ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ ସଂପ୍ରସାରଣ ହେବା ପରେ ଏବେ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ୍ ୮ଟି କ୍ୟାବିନେଟ କମିଟି ରହିଛି । ଏହି ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ରହିଛନ୍ତି…

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ କଟକ(ଏନ୍‌.ଏମ୍‌.): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ନିତ୍ୟ-ପ୍ରୟୋଜନୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଆସନ୍ତା ଜୁଲାଇ ୧୫ ତାରିଖ ଦିନ ସାରା ଓଡିଶା ପ୍ରତିବାଦ ଦିବସ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ପାଇଁ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସଂପାଦକ ବିଶ୍ୱାବସୁ ଦାସ ଏକ…

ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ ନୂଆଦିଲ୍ଲୀ (ଏଜେନ୍ସି): କରୋନା କଟକଣା ମଧ୍ୟରେ ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଅଧିବେଶନରେ ଅଗଷ୍ଟ ୧୩ରେ ଶେଷ ହେବ ବୋଲି ଜଣାପଡ଼ିଛି । ଏଥିରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି । ଜୁଲାଇ…

ମୋଦୀ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମୋଦୀ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳ

ମୋଦୀ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳ ନୂଆଦିଲ୍ଲୀ (ଏନ୍‌.ଏମ୍‌.): ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇଛି । କ୍ୟାବିନେଟରେ ନୂଆ ଓ ପୁରୁଣାଙ୍କୁ ମିଶାଇ ୪୩ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏଥିରେ ୧୫ଜଣଙ୍କୁ କ୍ୟାବିନେଟ ଓ ୨୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ମନ୍ତ୍ରୀମଣ୍ଡଳରେ ୩୫ଜଣ ନୂଆମୁହଁ ରହିଥିବାବେଳେ ୧୧ଜଣ ମହିଳାଙ୍କୁ ସାମିଲ କରାଯାଇଛି । ବିଶେଷ କରି ଯୁବ ଓ ଉଚ୍ଚଶିକ୍ଷିତଙ୍କୁ…

ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବଦଳିବ ରୂପରେଖ: ୪୩ ଜଣ ନେବେ ଶପଥ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବଦଳିବ ରୂପରେଖ: ୪୩ ଜଣ ନେବେ ଶପଥ

ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବଦଳିବ ରୂପରେଖ: ୪୩ ଜଣ ନେବେ ଶପଥ ନୂଆଦିଲ୍ଲୀ (ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ନୂଆ ଓ ପୁରୁଣାଙ୍କୁ ମିଶାଇ ମୋଟ ୪୩ ଜଣ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେବେ । ୨୦୧୯ ଲୋକସଭା ନିର୍ବାଚନ ଜିତିବା ପରେ ଏହା ମୋଦି ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ ଯଥେଷ୍ଟ…

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ ନୂଆଦିଲ୍ଲୀ (ଏଜେନ୍ସି): ଦେଶର ୮ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି କରାଯାଇଛି । ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ଟି ଯାକ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆ ବିଜ୍ଞପ୍ତି ଅନୁସାରେ, କର୍ଣ୍ଣାଟକର ରାଜ୍ୟପାଳ ଭାବେ ଥାୱରଚାନ୍ଦ ଗେହଲଟଙ୍କୁ ନିଯୁକ୍ତି ମିଳିଛି । ତେବେ ଗେହଲଟ ବର୍ତ୍ତମାନ ମୋଦି ସରକାରରେ ସାମାଜିକ…

ରାଜନୈତିକ ବିବାଦ ସତ୍ତ୍ୱେ ମୋଦୀଙ୍କ ନିକଟକୁ ଆମ୍ବ ପଠାଇଲେ ମମତା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି

ରାଜନୈତିକ ବିବାଦ ସତ୍ତ୍ୱେ ମୋଦୀଙ୍କ ନିକଟକୁ ଆମ୍ବ ପଠାଇଲେ ମମତା

ରାଜନୈତିକ ବିବାଦ ସତ୍ତ୍ୱେ ମୋଦୀଙ୍କ ନିକଟକୁ ଆମ୍ବ ପଠାଇଲେ ମମତା କୋଲକାତା (ଏଜେନ୍ସି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରାଜନୈତିକ ତିକ୍ତତା ରହି ଆସିଛି । ବିଧାନସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିଲା । ସେହିପରି ନିର୍ବାଚନ ପରେ ପଶ୍ଚିମବଙ୍ଗର…

ବିଜେଡ଼ିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡ଼ିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ

ବିଜେଡ଼ିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜୁ ମହିଳା ଜନତା ଦଳ (ବିଜେଡ଼ି)ର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ କରାଯାଇଛି । ବିଜେଡ଼ି ଦଳର ସଭାପତି ତଥା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସବୁ ନିଯୁକ୍ତି ଦେଇଛନ୍ତି । ବିଜେଡି ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା…

ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ- ବିଜେପି କୃଷକ ମୋର୍ଚ୍ଚା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ- ବିଜେପି କୃଷକ ମୋର୍ଚ୍ଚା

ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ- ବିଜେପି କୃଷକ ମୋର୍ଚ୍ଚା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ବିଭିନ୍ନ ଅଞ୍ଚଳରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରର ୟୁନିଟ-୮ସ୍ଥିତ ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଏହି ବିକ୍ଷୋଭ ହୋଇଛି । ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଗୋ’ ଖାଦ୍ୟ ଖର୍ଚ୍ଚ ବାବଦ ମିଳିବ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା, ଉପକୃତ ହେବେ ୧ ଲକ୍ଷ୨୦ ହଜାର ଦୁଗ୍ଧଚାଷୀ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଗୋ’ ଖାଦ୍ୟ ଖର୍ଚ୍ଚ ବାବଦ ମିଳିବ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା, ଉପକୃତ ହେବେ ୧ ଲକ୍ଷ୨୦ ହଜାର ଦୁଗ୍ଧଚାଷୀ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଗୋ’ ଖାଦ୍ୟ ଖର୍ଚ୍ଚ ବାବଦ ମିଳିବ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା, ଉପକୃତ ହେବେ ୧ ଲକ୍ଷ୨୦ ହଜାର ଦୁଗ୍ଧଚାଷୀ ଭୁବନେଶ୍ୱର(ଏନ୍‌.ଏମ୍‌.): ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋ’ଖାଦ୍ୟ ଖର୍ଚ୍ଚ ବାବଦକୁ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ…

ଟିକା କେନ୍ଦ୍ରରେ ଫଟୋ ରାଜନୀତି: ବିଜେଡ଼ି-ବିଜେପି ମୁହାଁମୁହିଁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ସ୍ୱାସ୍ଥ୍ୟ

ଟିକା କେନ୍ଦ୍ରରେ ଫଟୋ ରାଜନୀତି: ବିଜେଡ଼ି-ବିଜେପି ମୁହାଁମୁହିଁ

ଟିକା କେନ୍ଦ୍ରରେ ଫଟୋ ରାଜନୀତି: ବିଜେଡ଼ି-ବିଜେପି ମୁହାଁମୁହିଁ ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି କରୋନା ଟିକାକରଣକୁ ନେଇ ଫଟୋ ରାଜନୀତି ଜୋର ଧରିଛି । ଓଡ଼ିଶାରେ ଟିକାକେନ୍ଦ୍ରମାନଙ୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ପୋଷ୍ଟର ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କାହିଁକି ନରହିବ ଏ ନେଇ ମୁହଁ ଖୋଲିଛନ୍ତି ବିଜେପି କର୍ମକର୍ତ୍ତା । ଅନ୍ୟପକ୍ଷରେ କୋଭିଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ମିଳୁଥିବା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହୁଥିବାବେଳେ କେନ୍ଦ୍ରରେ…

କରୋନା ଯୋଗୁଁ ଅନାଥ ପିଲାଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୋଗୁଁ ଅନାଥ ପିଲାଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା

କରୋନା ଯୋଗୁଁ ଅନାଥ ପିଲାଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଅନାଥ ହୋଇଯାଇଥିବା ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଆଶୀର୍ବାଦ’ ଯୋଜନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଗତ ୨୦୨୦ ଏପ୍ରିଲ ପହିଲା ବା ତା’ପରେ ଉଭୟ ବାପା, ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା ଦୀକ୍ଷା,…

ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା

ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା ଭୁବନେଶ୍ୱର(ଏନ୍‌.ଏମ୍‌.): ଡବଲ ଡୋଜ୍ ଟିକା ନେଇନଥିଲେ ଜୁଲାଇ ୧ରୁ ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ଅନୁମତି ମିଳିବ ନାହିଁ । ଆଉ ସେମାନଙ୍କର ଅଫିସରେ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ । ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ,…

ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ

ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ କଟକ(ଏନ୍‌.ଏମ୍‌.): ପ୍ରତିବର୍ଷ ବର୍ଷା ଋତୁରେ କଟକ ଜଳବନ୍ଦୀ ହୋଇପଡ଼ୁଥିବାବେଳେ ଚଳିତ ବର୍ଷ ଏହି ସମସ୍ୟାକୁ ଏଡାଇବା ପାଇଁ ସାଂସଦ ସୁବାସ ସିଂହ ଗୁରୁତ୍ୱ ଦେଇଛନ୍ତି । ବର୍ଷା ପୂର୍ବରୁ ସହରର ସମସ୍ତ ନାଳନର୍ଦ୍ଦମା ସଫେଇ କରିବା ପାଇଁ ସାଂସଦ ସିଏମସି କମିଶନରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ…

ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ

ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.) : ରାଜ୍ୟର କୋଭିଡ ସ୍ଥିତି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହୋଇଥିଲେ । ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮,୫୦୦କୋଟି ଟଙ୍କା ବିନିଯୋଗ ହେବା ବିଷୟରେ ପ୍ରକାଶ କରିବା…

ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ

ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କଟକ(ଏନ୍‌.ଏମ୍‌): ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିଏମସି ୨୦ନମ୍ବର ୱାର୍ଡ଼ସ୍ଥିତ ଲଣ୍ଡାଦେଉଳ ପ୍ରାଙ୍ଗଣରେ ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଞ୍ଚଳର ପ୍ରାୟ ୩ଶହ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରିଥିଲେ । ଅଞ୍ଚଳର ସାହେବଜାଦା ବଜାର, ଭାଷାକୋଷ…

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଟିକାଦାନ ପ୍ରମୁଖ ଭୂମିକା ନେଇଛି । ଫଳରେ ଟିକା ନେବା ପାଇଁ ଲୋକଙ୍କ ଚାହିଦା ବୃଦ୍ଧି ପାଇଥିବାବେଳେ ଆବଶ୍ୟକୀୟ ଅନୁପାତରେ ଟିକା ଉପଲବ୍ଧ ହୋଇ ପାରୁନାହିଁ । ତେଣୁ ସରକାର ସମସ୍ତ ଜନସାଧାରଣଙ୍କୁ ଟିକା ଦାନ କରାଇବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଅନ୍ୟପକ୍ଷରେ…

ନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ସମ୍ପ୍ରତି କରୋନା ଦ୍ୱିତୀୟ ଲହର ଯୋଗୁଁ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଥିବାବେଳେ ସେମାନଙ୍କୁ ଭୁଆଁ ବୁଲାଇ ବେଶ ଅର୍ଥ ରୋଜଗାର କରିବା ଉଦ୍ଦେଶ୍ୟରେ ଅସାଧୁ ଔଷଧ ବ୍ୟବସାୟୀମାନେ ପ୍ରାଣଘାତି ନକଲି ଔଷଧ ବିକ୍ରି କରିବା ଦୁର୍ଭାଗ୍ୟ ଜନକ । ତେବେ ରାଜ୍ୟରେ ନକଲି ଔଷଧ କାରବାର ବଢ଼ିଥିବା ଦେଖିବାକୁ ମିଳିଛି । ପ୍ରଥମେ କଟକରୁ…

ଏସସିବିରେ ଇସିଏମ୍‌ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରେ ଇସିଏମ୍‌ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର

ଏସସିବିରେ ଇସିଏମ୍‌ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର କଟକ (ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସ୍‌.ସି.ବି)ରେ ଇସିଏମଓ ସ୍ଥାପନ କରିବା ସହ ରାଜ୍ୟରେ ଥିବା ଇସିଏମଓଗୁଡ଼ିକର ଅପରେଟର ବ୍ୟବସ୍ଥା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବଡମେଡିକାଲକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗୁରୁତର କରୋନା ସଂକ୍ରମିତ ରୋଗୀ ଅସୁଥିବା ବେଳେ ପୂର୍ବ ଭାରତର ରୋଗୀ ମଧ୍ୟ ଏଠାକୁ ଆସିଥାନ୍ତି । କରୋନାର ଦ୍ୱିତୀୟ…

କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ

କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ କଟକ(ଏନ୍‌ଏମ୍‌): ବାରବାଟୀ-କଟକ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କଟକ ମହାନଗର ନିଗମ ୧ନମ୍ବର ୱାର୍ଡର ବିଡାନାସୀ ଅଞ୍ଚଳର ନୂଆସାହି, ମୁଣ୍ଡା ସାହି, ବିଡାନାସୀ ଠାରେ କୋଭିଡ ସଂକ୍ରମିତ ପରିବାର, ହୋମ ଆଇସୋଲେନରେ ରହିଥିବା ପରିବାର ଏବଂ ଦୁର୍ଦ୍ଦିନରେ ରହିଥିବା ଜନସାଧାରଣଙ୍କୁ ବିଧାୟକ ଇଂ ମହମ୍ମଦ ମୋକିମ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଉପରୋକ୍ତ…