ବାବା ଧବଳେଶ୍ୱରଙ୍କ ପୀଠରେ ଦର୍ଶନ ବିଭ୍ରାଟ : ପୂଜକ ଓ ପ୍ରଶାସନର ଅଛିଣ୍ଡା କଳିରେ ଧନ୍ଦି ହୋଇଗଲେ ଶ୍ରଦ୍ଧାଳୁ
ବାବା ଧବଳେଶ୍ୱରଙ୍କ ପୀଠରେ ଦର୍ଶନ ବିଭ୍ରାଟ ପୂଜକ ଓ ପ୍ରଶାସନର ଅଛିଣ୍ଡା କଳିରେ ଧନ୍ଦି ହୋଇଗଲେ ଶ୍ରଦ୍ଧାଳୁ [caption id="attachment_11585" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): କଟକ ଜିଲ୍ଲାର ଏକମାତ୍ର ପ୍ରଖ୍ୟାତ ଶୈବ ପୀଠ ଆଠଗଡ଼ ଅଞ୍ଚଳର ବାବା ଧବଳେଶ୍ୱର । ମହାନଦୀ ପଠାରେ ଅବସ୍ଥିତ ଏହି ଶୈବ ପୀଠକୁ କାର୍ତ୍ତିକମାସରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର ଚଳିତ ବର୍ଷ…





