ଆଉ ନାହାନ୍ତି ସାଂସଦ ଅନୁଭବଙ୍କ ବାପା ବିଶିଷ୍ଟ ଶିକ୍ଷାବିତ୍ ଅଭୟ ମହାନ୍ତି
ଆଉ ନାହାନ୍ତି ସାଂସଦ ଅନୁଭବଙ୍କ ବାପା ବିଶିଷ୍ଟ ଶିକ୍ଷାବିତ୍ ଅଭୟ ମହାନ୍ତି #କଟକ(ଏନ୍.ଏମ୍.): କେନ୍ଦ୍ରାପଡା ସାଂସଦ ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି (୭୪)ଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।…




















