ଓଏଚଆରସିରୁ ଇସ୍ତଫା ଦେଲେ ନ୍ୟାୟମୂର୍ତ୍ତି ରଘୁବୀର ଦାଶ
ଓଏଚଆରସିରୁ ଇସ୍ତଫା ଦେଲେ ନ୍ୟାୟମୂର୍ତ୍ତି ରଘୁବୀର ଦାଶ [caption id="attachment_8226" align="alignnone" width="300"] News by B.Mishra (Bhubaneswar)[/caption] #ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି)ରୁ ସଦସ୍ୟ ପଦରୁ ନ୍ୟାୟମୂର୍ତ୍ତି ରଘୁବୀର ଦାଶ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିବା ଜଣାପଡ଼ିଛି । ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିୟୁକ୍ତି ପ୍ରସଙ୍ଗ ନେଇ ନ୍ୟାୟମୂର୍ତ୍ତି ଦାଶ ତାଙ୍କ ପଦରୁ ଇସ୍ତଫା…




















