ଶ୍ରୀରଙ୍ଗପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ
ଶ୍ରୀରଙ୍ଗପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ [caption id="attachment_8017" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍.ଏମ୍.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ଅନନ୍ତପୁର ପଞ୍ଚାୟତର ଶ୍ରୀରଙ୍ଗପୁର ଠାରେ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ଅନୁଷ୍ଠିତ ହୋଇଯାଇଛି । ମେଘା ସେକ୍ଟରର ବରିଷ୍ଠ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍ଲମ୍ଙ୍କ ସଂଯୋଜନାରେ ବ୍ରହ୍ମପୁର…




















