ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିଲା ଟ୍ରକ୍; ଲୋକେ ଅଟକାଇବାରୁ ପିଟିଲେ ଆଇଆଇସି, କୁହୁଳୁଛି ଅସନ୍ତୋଷ !
ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିଲା ଟ୍ରକ୍; ଲୋକେ ଅଟକାଇବାରୁ ପିଟିଲେ ଆଇଆଇସି, କୁହୁଳୁଛି ଅସନ୍ତୋଷ ! #ଭଦ୍ରକ(ଏନ୍.ଏମ୍.): ଥାନା ବାବୁଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ । ଗୋଟିଏ ପଟେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ଗାଡ଼ିର ଡ୍ରାଇଭରଙ୍କ ବିରୋଧରେ ରନ ଆଣ୍ଡ ହିଟ ଧାରା ଲାଗୁ ହେବା ପାଇଁ ନିୟମ ହୋଇଥିବାବେଳେ ଦୁର୍ଘଟଣା ଘଟାଇ ପଳାୟନ କରୁଥିବା ଏକ ଟ୍ରକକୁ ଅଞ୍ଚଳବାସୀ…




















