ସିଏମସି ୩ ନମ୍ବର ୱାର୍ଡ଼ରେ କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୩ ନମ୍ବର ୱାର୍ଡ଼ରେ କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ସିଏମସି ୩ ନମ୍ବର ୱାର୍ଡ଼ରେ କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୩ନମ୍ବର ୱାର୍ଡ କଂଗ୍ରେସ ପକ୍ଷରୁ ସ୍ଥାନୀୟ ସିଡିଏ-୧୧ ଠାରେ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ପୂର୍ବତନ ସଭାପତି ଗିରିବାଳା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ୱାର୍ଡ ଅଞ୍ଚଳରେ କିପରି ସଂଗଠନକୁ ଆହୁରି ସୁଦୃଢ କରାଯିବ ଏବଂ…

ରାଜେନ୍ଦ୍ର ପ୍ରସାଦ ସିଂହଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧବାର୍ଷିକୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜେନ୍ଦ୍ର ପ୍ରସାଦ ସିଂହଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧବାର୍ଷିକୀ

ରାଜେନ୍ଦ୍ର ପ୍ରସାଦ ସିଂହଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧବାର୍ଷିକୀ #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସମାଜବାଦୀ ନେତା ପ୍ରାକ୍ତନ ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ପ୍ରସାଦ ସିଂହଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ସିଡିଏସ୍ଥିତ ଉଣ୍ଡିସର ପାଲେସ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ସିଂହ ଯୋଗଦେଇ ରାଜେନ୍ଦ୍ର ପ୍ରସାଦ ବହୁବିଧ ପ୍ରତିଭାର ଅଧିକାରୀ ବୋଲି ମତ ପ୍ରକାଶ କରିଥିଲେ । ସେ ଜଣେ ଗୀତିକାର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରାବନ୍ଧିକ,…

ଏନଆରଆରଆଇ ଠିକା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଏନଆରଆରଆଇ ଠିକା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

ଏନଆରଆରଆଇ ଠିକା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଏନଆରଆରଆଇ କଣ୍ଟ୍ରାକ୍ଟ ଲେବର ୟୁନିୟନର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ପୂର୍ବତନ ରାଜ୍ୟ ସଭାପତି ଇଂ ଶ୍ରୀକାନ୍ତ କୁମାର ବ୍ରହ୍ମା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ…

ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠାକୁ ନେଇ ସମଗ୍ର ଚୌଦ୍ୱାର ଅଞ୍ଚଳ ହୋଇପଡ଼ିଲାଣି ଉତ୍ସବ ମୁଖର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠାକୁ ନେଇ ସମଗ୍ର ଚୌଦ୍ୱାର ଅଞ୍ଚଳ ହୋଇପଡ଼ିଲାଣି ଉତ୍ସବ ମୁଖର

ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠାକୁ ନେଇ ସମଗ୍ର ଚୌଦ୍ୱାର ଅଞ୍ଚଳ ହୋଇପଡ଼ିଲାଣି ଉତ୍ସବ ମୁଖର #ଚୌଦ୍ୱାର(ଏନ୍‌.ଏମ୍‌.): ଜାନୁଆରି ୨୨ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ସମଗ୍ର ଚୌଦ୍ୱାର ତଥା ଏହାର ଆଖପାଖ ଅଞ୍ଚଳ ତଥା ବିଭିନ୍ନ ପଞ୍ଚାୟତ ମାନ ଉତ୍ସବ ମୁଖର ହୋଇପଡିଛି । ଏହି ଅବସରରେ ଚୌଦ୍ୱାରର ଓଟିଏମ୍ ହନୁମାନ ମନ୍ଦିର, କଳିଙ୍ଗଛକସ୍ଥିତ ରାମ ମନ୍ଦିର, ନଖରା ଗ୍ରାମ ପଞ୍ଚାୟତ ଚାଞ୍ଚୋସ୍ଥିତ ହନୁମାନ ମନ୍ଦିର,…

ମଙ୍ଗୁଳି ଛକରେ କାର ଦୁର୍ଘଟଣା: ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମଙ୍ଗୁଳି ଛକରେ କାର ଦୁର୍ଘଟଣା: ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ମଙ୍ଗୁଳି ଛକରେ କାର ଦୁର୍ଘଟଣା: ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଆଜି ଭୋରୁ ଭୋରୁ ଏକ ସଡକ ଦୁର୍ଘଟଣା ଘଟିବା ଫଳରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ଶ୍ରୀ ବସନ୍ତ ଏକ ଫିଲ୍ମ କାମ ସାରି ବାରିପଦାରୁ ନିଜ କାର ଯୋଗେ ଭୁବନେଶ୍ୱର…

ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ୧୧୩ତମ ଜୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ୧୧୩ତମ ଜୟନ୍ତୀ

ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ୧୧୩ତମ ଜୟନ୍ତୀ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଓଟିଏମ କଲୋନୀସ୍ଥିତ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ଆଶ୍ରମରେ ବାବାଙ୍କ ୧୧୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବାବାଙ୍କ ପ୍ରାର୍ଥନା ମନ୍ଦିରରେ ଶ୍ରଦ୍ଧାଳୁମାନେ ୧୧୩ଟି ପ୍ରଦୀପକୁ ଓଁକାର ସ୍ଥିତିରେ ରଖି ପ୍ରଜ୍ୱଳନ କରିବା ସହ ବାବାଙ୍କ ଆଶିଷ କାମନା କରିଥିଲେ । ଶ୍ରଦ୍ଧାଳୁମାନେ ବାବାଙ୍କ ରଚିତ ସଂଗୀତ ଗାନ କରିବା ସହ ସଂକୀର୍ତ୍ତନ କରି ବାବାଙ୍କ…

ବିଧାୟକ ମୋକିମଙ୍କ ଜନସମ୍ପର୍କ ଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଧାୟକ ମୋକିମଙ୍କ ଜନସମ୍ପର୍କ ଯାତ୍ରା

ବିଧାୟକ ମୋକିମଙ୍କ ଜନସମ୍ପର୍କ ଯାତ୍ରା #କଟକ(ଏନ୍‌.ଏମ୍‌.): କଟକ ସହରରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଜନସମ୍ପର୍କ ଯାତ୍ରା ମାଧ୍ୟମରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ଚଳାଇଛନ୍ତି । ବିଶେଷ କରି ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଏହାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ଏହା ଦ୍ୱାରା ନିର୍ବାଚନ ମଣ୍ଡଳୀରେ ସେ ଅଧିକରୁ ଅଧିକ ଲୋକପ୍ରିୟତା…

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ #କଟକ(ଏନ୍‌.ଏମ୍‌.): ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । କଟକର ସିଡିଏ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ଅନାଦି ସାହୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ୨ରୁ୩ ବର୍ଷ ହେବ ସେ ଶଯ୍ୟାଶାୟୀ ଥିଲେ ।…

ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ

ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବିଦ୍ୟାଧରପୁର ସ୍ଥିତ ଆଇସିଏଆର ପୂର୍ବାଞ୍ଚଳ ପେନସନର୍ସ ଆସୋସିଏସନର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆଇସିଏଆର ପୂର୍ବାଞ୍ଚଳର ୧୫୦ରୁ ଉର୍ଦ୍ଧ୍ୱ ପେନସନର୍ସ ଯୋଗ ଦେଇଥିଲେ । ସଭାପତି ଡ. ଶରତ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେବା ସହ ଆସୋସିଏସନ ଗଠନର ଲକ୍ଷ୍ୟ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରିଥିଲେ । ସର୍ବଭାରତୀୟ କେନ୍ଦ୍ରୀୟ ପେନସନର ଆସୋସିଏସନ,…

ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟଧାରାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟଧାରାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା

ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟଧାରାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ଡ୍ୟାମ୍ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଭୂମିକାକୁ ବିଶ୍ୱ ବ୍ୟାଙ୍କ ସମେତ ବିଭିନ୍ନ ସଂଗଠନର ପ୍ରଶଂସା #ଭୁବନେଶ୍ୱର (ଏନ୍‌.ଏମ୍‌.): ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ (ଡିଆରଆଇପି)ର କାର୍ଯ୍ୟଧାରାର ସମୀକ୍ଷା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ଜାନୁଆରୀ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଭୁବନେଶ୍ୱରରେ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ମିଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ,…

ସିଏମସି ୪୮ ନମ୍ବର ୱାର୍ଡରେ ମାସେ ନପୁରୁଣୁ ଡ୍ରେନ ଉପରୁ ଭାଙ୍ଗିଲା ସ୍ଲାବ : ନିମ୍ନମାନର କାମ ଯୋଗୁ ବଢୁଛି ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସିଏମସି ୪୮ ନମ୍ବର ୱାର୍ଡରେ ମାସେ ନପୁରୁଣୁ ଡ୍ରେନ ଉପରୁ ଭାଙ୍ଗିଲା ସ୍ଲାବ : ନିମ୍ନମାନର କାମ ଯୋଗୁ ବଢୁଛି ଅସନ୍ତୋଷ

ସିଏମସି ୪୮ ନମ୍ବର ୱାର୍ଡରେ ମାସେ ନପୁରୁଣୁ ଡ୍ରେନ ଉପରୁ ଭାଙ୍ଗିଲା ସ୍ଲାବ ନିମ୍ନମାନର କାମ ଯୋଗୁ ବଢୁଛି ଅସନ୍ତୋଷ #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମର ଦୁର୍ନୀତି ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏପରିକି ବିଭିନ୍ନ ପ୍ରକଳ୍ପରେ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ନିମ୍ନମାନର କାର୍ଯ୍ୟକରି ସରକାରୀ ଅର୍ଥକୁ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ପଣ୍ଡା ସାହି ଗ୍ରାମ ଦୋଳମଣ୍ଡପ…

ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ #କଟକ (ଏନ୍‌.ଏମ୍‌.): ସ୍ଥାନୀୟ ମିଶନରୋଡ଼ ସ୍ଥିତ ନ୍ୟୁ ଷ୍ଟୁଆର୍ଟ ସ୍କୁଲର ୩୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସ୍କୁଲର ଅଧକ୍ଷ ରେଭେରାଣ୍ଡ ଡିକନ ମୋଜେସ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ରଘୁରାମ ଆୟର ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି…

ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର

ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର #ଜଗତପୁର(ଏନ୍‌.ଏମ୍‌.): ଏବେ ଜନବସତି ମୁହାଁ ହୋଇଛନ୍ତି ଜଙ୍ଗଲି ଜନ୍ତୁ । ଜଙ୍ଗଲରେ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପାନୀୟ ଅଭାବ ଯୋଗୁଁ ଏହି ଜଙ୍ଗଲ ଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି । କିଛିଦିନ ତଳେ ଜଙ୍ଗଲି ହାତୀ କଟକ ଜିଲ୍ଲା ଜଗତପୁର ଶିଳ୍ପାଞ୍ଚଳରେ ଉତ୍ପାତ ସୃଷ୍ଟି କରିଥିବାବେଳେ ଏବେ ଜଙ୍ଗଲି ବାରହା ବୁଲୁଥିବା ଦେଖିବାକୁ ମିଳିଛି…

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
Slider କୃଷି କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରାସ୍ତା ଚଉଡ଼ା କରିବା ଦାବିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରତିବାଦ: ବାଇକ ଆରୋହୀକୁ ପିଟି ଦେବାରୁ ଅଟକାଇଲେ ମୋ ବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାସ୍ତା ଚଉଡ଼ା କରିବା ଦାବିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରତିବାଦ: ବାଇକ ଆରୋହୀକୁ ପିଟି ଦେବାରୁ ଅଟକାଇଲେ ମୋ ବସ

ରାସ୍ତା ଚଉଡ଼ା କରିବା ଦାବିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରତିବାଦ: ବାଇକ ଆରୋହୀକୁ ପିଟି ଦେବାରୁ ଅଟକାଇଲେ ମୋ ବସ #ଜଗତପୁର(ଏନ୍‌.ଏମ୍‌.): ମହାନଦୀ ଜଗତପୁର ବ୍ୟାରେଜ ଛକ ଠାରୁ ବିରୂପା ବ୍ୟାରେଜ ଛକ ପର୍ଯ୍ୟନ୍ତ ଆଇ.ବି. ରୋଡକୁ ଚଉଡା କରିବା ପାଇଁ ବାରମ୍ବାର ଦାବି କରାଯାଉଥିବାବେଳେ କୌଣସି ସୁଫଳ ନମିଳିବାରୁ ଆଜି ଯୁବଗୋଷ୍ଠୀଙ୍କ ପକ୍ଷରୁ ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । ଦିନକୁ ଦିନ ଜଗତପୁର ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି…

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆରମ୍ଭ

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆରମ୍ଭ ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ଚାଲିବ ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ବସ୍‌ସେବା ଆରମ୍ଭ ହେଲା ମା’ମାନଙ୍କ ପାଇଁ ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ- ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି । ଏହି ବସ୍ଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ…

ସ୍କୁଲକୁ ଯିବାବେଳେ ଜଗିଥିଲା ଯମ: ଅଜଣା ଗାଡ଼ିଧକ୍କାରେ ଚାଲିଗଲା ବଡ଼ ଭାଇର ଜୀବନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସ୍କୁଲକୁ ଯିବାବେଳେ ଜଗିଥିଲା ଯମ: ଅଜଣା ଗାଡ଼ିଧକ୍କାରେ ଚାଲିଗଲା ବଡ଼ ଭାଇର ଜୀବନ

ସ୍କୁଲକୁ ଯିବାବେଳେ ଜଗିଥିଲା ଯମ: ଅଜଣା ଗାଡ଼ିଧକ୍କାରେ ଚାଲିଗଲା ବଡ଼ ଭାଇର ଜୀବନ #କଟକ(ଏନ୍‌.ଏମ୍‌.): ବିଭାଗୀୟ ଅଧିକାରୀଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ସହରରେ ବଢ଼ୁଛି ଦୁର୍ଘଟଣା । ଗୋଟିଏ ପଟେ କଟକ ସହରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାବେଳେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଧ୍ୟାନ ଦେଉ ନାହାନ୍ତି; ଫଳରେ ସହରରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ କ୍ଷୟକ୍ଷତି ହେଉଥିବାର ନଜୀର ରହିଛି…

ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍‌
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍‌

ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍‌ #କଟକ (ଏନ୍‌.ଏମ୍‌.): କଟକ ସହରରେ ଲୁଟ୍ ପାଇଁ ୭ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଯୋଜନା କରୁଥିବାବେଳେ କମିଶନରେଟ ପୁଲିସ ସେମାନଙ୍କୁ ମାଡ଼ିବସିଛି । କୌଣସି ସୂତ୍ରରୁ ଖବର ପାଇ ଏହି ଅପରାଧୀମାନଙ୍କୁ ପୁଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ନାମରେ ଏକାଧିକ ମାମଲା ରହିଛି । ପୁଲିସ୍ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ସହିତ ଦୁଇ ଥର ଗାଡ଼ି…

ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା

ଚୌଦ୍ୱାର ଶାସକ ଦଳରେ ବଢ଼ୁଛି ଅସନ୍ତୋଷ: ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବିଷ୍ଣୁଚରଣ ପରିଡା [caption id="attachment_12167" align="alignnone" width="300"] News by Smruti Ranjan Parida (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଶାସକ ଦଳରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ବିଶେଷ କରି ଚୌଦ୍ୱାର ପୌରାଞ୍ଚଳରେ ବିଜେଡି ଲୋକ ପ୍ରତିନିଧିଙ୍କ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି…

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ?
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ?

ଜଗତପୁର କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତା ମରାମତି କେବେ? ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ କଦର୍ଯ୍ୟମୟ ରାସ୍ତା ଉପରେ ନିରର୍ଭର କରୁଛନ୍ତି ଗ୍ରାମବାସୀ [caption id="attachment_12163" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ରାଜ୍ୟସରକାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ଜନହୀତକର କାର୍ଯ୍ୟ ପାଇଁ ବଦ୍ଧପରିକର ଅଛନ୍ତି । ରାଜ୍ୟରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସହାୟତା ପ୍ରଦାନ କରିବା ସହ…