ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ

ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ପଦ୍ମପୁର ଅଞ୍ଚଳରେ ବେଆଇନ୍ ଭାବେ ବିସ୍ଫୋରକ ବାଣ ପ୍ରସ୍ତୁତ କରି ବିକ୍ରି କରିବା ଅଭିଯୋଗରେ ପୁଲିସ ଚଢ଼ାଉ କରିଛି । ଏଥିସହ ଘରେ ରଖିଥିବା ଘଟଣାରେ ପୁଲିସ୍ ବାଣ ମାଲିକକୁ ଗିରଫ କରିଛି । ଗିରଫ ଜଣକ ସ୍ଥାନୀୟ ଥାନା ପଦ୍ମପୁର ଅଞ୍ଚଳର ଫକିର ଚରଣ ନାୟକ ବୋଲି ଜଣାପଡ଼ିଛି । ପୁଲିସ୍ ସୂଚନା ଅନୁଯାୟୀ, ମାନବ…

ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗତ ଅକ୍ଟୋବର ୨ରୁ ନଭେମ୍ବର୨ ତାରିଖ ଏକ ମାସ ବ୍ୟାପି ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜେଡିର କର୍ମକର୍ତ୍ତାମାନେ ସ୍ୱେଚ୍ଛାକୃତ ଶ୍ରମଦାନକରି ସମାଜସେବା କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ମହାନଗର ନିଗମ…

ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍‌ସିର ଚଢାଉ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍‌ସିର ଚଢାଉ

ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍‌ସିର ଚଢାଉ ଜଗତପୁର (ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ସହର ସାହି ବୈକୁଣ୍ଠ ବିହାର ଅଞ୍ଚଳରେ ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ନିମ୍ନମାନର ଲଡୁ କାରଖାନା ଉପରେ ଚଢାଉ କରାଯାଇଛି । ସେହିଭଳି କଟକ ବାଦାମବାଡ଼ି ଅଞ୍ଚଳରେ ମଧ୍ୟ କେଏଫସି କାଉଣ୍ଟରରେ ଚଢ଼ାଉ କରାଯାଇ ବାସୀ ପାଉଁରୁଟି ସହିତ କ୍ରିସପି ଚିକେନ ମଧ୍ୟ ଜବତ…

ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା

ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା #କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ର ଜଣେ ଡାକ୍ତରୀ ଛାତ୍ରଙ୍କୁ ପୁଲିସ ଦୁର୍ବବ୍ୟହାର କରିଥିବା ନେଇ ମେଡ଼ିକାଲ ପରିସରରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ଏଭଳି ଘଟଣାକୁ ଡାକ୍ତରୀଛାତ୍ରମାନେ ପ୍ରତିବାଦ କରି ମେଡିକାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଡାକ୍ତରୀଛାତ୍ରମାନେ ପ୍ରାୟ ଅଧଘଣ୍ଟା ଧରି ମେଡିକାଲର ରାଣୀହାଟ ପାଶ୍ୱର୍ ଫାଟକରେ ତାଲା ଝୁଲାଇ ରଖିଥିଲେ…

ଦେଶମୁଖଙ୍କ ପରେ ନଜରରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍ ପାଇଁ ଇଡିର ନୋଟିସ୍‌
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଦେଶମୁଖଙ୍କ ପରେ ନଜରରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍ ପାଇଁ ଇଡିର ନୋଟିସ୍‌

ଦେଶମୁଖଙ୍କ ପରେ ନଜରରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍ ପାଇଁ ଇଡିର ନୋଟିସ୍‌ ମୁମ୍ବାଇ (ଏଜେନ୍ସି): ଇଡି ପକ୍ଷରୁ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରାଯିବା ପରେ ଆୟକର ବିଭାଗ ପକ୍ଷରୁ ରାଜ୍ୟର ଡେପୁଟି ସିଏମ୍ ଅଜିତ ପାୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ୫ ସମ୍ପତ୍ତି ସିଜ୍ କରିବାକୁ ଆଦେଶ ଦିଆଯାଇଛି ।…