ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା

ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା କଟକ (ଏନ୍‌.ଏମ୍‌.) : କଟକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଅବକାରୀ ସିପାହୀ ସଂଘ (କଟକ, କେନ୍ଦ୍ରାପଡ଼ା ଓ ଯାଜପୁର)ର ଦ୍ୱିବାର୍ଷିକ ସାଧାରଣ ସଭା ଓ କାର୍ଯ୍ୟନିର୍ବାହୀ ପରିଷଦର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥରେ କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଅବକାରୀ ବିଭାଗର ସିପହୀମାନେ ଯୋଗ ଦେଇଥିଲେ। ସଭାପତି ଭାବେ କଟକର ଆଶିଷ କୁମାର…

ଜଳାଶୟ ପୁନରୁଦ୍ଧାର: ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯କୋଟି
ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଳାଶୟ ପୁନରୁଦ୍ଧାର: ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯କୋଟି

ଜଳାଶୟ ପୁନରୁଦ୍ଧାର: ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯କୋଟି ଭୁବନେଶ୍ୱର/ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ ୩ବର୍ଷରେ ଓଡ଼ିଶାକୁ ୧୮୨୯ କୋଟି ୫୬ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଦେଇଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ୨୦୧୫-୧୬ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ…