ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦ୍‌ଘାଟିତ

ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦ୍‌ଘାଟିତ [caption id="attachment_10564" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଉରକେଲା ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ପୋକ୍ସୋ ଆଇନ ଓ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ମାଗଣା ରକ୍ତଦାନ ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ମାଗଣା ରକ୍ତଦାନ ଶିବିର

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ମାଗଣା ରକ୍ତଦାନ ଶିବିର [caption id="attachment_11233" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ ଉପଲକ୍ଷେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡ଼ି ଗ୍ରାମପଞ୍ଚାୟତ ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆଠଗଡ଼ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଖଡି ମହାବିଦ୍ୟାଳୟ ପରିସରରେ…

‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସଚେତନତା ପଦଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସଚେତନତା ପଦଯାତ୍ରା

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ: ‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସଚେତନତା ପଦଯାତ୍ରା ଦୃଷ୍ଟିବାଧିତଙ୍କ ସୁରକ୍ଷା ଓ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ [caption id="attachment_11228" align="alignnone" width="300"] News By I&PR (Odisha)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଆନ୍ତର୍ଜାତିକସ୍ତରରେ ଦୃଷ୍ଟିବାଧିତମାନଙ୍କ ନିମନ୍ତେ ସମର୍ପିତ ‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସକାଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…

ରାଜ୍ୟରେ ଲାଗିଛି ହାତୀ ମଣିଷଙ୍କ ଲଢ଼େଇ: କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ଚାଲିଯାଉଛି ଆରପାରିକୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜ୍ୟରେ ଲାଗିଛି ହାତୀ ମଣିଷଙ୍କ ଲଢ଼େଇ: କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ଚାଲିଯାଉଛି ଆରପାରିକୁ

ରାଜ୍ୟରେ ଲାଗିଛି ହାତୀ ମଣିଷଙ୍କ ଲଢ଼େଇ: କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ଚାଲିଯାଉଛି ଆରପାରିକୁ [caption id="attachment_11225" align="alignnone" width="300"] News by Special Reporter (BBSR)[/caption] #ଭୁବନେଶ୍ୱର/ଢେଙ୍କାନାଳ(ଏନ୍‌.ଏମ୍‌.): ସମ୍ପ୍ରତି ହାତୀ ମଣିଷଙ୍କ ଯୁଦ୍ଧ ବଢ଼ିବାରେ ଲାଗିଛି । କେଉଁଠି ମଣିଷର ଛଳନା ଭିତରେ ଛନ୍ଦି ହୋଇ ହାତୀର ପ୍ରାଣ ଯାଉଛି ତ ଆଉ କେଉଁଠି ହାତୀର ବଳ ଆଗରେ ମଣିଷ ଶୋଇ ଯାଉଛି ଚିର ନିଦ୍ରାରେ…

ଐତିହାସିକ ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୂପଯାତ୍ରା ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ, ବାଣ ଓ ଡିଜେକୁ ନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଐତିହାସିକ ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୂପଯାତ୍ରା ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ, ବାଣ ଓ ଡିଜେକୁ ନା

ଐତିହାସିକ ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୂପଯାତ୍ରା ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ, ବାଣ ଓ ଡିଜେକୁ ନା [caption id="attachment_11222" align="alignnone" width="300"] News by Smrutiranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଚଳିତ ବର୍ଷ କିଭଳି ଶାନ୍ତିଶୃଙ୍ଖଳାର ସହ ଐତିହାସିକ ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୁପଯାତ୍ରା ପାଳନ ହେବ ସେ ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧିଛକ ସ୍ଥିତ…

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ [caption id="attachment_11218" align="alignnone" width="300"] News by Priyabrata Sarangi (Gania)[/caption] #ନୟାଗଡ଼(ଏନ୍‌.ଏମ୍‌.): ବାରହା ଶିକାର ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ ହେବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉକ୍ତ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ପାଇଁ ଦୁବୃର୍ତ୍ତମାନେ ବିଦ୍ୟୁତ ତାର ବିଛା ଦେଉଥିବା…

ମୃତ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୃତ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ

ମୃତ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ [caption id="attachment_11215" align="alignnone" width="300"] News by Smrutiranjan Tripathy (Choudwar)[/caption] ଚୌଦ୍ୱାର(ଏନ୍‌. ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ଜଣେ ମୃତ ଡ୍ରାଇଭରଙ୍କ ପରିବାରକୁ ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୁଖ ଦୁଃଖର ସାଥୀ ହେବା ପାଇଁ ଶପଥ ନେଇଥିବା ମହାସଂଘର କର୍ମକର୍ତ୍ତାମାନେ ମୃତ ସାଥୀଙ୍କ…

କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ସହାୟତାର ହାତ ବଢ଼ାଇଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ସହାୟତାର ହାତ ବଢ଼ାଇଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି

କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ସହାୟତାର ହାତ ବଢ଼ାଇଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି [caption id="attachment_11209" align="alignnone" width="300"] News by Smrutiranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, ଟାଙ୍ଗୀ ଜରିପଡ଼ା ସ୍ଥିତ ଜଗନ୍ନାଥପୁର ଶାସନର ପଣ୍ଡିତ ଲିଙ୍ଗରାଜ ପଣ୍ଡା ଦୀର୍ଘଦିନ…

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ #ନୟାଗଡ଼(ଏନ୍‌.ଏମ୍‌.): ଯେତିକି ଡିପୋଜିଟ କରିବ ତାହାର ମୂଳ ଧନ ସହ ୫ ଗୁଣ, ୧୦ ଗୁଣ ଫେରିପାଇବ । ଏପରି ମାୟାରେ ବାୟା ହୋଇ ନୟାଗଡ଼ର ପ୍ରାୟ ୨ହଜାରରୁ ଅଧିକ ଲୋକଙ୍କଠାରୁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍ କରି ଦେଇଥିଲେ । ମାତ୍ର ତାହା ପରେ ଆପ୍…

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌ #ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁ ଭଳି ପୋଷାକ ପିନ୍ଧିବେ, କେଉଁ ପୋଷାକକୁ ବାରଣ କରାଯାଇଛି ଏନେଇ ବିସ୍ତୁତ ଭାବେ ଗାଇଡ଼ଲାଇନ୍ ଜାରି ହୋଇଛି । ଏନେଇ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଭକ୍ତଙ୍କୁ ଅବଗତ କରାଯାଇଛି । ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରି ଭକ୍ତଙ୍କୁ କ’ଣ ପିନ୍ଧିବେ ସେସମ୍ପର୍କରେ ସୂଚନା ଦିଆଯାଇଛି । ଏଥିସହ ଶ୍ରୀମନ୍ଦିରର ମୁଖ୍ୟ…

ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ

ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ [caption id="attachment_11200" align="alignnone" width="300"] News by B.Mishra (BBSR)[/caption] #ନୂଆଦିଲ୍ଲୀ/ ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶରେ ଗଠନ ହୋଇଥିବା ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ୨ଜଣ ବିଜେଡି ସାଂସଦ ସ୍ଥାନ ପାଇଛନ୍ତି । ବିଜେପିର ଲୋକସଭା ସାଂସଦ ରାଜେଶ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ…

ମାଲକାନଗିରିରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା: ଚାଲିଲା ୩୬ଟି ବସ୍‌, ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମାଲକାନଗିରିରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା: ଚାଲିଲା ୩୬ଟି ବସ୍‌, ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା: ଚାଲିଲା ୩୬ଟି ବସ୍‌ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣିଲେ ବସ୍‌ରେ ବସି ମାଲକାନଗିରିରୁ ଏମ୍‌.ଭି- ୦୩ ଗଲେ ମୁଖ୍ୟମନ୍ତ୍ରୀ [caption id="attachment_11196" align="alignnone" width="300"] News by B. Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମାଲକାନଗିରି ମୋର ଅତି ପ୍ରିୟ । ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମାଲକାନଗିରିରେ…

ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ହେନ୍ତାଳବନକୁ ଅଧିକ ଘଞ୍ଚ ଏବଂ ବ୍ୟାପକ ତାଳବୃକ୍ଷ ରୋପଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ହେନ୍ତାଳବନକୁ ଅଧିକ ଘଞ୍ଚ ଏବଂ ବ୍ୟାପକ ତାଳବୃକ୍ଷ ରୋପଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ହେନ୍ତାଳବନକୁ ଅଧିକ ଘଞ୍ଚ ଏବଂ ବ୍ୟାପକ ତାଳବୃକ୍ଷ ରୋପଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ [caption id="attachment_11192" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ନିୟମାବଳୀ, ୨୦୧୦ ଅଧୀନରେ ଗଠିତ ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି(ଏସ୍‌ଇସି)ର ତୃତୀୟ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ରାଜ୍ୟବ୍ୟାପି ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ରାଜ୍ୟବ୍ୟାପି ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ରାଜ୍ୟବ୍ୟାପି ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା, ପ୍ରତି ପଞ୍ଚାୟତ ପାଇବେ ୧୦ ଲକ୍ଷ ଟଙ୍କା [caption id="attachment_11189" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ୱକାଂକ୍ଷୀ…

ଆଠଗଡ଼ ଗଣେଶ ଭସାଣି ବେଳେ ଗଣ୍ଡଗୋଳ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ହରାଇଲେ ଆଖି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଆଠଗଡ଼ ଗଣେଶ ଭସାଣି ବେଳେ ଗଣ୍ଡଗୋଳ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ହରାଇଲେ ଆଖି

ଆଠଗଡ଼ ଗଣେଶ ଭସାଣି ବେଳେ ଗଣ୍ଡଗୋଳ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ହରାଇଲେ ଆଖି [caption id="attachment_11186" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ଝିମିଟି ଖେଳରୁ ମହାଭାରତ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଆଠଗଡ଼ ଅଞ୍ଚଳରେ । ଗଣେଶ ଭସାଣିକୁ ନେଇ ପ୍ରବଳ ଗଣ୍ଡଗୋଳ ହେବା ସହ ଏହି ଗଣ୍ଡଗୋଳରେ ଜଣେ ଯୁବକଙ୍କ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ…

ଦୀର୍ଘ ୧୫ବର୍ଷ ପରେ ପୁଣି ଆରମ୍ଭ ହେଲା ବାରବାଟୀ ଦୁର୍ଗ ଖନନ: ମିଳିଲା ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀର ପଥର ମୂର୍ତ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦୀର୍ଘ ୧୫ବର୍ଷ ପରେ ପୁଣି ଆରମ୍ଭ ହେଲା ବାରବାଟୀ ଦୁର୍ଗ ଖନନ: ମିଳିଲା ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀର ପଥର ମୂର୍ତ୍ତି

ଦୀର୍ଘ ୧୫ବର୍ଷ ପରେ ପୁଣି ଆରମ୍ଭ ହେଲା ବାରବାଟୀ ଦୁର୍ଗ ଖନନ: ମିଳିଲା ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀର ପଥର ମୂର୍ତ୍ତି [caption id="attachment_11183" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଦୀର୍ଘ ୧୫ ବର୍ଷ ପରେ ପୁଣି ଐତିହାସିକ ବାରବାଟୀ ଦୁର୍ଗରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଏହି ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା…

ପତ୍ନୀକୁ ମାରି ଗାଁ ପଡ଼ିଆରେ ଫୋପାଡି ଦେଲା ପତି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପତ୍ନୀକୁ ମାରି ଗାଁ ପଡ଼ିଆରେ ଫୋପାଡି ଦେଲା ପତି

ପତ୍ନୀକୁ ମାରି ଗାଁ ପଡ଼ିଆରେ ଫୋପାଡି ଦେଲା ପତି [caption id="attachment_11178" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହେବା ପରେ ବିଭିନ୍ନ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ପତ୍ନୀକୁ ହତ୍ୟା କରି ପତି ମୃତ ଦେହକୁ ପଡ଼ିଆ ପକାଇ…

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ପୋଷାକରେ ଶାଳୀନତାରେ କଟକଣା: ନୂଆବର୍ଷରୁ ଲାଗୁ ହେବ ନିୟମ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ପୋଷାକରେ ଶାଳୀନତାରେ କଟକଣା: ନୂଆବର୍ଷରୁ ଲାଗୁ ହେବ ନିୟମ

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ପୋଷାକରେ ଶାଳୀନତାରେ କଟକଣା: ନୂଆବର୍ଷରୁ ଲାଗୁ ହେବ ନିୟମ ଅକ୍ଟୋବର ୧୦ରୁ ଭକ୍ତମାନଙ୍କୁ ସଚେତନତା କରିବ ଶ୍ରୀମନ୍ଦିର ପ୍ରଶାସନ #ପୁରୀ(ଏନ୍‌.ଏମ୍‌.): ବିଶ୍ୱପ୍ରସିଦ୍ଧ ଜଗତ ନାଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏବେ ଶ୍ରଦ୍ଧାଳୁମାନଙ୍କ ପାଇଁ ପୋଷାକରେ କଟକଣା ଜାରି କରାଯାଇଛି । ଆସନ୍ତା ନୂଆବର୍ଷ (ଜାନୁଆରୀ ୧ତାରିଖ) ଠାରୁ ଏହି କଟକଣା ଲାଗୁ କରାଯିବ । ଶ୍ରଦ୍ଧାଳୁଙ୍କ ପୋଷାକରେ ଶାଳୀନତା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ…

ଅକ୍ଟୋବର ୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅକ୍ଟୋବର ୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ

ଅକ୍ଟୋବର ୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ [caption id="attachment_11171" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ୧୦ ତାରିଖରେ ଦିଆଯାଇଥିବା ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ସ୍ଥଗିତ ରହିଛି । ବସ୍ ଧର୍ମଘଟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ।…

ଆଠଗଡ଼ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆଠଗଡ଼ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ଼ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ [caption id="attachment_11168" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼ (ଏନ୍‌.ଏମ୍‌.) : ଆଠଗଡ଼ ମହୋତ୍ସବକୁ ମହା ଆଡମ୍ବରରେ ପାଳନ ପାଇଁ ଆଜି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆଠଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଅଧ୍ୟକ୍ଷତା କରିଥିଲେ । ବୈଠକର ପ୍ରାରମ୍ଭରେ ପୂର୍ବତନ…