ବହୁ ପ୍ରତିକ୍ଷିତ ବାସୁଦେବ ମନ୍ତେଇ ପୋଲର ଶିଳାନ୍ୟାସ
ବହୁ ପ୍ରତିକ୍ଷିତ ବାସୁଦେବ ମନ୍ତେଇ ପୋଲର ଶିଳାନ୍ୟାସ #ବାସୁଦେବପୁର(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବହୁ ପ୍ରତିକ୍ଷିତ ମନ୍ତେଇ ନଦୀରେ ବାଲିଆପାଳ ଘାଟ ଓ ଚାରିବାଟିଆ ଘାଟ ଠାରେ ନୂତନ ସେତୁ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଇସ୍ପାତ, ଖଣି ଓ ପୂର୍ତ୍ତ…



















