ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି : ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର
ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର #choudwar-cuttack #ଚୌଦ୍ୱାର (ଏନ୍.ଏମ୍.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ନେତୃତ୍ୱଶୂନ୍ୟ ହୋଇପଡ଼ିଥିଲା। ମାତ୍ର ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏହି ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବା ପରେ ଏବେ ଦଳରୁ ହାରାସ ହୋଇଥିବା…

