁଧ୍ୟାନ କଲେ ଡିଜିପି #ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୭ରେ ଲୋକାର୍ପଣ ଉତ୍ସବ ପୂର୍ବରୁ ଆଜି ପୁରୀରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ତାଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଆଜି ଯଜ୍ଞ ସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ, ଜଗନ୍ନାଥ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭାସ୍କର୍ଯ୍ୟରେ ଚମକୁଛି ପୁରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭାସ୍କର୍ଯ୍ୟରେ ଚମକୁଛି ପୁରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭାସ୍କର୍ଯ୍ୟରେ ଚମକୁଛି ପୁରୀ ପୁରୀ(ଏନ୍‌.ଏମ୍‌.): ମର୍ତ୍ତ୍ୟର ବୈକୁଣ୍ଠ କୁହାଯାଉଥିବା ଶ୍ରୀକ୍ଷେତ୍ର ଧାମ ଏବେ ଚମକୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ନିମନ୍ତେ ପୁରୀ ସହର ଏବେ ନବ ବଧୂ ଭଳି ସଜେଇ ହୋଇଛି । କେବଳ ସେତିକି ନୁହେଁ ଶ୍ରୀସେତୁର ଶିରି ବଢ଼ାଉଛି ପଥର କାରୁକାର୍ଯ୍ୟ । ସେତୁର ଉଭୟ ପାର୍ଶ୍ୱରେ ଶ୍ରୀଜଗନ୍ନାଥ ସଂସ୍କୃତିର ଅନୁଭବ ଦେଉଛି ପଥର ଭାସ୍କର୍ଯ୍ୟ । ସେତୁ କାନ୍ଥରେ…

ପବିତ୍ର ମକର ସଂକ୍ରାନ୍ତିର ଗୁଡ଼ିଉଡ଼ା: କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପବିତ୍ର ମକର ସଂକ୍ରାନ୍ତିର ଗୁଡ଼ିଉଡ଼ା: କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ

ପବିତ୍ର ମକର ସଂକ୍ରାନ୍ତିର ଗୁଡ଼ିଉଡ଼ା: କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ [caption id="attachment_12142" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‌.ଏମ୍‌.): ପବିତ୍ର ମକର ସଂକ୍ରାନ୍ତି ଅବସରରେ ନିଳ ଆକାଶର ବୁକୁରେ ରଙ୍ଗିନ ଗୁଡ଼ି ଉଡ଼ାଇବାର ମଜା ନିଆରା । ପବନର ତାଳେ ତାଳେ ଗୁଡ଼ି ଉଡ଼ାଇ ମଜା ଅନୁଭବ କରିବାର ପରମ୍ପରା କାହିଁ କେତେକାଳରୁ ରହିଛି । ମାତ୍ର ଏବେ ଗୁଡ଼ିଉଡ଼ାର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ । ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ…

ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା

ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ସାଗୁଆ ଗାଁରେ ଜଣେ ହୋଟେଲ ମାଲିକଙ୍କୁ ହତ୍ୟା କରାଯିବା ଭଳି ଚାଞ୍ଚଲ୍ୟ ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବିଶ୍ୱଜିତ ନାୟକ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ବିଶ୍ୱଜିତ ତାଙ୍କ ମା’ଙ୍କ ସହିତ ରହୁଥିଲେ । ତାଙ୍କ ମା’ ଗତ କିଛି ଦିନ ହେବ ପୁରୀ ଯାଇଛନ୍ତି । ବିଶ୍ୱଜିତ ଏକା…