ବାସୁଦେବପୁର ପଞ୍ଚାୟତ ଓ ପୌର ପରିଷଦସ୍ତରୀୟ ସଚେତନତା ଶିବିର
ବାସୁଦେବପୁର ପଞ୍ଚାୟତ ଓ ପୌର ପରିଷଦସ୍ତରୀୟ ସଚେତନତା ଶିବିର #ବାସୁଦେବପୁର(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ପଞ୍ଚାୟତ ସମିତି ଓ ପୌର ପରିଷଦ ପକ୍ଷରୁ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ସମସ୍ତ ପଞ୍ଚାୟତ ଓ ପୌର ପରିଷଦରେ…




















