ଦିଲ୍ଲୀ ସରକାରଙ୍କ ଘୋଷଣା : କରୋନା ମୃତ୍ୟୁ ପରିବାରଙ୍କୁ ମିଳିବ ୫୦ହଜାର ଟଙ୍କାର ଆର୍ଥିକ ସହାୟତା
ନୂଆଦିଲ୍ଲୀ (ଏନ୍.ଏମ୍.): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀର ଜନସାଧଣଙ୍କ ମଧ୍ୟରୁ ଯଦି କାହାରି କରୋନା ଜନିତ ମୃତ୍ୟୁ ହୁଏ ତେବେ ଉକ୍ତ ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥି ସହିତ ତାଙ୍କ ପରିବାରକୁ…



