ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ ଆଗାମୀ ଦିନରେ ପୁଲିସ ଅଧିକ ଶକ୍ତିଶାଳୀ ହେବ-ଡିଜିପି [caption id="attachment_11971" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଓଡିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅରୁଣ କୁମାର ଷଡଙ୍ଗୀ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ପୂର୍ବତନ ଡି.ଜି.ପି ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ…

ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା

ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା [caption id="attachment_11968" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟସରକାର ସବୁବେଳେ ଦୁର୍ନୀତି ହଟାଇବା ସହ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଫାଇପ-ଟି ଭଳି ଯୋଜନା କରିଛନ୍ତି । ଏଥି ସହିତ ଅଧିକାରୀମାନେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ…

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା [caption id="attachment_11962" align="alignnone" width="300"] News by Kanhu Charan Panda (Cuttack)[/caption] #କଟକ(ଏନ୍‌.ଏମ୍‌.): ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ସର୍ବ ଭାରତୀୟ ଡିଲର୍ସ ଫେଡେରେସନ ପକ୍ଷରୁ ଜାନୁଆରୀ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ବନ୍ଦ ରହିବ । ସମଗ୍ର…

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୧ଗିରଫ: ୨ଟି ଦେଶୀବନ୍ଧୁକ ସହ ଗନ ପାଉଡର, ଲିଡ ଓ କ୍ୟାଟ୍ରିଜ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୧ଗିରଫ: ୨ଟି ଦେଶୀବନ୍ଧୁକ ସହ ଗନ ପାଉଡର, ଲିଡ ଓ କ୍ୟାଟ୍ରିଜ ଜବତ

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୧ଗିରଫ: ୨ଟି ଦେଶୀବନ୍ଧୁକ ସହ ଗନ ପାଉଡର, ଲିଡ ଓ କ୍ୟାଟ୍ରିଜ ଜବତ [caption id="attachment_11959" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ବେଆଇନ ଭାବେ ବନ୍ଧୁକ ରଖିଥିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଆଜି ଜଣେ ଅସାମାଜିକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲଣ କରିଛି । ସୂଚନା ଅନୁଯାୟୀ ଗତ ୨୮ତାରିଖରେ କରଞ୍ଜି ପଞ୍ଚାୟତ ଅଧିନସ୍ଥ ଗୋଡ଼ଧୁଆ…

ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ

ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ [caption id="attachment_11956" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଜାତୀୟ ଉପସଭାପତି ତଥା ରାଜ୍ୟ ସମ୍ପାଦକ ଭାଗ୍ୟଧର ବ୍ରହ୍ମା, ଉପଦେଷ୍ଟା ରଞ୍ଜନ କୁମାର…

ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର [caption id="attachment_11953" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଚୌଦ୍ୱାର ଶଙ୍କରପୁର ପଞ୍ଚାୟତରେ ବହୁମୁଖି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା, ଇମ୍ଫାର ସିନିୟର୍ ମ୍ୟାନେଜର ସାରଦା ପ୍ରସାଦ ରାଓ, ମାନସ…

ଦୁର୍ନୀତିରେ ବୁଡ଼ି ରହିଛି ସିଏମସି: ସମସ୍ତ ସରକାରୀ ସୁବିଧା ସତ୍ତ୍ୱେ ରାସନକାର୍ଡ଼ ହାତେଇଛନ୍ତି ଡେପୁଟି ମେୟର ଦମୟନ୍ତୀ ମାଝୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଦୁର୍ନୀତିରେ ବୁଡ଼ି ରହିଛି ସିଏମସି: ସମସ୍ତ ସରକାରୀ ସୁବିଧା ସତ୍ତ୍ୱେ ରାସନକାର୍ଡ଼ ହାତେଇଛନ୍ତି ଡେପୁଟି ମେୟର ଦମୟନ୍ତୀ ମାଝୀ

ଦୁର୍ନୀତିରେ ବୁଡ଼ି ରହିଛି ସିଏମସି: ସମସ୍ତ ସରକାରୀ ସୁବିଧା ସତ୍ତ୍ୱେ ରାସନକାର୍ଡ଼ ହାତେଇଛନ୍ତି ଡେପୁଟି ମେୟର ଦମୟନ୍ତୀ ମାଝୀ ୮ବର୍ଷ ତଳର କଳଙ୍କିତ ଘଟଣାର ପୁନରାବୃତ୍ତି [caption id="attachment_11950" align="alignnone" width="300"] News by Kanhu Charan Panda (Cuttack)[/caption] #କଟକ(ଏନ୍‌.ଏମ୍‌.): ଦୁର୍ନୀତିରେ ଘାଣ୍ଟି ହେଉଛି କଟକ ମହାନଗର ନିଗମ । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ ଆଦୌ ହେଉନାହିଁ । ଗୋଟିଏ ପରେ ଗୋଟିଏ…

ଚୌଦ୍ୱାର କଲେଜରେ ସମନ୍ୱିତ ଯୁବ ବିକାଶ ଓ ନୂଆ-ଓ କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାର କଲେଜରେ ସମନ୍ୱିତ ଯୁବ ବିକାଶ ଓ ନୂଆ-ଓ କାର୍ଯ୍ୟକ୍ରମ

ଚୌଦ୍ୱାର କଲେଜରେ ସମନ୍ୱିତ ଯୁବ ବିକାଶ ଓ ନୂଆ-ଓ କାର୍ଯ୍ୟକ୍ରମ [caption id="attachment_11947" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର କଲେଜରେ ଆଜି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ସହିତ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ସୁପ୍ରିୟା ନାୟକ ଏବଂ ମୁଖ୍ୟବକ୍ତା ଭାବେ…

୬ମାସ ପର୍ଯ୍ୟନ୍ତ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

୬ମାସ ପର୍ଯ୍ୟନ୍ତ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

୬ମାସ ପର୍ଯ୍ୟନ୍ତ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ [caption id="attachment_11944" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳକୁ ସରକାର ୬ ମାସ ବଢ଼ାଇ ଦେଇଛନ୍ତି । ଫଳରେ ୨୦୨୪ ଜୁନ୍ ୩୦ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ । ସୂଚନାଯୋଗ୍ୟ, ଆସନ୍ତା…

ହାଇଟେକ୍ ହସ୍ପିଟାଲରେ ଏସି ଗ୍ୟାସ ଫିଲିଂ ବେଳେ ବିସ୍ଫୋରଣ !
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ହାଇଟେକ୍ ହସ୍ପିଟାଲରେ ଏସି ଗ୍ୟାସ ଫିଲିଂ ବେଳେ ବିସ୍ଫୋରଣ !

ହାଇଟେକ୍ ହସ୍ପିଟାଲରେ ଏସି ଗ୍ୟାସ ଫିଲିଂ ବେଳେ ବିସ୍ଫୋରଣ ! [caption id="attachment_11941" align="alignnone" width="300"] News by Smruti Ranjan Tripathy (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ୩ରୁ ୪ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ହସ୍ପିଟାଲ ତୃତୀୟ ମହଲାରେ ଏସି ଗ୍ୟାସ୍ ଫିଲିଂ ବେଳେ ବିସ୍ଫୋରଣ ହୋଇଥିବା ବିଷୟରେ ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା…

ଚୌଦ୍ୱାରରେ ଫୋଟୋଗ୍ରାଫର୍‌ମାନଙ୍କ କର୍ମଶାଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚୌଦ୍ୱାରରେ ଫୋଟୋଗ୍ରାଫର୍‌ମାନଙ୍କ କର୍ମଶାଳା

ଚୌଦ୍ୱାରରେ ଫୋଟୋଗ୍ରାଫର୍‌ମାନଙ୍କ କର୍ମଶାଳା [caption id="attachment_11935" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଫୋଟୋଗ୍ରାଫର୍ ଆସୋସିଏସନ୍ ଆନୁକୁଲ୍ୟରେ ଫଟୋଗ୍ରାଫରମାନଙ୍କ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଚୌଦ୍ୱାର ଫଟୋଗ୍ରାଫର୍ ଆସୋସିଏସନ୍ ସଭାପତି ସତ୍ୟବ୍ରତ ଦାସଙ୍କ ପୌରହିତ୍ୟରେ ସ୍ଥାନୀୟ ଯଯାତି କେଶରୀ କ୍ଲବ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପାଳିକାର ଉପନଗରପାଳ ଶୁଭେନ୍ଦୁ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଫଟୋ…

କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ପକ୍ଷରୁ ୧୩୯ତମ “ପ୍ରତିଷ୍ଠା ଦିବସ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ପକ୍ଷରୁ ୧୩୯ତମ “ପ୍ରତିଷ୍ଠା ଦିବସ’

କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ପକ୍ଷରୁ ୧୩୯ତମ "ପ୍ରତିଷ୍ଠା ଦିବସ’ [caption id="attachment_11932" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜଗତପୁର ଗୋଲେଇଛକ ସ୍ଥିତ ଉତ୍କଳ ଦୂର୍ଗାପୂଜା ମଣ୍ଡପ ସମ୍ମିଳନୀ ଗୃହରେ ଭାରତୀୟ ଜାତୀୟ କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି…

ନବଘନ ସ୍ନାତକ କଲେଜର ନୂଆ ଓ କାର୍ଯ୍ୟକ୍ରମ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନବଘନ ସ୍ନାତକ କଲେଜର ନୂଆ ଓ କାର୍ଯ୍ୟକ୍ରମ

ନବଘନ ସ୍ନାତକ କଲେଜର ନୂଆ ଓ କାର୍ଯ୍ୟକ୍ରମ [caption id="attachment_11929" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବାସୁଦେବପୁର ପଞ୍ଚାୟତ ସମିତି ଅଧୀନରେ ଥିବା ନବଘନ ସ୍ନାତକ କଲେଜ କରଞ୍ଜାଡ଼ିଆରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି…

ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହେଲା ଗୁରୁପୂଜନ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହେଲା ଗୁରୁପୂଜନ ଉତ୍ସବ

ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହେଲା ଗୁରୁପୂଜନ ଉତ୍ସବ [caption id="attachment_11926" align="alignnone" width="300"] News by Ananda Prasad Rout (Bhadrak)[/caption] #ବାସୁଦେବପୁର(ଏନ୍‌.ଏମ୍‌.): ହଜିଯାଉଛି ଗୁରୁ ଶିଷ୍ୟଙ୍କ ମଧ୍ୟରେ ନିବିଡ ସମ୍ପର୍କ । ଆଜିକାଲି ଶିକ୍ଷାଦାନ ବ୍ରତ ନୁହେଁ ବୃତ୍ତି ପାଲଟିଯାଇଛି । ଆଗପରି ରହୁନାହିଁ ଗୁରୁ ଶିଷ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ । କଳୁଷିତ ହୋଇ ଯାଉଛି ପରିବେଶ । ବାସୁଦେବପୁର ବ୍ଲକର ବାରାପୁର ହାଇସ୍କୁଲରେ…

ବାଲିଯାତ୍ରା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କଂଗ୍ରେସର ମୋଟରସାଇକେଲ ଶୋଭାଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାଲିଯାତ୍ରା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କଂଗ୍ରେସର ମୋଟରସାଇକେଲ ଶୋଭାଯାତ୍ରା

ବାଲିଯାତ୍ରା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କଂଗ୍ରେସର ମୋଟରସାଇକେଲ ଶୋଭାଯାତ୍ରା [caption id="attachment_11920" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ସିଏମସି ପକ୍ଷରୁ ବାଲିଯାତ୍ରାରେ ହୋଇଥିବା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । ରାଜକୋଷରୁ ଅର୍ଥ କିଭଳି ଆତ୍ମସାତ ହେଉଛି ତାହାର ଉନ୍ମୋଚନ କରିବା ପାଇଁ କଟକ କଂଗ୍ରେସ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏ ନେଇ ପ୍ରଶାସନିକ…

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀରେ ୭ମ ବ୍ୟାଚ ଡିଏସପି ଏବଂ ୧୧ତମ ବ୍ୟାଚ ସବଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀରେ ୭ମ ବ୍ୟାଚ ଡିଏସପି ଏବଂ ୧୧ତମ ବ୍ୟାଚ ସବଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀରେ ୭ମ ବ୍ୟାଚ ଡିଏସପି ଏବଂ ୧୧ତମ ବ୍ୟାଚ ସବଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ [caption id="attachment_11916" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଠାରେ ୭ମ ବ୍ୟାଚ ଡିଏସପି (ପ୍ରୋବେସନର) ଏବଂ ୧୧ତମ ବ୍ୟାଚ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ…

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ ନିମନ୍ତ୍ରଣ ରକ୍ଷା କରି ସେବାୟତଙ୍କୁ ଗୁଆ ଓ ଚାଉଳ ଦେଲେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ପୁରୀ ବାସୀ ତଥା ସେବାୟତ ମାନଙ୍କ ତ୍ୟାଗ ଅତୁଳନୀୟ: ୫-ଟି ଅଧ୍ୟକ୍ଷ [caption id="attachment_11912" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ…

କଟକରେ ଚୌଦ୍ୱାର-କଟକ ପକ୍ଷରୁ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ଚୌଦ୍ୱାର-କଟକ ପକ୍ଷରୁ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ

କଟକରେ ଚୌଦ୍ୱାର-କଟକ ପକ୍ଷରୁ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ [caption id="attachment_11909" align="alignnone" width="300"] News by Umakanta Jena (Ctc)[/caption] #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଚୌଦ୍ୱାରସ୍ଥିତ ବିରୁପା ଛକ ଓ ଯୋବ୍ରା ଆନ୍ନିକଟ ଠାରେ ସ୍ଥାପିତ ପ୍ରବାଦ ପୁରୁଷ…

ବର୍ଣ୍ଣାଢ୍ୟ ପରିବେଶରେ ବାସୁଦେବପୁର ବିଜେଡିର ପ୍ରତିଷ୍ଠା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବର୍ଣ୍ଣାଢ୍ୟ ପରିବେଶରେ ବାସୁଦେବପୁର ବିଜେଡିର ପ୍ରତିଷ୍ଠା ଦିବସ

ବର୍ଣ୍ଣାଢ୍ୟ ପରିବେଶରେ ବାସୁଦେବପୁର ବିଜେଡିର ପ୍ରତିଷ୍ଠା ଦିବସ [caption id="attachment_11906" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ବହୁ ଆଡମ୍ବରରେ ଧୁମ୍‌ଧାମରେ ବାସୁଦେବପୁର ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ବାସୁଦେବପୁର ବିଜେଡି ପକ୍ଷରୁ ପୂର୍ବାହ୍ନରେ ବିଭିନ୍ନ ସ୍ଥାନରେ ଗଣ ଦୌଡ ଆୟୋଜିତ ହୋଇଥିଲା । ସମସ୍ତ ଜୋନ ସହ ପୌର ପରିଷଦ ରେ ମଧ୍ୟ ଗଣଦୌଡ ଆୟୋଜିତ ହୋଇ ଯାଇଛି…

ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ

ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ [caption id="attachment_11903" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ଜାନୁଆରୀ ୨୨ ଅଯୋଧ୍ୟା ଠାରେ ହେବ ପୁଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏଥି ପାଇଁ ଜାନୁଆରୀ ୧ ରୁ ୧୫ ପର୍ଯ୍ୟନ୍ତ ହେବ ସମଗ୍ର ଗାଁ ଗାଁ ରେ ନିମନ୍ତ୍ରଣ ଅଭିଯାନ । ଏହି ଅଭିଯାନରେ ଅକ୍ଷତ, ନିମନ୍ତ୍ରଣ ଓ ରାମ ଲାଲାଙ୍କ ଫଟୋକୁ…