ପବିତ୍ର ମହାଶିବରାତ୍ରୀ: ଓଁ ନମଃ ଶିବାୟ ଧ୍ୱନୀରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ
ପବିତ୍ର ମହାଶିବରାତ୍ରୀ: ଓଁ ନମଃ ଶିବାୟ ଧ୍ୱନୀରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ [caption id="attachment_8325" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍.ଏମ୍.): ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଚଳ ଚଞ୍ଚଳ ହେଉଛି ଗାଆଁ ଠୁ ସହର । ରାଜ୍ୟ କୋଣ ଅନୁକୋଣରେ ଥିବା ଶୈବପୀଠ ହୋଇ ଉଠିଛି ଚଳଚଞ୍ଚଳ । ସବୁଠି ମହାଶିବରାତ୍ରିର ମହାଦୀପ ଦର୍ଶନ ପାଇଁ ଜାଗର ଜାଳି ଉଜାଗର ହୋଇଛନ୍ତି…




















