ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ

ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ [caption id="attachment_8728" align="alignnone" width="300"] News by Anandaprasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଗଦା ବିନାୟକପୁର ସ୍ଥିତ ଦାଶସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର (ଅମୃତ ବିନ୍ଦୁ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପୂର୍ବତନ ଆବାହକ ଭାଗିରଥି ପଣ୍ଡା ଉଦଘାଟନ କରିଥିବାବେଳେ…

ଅଂଶୁଘାତ ମୁକାବିଲା ପାଇଁ ସିଏମସିର ଆକ୍ସନ ପ୍ଲାନ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅଂଶୁଘାତ ମୁକାବିଲା ପାଇଁ ସିଏମସିର ଆକ୍ସନ ପ୍ଲାନ୍‌

ଅଂଶୁଘାତ ମୁକାବିଲା ପାଇଁ ସିଏମସିର ଆକ୍ସନ ପ୍ଲାନ୍‌ [caption id="attachment_8725" align="alignnone" width="300"] News by Smrutiranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଅଂଶୁଘାତ ମୁକାବିଲା ପାଇଁ ସିଏମସି ପକ୍ଷରୁ ସ୍ଥାନୀୟ ବିଜୁ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେୟର ସୁବାସ ସିଂ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ସିଏମସି କମିଶନର ନିଖିଲ ପୱନ କଲ୍ୟାଣଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆର୍ଥିକ ସହାୟତା: ଶୁଖିଲା ଖାଦ୍ୟ ପ୍ରସ୍ତୁତି ପାଇଁ ୫୧ଜଣଙ୍କୁ ୧୯ଲକ୍ଷ ୭୪ହଜାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆର୍ଥିକ ସହାୟତା: ଶୁଖିଲା ଖାଦ୍ୟ ପ୍ରସ୍ତୁତି ପାଇଁ ୫୧ଜଣଙ୍କୁ ୧୯ଲକ୍ଷ ୭୪ହଜାର

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆର୍ଥିକ ସହାୟତା: ଶୁଖିଲା ଖାଦ୍ୟ ପ୍ରସ୍ତୁତି ପାଇଁ ୫୧ଜଣଙ୍କୁ ୧୯ଲକ୍ଷ ୭୪ହଜାର [caption id="attachment_8722" align="alignnone" width="300"] News by Smrutiranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଖାଦ୍ୟ ସଂକ୍ରାନ୍ତ କ୍ଷୁଦ୍ର ବ୍ୟବସାୟ ନିମନ୍ତେ ପ୍ରଧାମନ୍ତ୍ରୀ ଫର୍ମାଲାଇଜେସନ ଅଫ୍ ମାଇକ୍ରୋ ଫୁଡ୍ ଏଣ୍ଟରପ୍ରାଇଜ୍ ସ୍କିମ୍ (ପିଏମଏଫଏମଇ) ଯୋଜନା ମାଧ୍ୟମରେ ଆଜି ସହରର ୧୬ଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୧ କ୍ଷୁଦ୍ର ମହିଳା ଉଦ୍ୟୋଗୀଙ୍କୁ ୧୯ଲକ୍ଷ…

ମେୟର ଓ ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର: ଜଳୁନାହିଁ ଷ୍ଟ୍ରିଟ ଲାଇଟ, ସମସ୍ୟାରେ ଜର୍ଜରିତ ସହରବାସୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମେୟର ଓ ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର: ଜଳୁନାହିଁ ଷ୍ଟ୍ରିଟ ଲାଇଟ, ସମସ୍ୟାରେ ଜର୍ଜରିତ ସହରବାସୀ

ମେୟର ଓ ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର: ଜଳୁନାହିଁ ଷ୍ଟ୍ରିଟ ଲାଇଟ, ସମସ୍ୟାରେ ଜର୍ଜରିତ ସହରବାସୀ [caption id="attachment_8717" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ ବିଧାୟକ ଓ ମେୟର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଣିର ଗାର ସାବ୍ୟସ୍ତ ହୋଇଥିବା ସାଧାରଣରେ ଅଭିଯୋଗ ଉଠିଛି । ମେୟର ବିଭିନ୍ନ ବସ୍ତି ଅଞ୍ଚଳରେ ରାତ୍ରୀ ଯାପନ କରିବା ଭଳି…

ଶେଷ ହେଲା ମାଟ୍ରିକ ପରୀକ୍ଷା, ୩ରୁ ଆରମ୍ଭ ହେବ ଖାତା ଦେଖା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶେଷ ହେଲା ମାଟ୍ରିକ ପରୀକ୍ଷା, ୩ରୁ ଆରମ୍ଭ ହେବ ଖାତା ଦେଖା

ଶେଷ ହେଲା ମାଟ୍ରିକ ପରୀକ୍ଷା, ୩ରୁ ଆରମ୍ଭ ହେବ ଖାତା ଦେଖା [caption id="attachment_8714" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ହେଉଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ଏହି ପରୀକ୍ଷା ଗତ ୧୦ତାରିଖରୁ ଆରମ୍ଭ ହୋଇଥିଲା । ତେବେ ଆସନ୍ତା ଏପ୍ରିଲ ୩ ତାରିଖରୁ ଖାତାଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି…

ସାମ୍ବାଦିକଙ୍କ ପିତୃ ବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାମ୍ବାଦିକଙ୍କ ପିତୃ ବିୟୋଗ

ସାମ୍ବାଦିକଙ୍କ ପିତୃ ବିୟୋଗ [caption id="attachment_8711" align="alignnone" width="300"] News by Basanta Ratha[/caption] ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲା ସରଧପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ସାମ୍ବାଦିକ ସୁଦିପ୍ତ କୁମାର ବଡ଼ଜେନାଙ୍କ ପିତା ସୁବାଷ ଚନ୍ଦ୍ର ବଡ଼ଜେନାଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ ଜଣେ ପରୋପକାରୀ, ସ୍ପଷ୍ଟବାଦୀ, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଏକଦଶାହ…

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ [caption id="attachment_8707" align="alignnone" width="300"] News by Smruti ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌): ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟି ଡକ୍ଟର ଜୟନ୍ତ ରଥ ଏହି ଅଷ୍ଟବିଂଶତମ୍ ସମାରୋହରେ ସଭାପତିତ୍ୱ କରିଥିଲେ । ଫାଉଣ୍ଡେସନ ପକ୍ଷରୁ ୧୯୯୨ ମସିହାରୁ ଆଜି ପର୍ଯ୍ୟନ୍ତ…

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ [caption id="attachment_8704" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସାମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଦିବାସୀ ଓ ଆଶ୍ରମ ପିଲାଙ୍କ ସହ ପଖାଳ ଖାଇବା ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ଭାବ ବିନିମୟ କରିଥିଲେ । ‘ଆମେ ଓଡ଼ିଆ, ଆମ ପଖାଳ…

ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌

ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସମାଜରେ ବିଭିନ୍ନ ପ୍ରକାର ମିଡ଼ିଆ ନିଜର ଅସ୍ଥିତ୍ୱକୁ ସୁଦୃଢ଼ କରିଥିବାବେଳେ ଏହାକୁ ହାତବାରିସୀ କରି ବିଭିନ୍ନ ସଂସ୍ଥା, ବିଭାଗୀୟ କର୍ତ୍ତୃପକ୍ଷ ନିଜର ପତିଆରାକୁ ଜାହିର କରିବାରେ ଲାଗି ପଡ଼ିଛନ୍ତି । ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥାର କର୍ତ୍ତୃପକ୍ଷ ଦୁର୍ନୀତିରେ ବୁଡ଼ି ରହି ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବାରେ ବ୍ୟସ୍ତ ରହିଛନ୍ତି । ମାତ୍ର ସାମ୍ବାଦିକଙ୍କ ଶନିଦୃଷ୍ଟିରୁ…

ହରିଓଁ ସ୍ମାଇଲର ଶିକ୍ଷାତ୍ମକ କାର୍ଯ୍ୟକ୍ରମ: ‘ହସ ମାଧ୍ୟମରେ ଆତ୍ମା ପରମାତ୍ମା ସହ ଯୋଡ଼ି ହୋଇ ପାରିବ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହରିଓଁ ସ୍ମାଇଲର ଶିକ୍ଷାତ୍ମକ କାର୍ଯ୍ୟକ୍ରମ: ‘ହସ ମାଧ୍ୟମରେ ଆତ୍ମା ପରମାତ୍ମା ସହ ଯୋଡ଼ି ହୋଇ ପାରିବ’

ହରିଓଁ ସ୍ମାଇଲର ଶିକ୍ଷାତ୍ମକ କାର୍ଯ୍ୟକ୍ରମ: ‘ହସ ମାଧ୍ୟମରେ ଆତ୍ମା ପରମାତ୍ମା ସହ ଯୋଡ଼ି ହୋଇ ପାରିବ’ [caption id="attachment_8698" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ସୁଖ ,ଶାନ୍ତି, ସୁସ୍ଥ ଓ ଆନନ୍ଦ ଉଲ୍ଲାସରେ ରହିବାକୁ ଚାହାଁନ୍ତି, କିନ୍ତୁ ତାହା ସହଜରେ ହୋଇ ପାରେନି । ସାରା ଜୀବନ ଖୁସି ଖୋଜି ଖୋଜି ସମୟ ଅତିବାହିତ କରିଦିଅନ୍ତି । ମାତ୍ର ତାହା…

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ [caption id="attachment_8695" align="alignnone" width="300"] News by Basanta Ratha (Kishannagar)[/caption] #କିଶନନଗର(ଏନ୍‌.ଏମ୍‌.): ମାଟ୍ରିକ ପରୀକ୍ଷା ଦେଇ ଘରକୁ ଫେରୁଥିବାବେଳେ ବାଟରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅପରାହ୍ନରେ ୫ଜଣ ଛାତ୍ର ପରୀକ୍ଷା ଦେଇ ଫେରିବା ସମୟରେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଏହି ସମୟରେ ଖବର ପାଇ କିଶନନଗର ପୁଲିସ…

ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା

ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା [caption id="attachment_8692" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‌.ଏମ୍‌.): ଶନିବାର ଅପରାହ୍ନରେ ଗୋପ ବ୍ଲକ୍ ତଥା କୋଣାର୍କ ଥାନା ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସଂପୃକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ବିନୋଦିନୀ ତ୍ରିପାଠୀ ଓ ତାଙ୍କ ସ୍ୱାମୀ ତଥା କୁନଙ୍ଗ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଦୟ କୁମାର ବଡପଣ୍ଡା ମଧ୍ୟାହ୍ନ…

ଅର୍ଚ୍ଚନା ନାଗ ନାଁରେ ୪ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆଟାଚ୍ କଲା ଇଡି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଅର୍ଚ୍ଚନା ନାଗ ନାଁରେ ୪ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆଟାଚ୍ କଲା ଇଡି

ଅର୍ଚ୍ଚନା ନାଗ ନାଁରେ ୪ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆଟାଚ୍ କଲା ଇଡି [caption id="attachment_8689" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାରି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଆଟାଚ କରିଛି । ବର୍ତ୍ତମାନ ମାମଲା କୋର୍ଟ ଥିବାବେଳେ ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ…

‘ମୋ ସରକାର’ ପରିଚାଳନା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

‘ମୋ ସରକାର’ ପରିଚାଳନା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ

‘ମୋ ସରକାର’ ପରିଚାଳନା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ [caption id="attachment_8686" align="alignnone" width="300"] News by I&PR Odisha[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସରକାରଙ୍କ ଦ୍ୱାରା ଉପଲବ୍ଧ ସମସ୍ତ ସୁବିଧା ସୁଯୋଗକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ‘ମୋ ସରକାର’ ଏକ ଯୁଗାନ୍ତକାରୀ ବ୍ୟବସ୍ଥା । ଟିମ୍‌ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ୍‌, ଟାଇମଲିମିଟ, ଆଦି ୫ଟି ନିୟମକୁ ଆଧାର…

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼
Slider ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼ ‘ବି’ ସେଟରୁ ବାହାରିଲା ‘ଏ’ ସେଟର ପ୍ରଶ୍ନ, ବୋର୍ଡ କହିଲା- କଟିବନି ଗୋଟିଏ ବି ମାର୍କ [caption id="attachment_8683" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିବାଦ ଭିତରୁ ମୁକୁଳି ପାରୁନି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା (ବୋର୍ଡ଼) । ପରୀକ୍ଷା ପରିଚାଳନା ନେଇ ବିଭିନ୍ନ ସମୟରେ ବୋର୍ଡ଼ ଛନ୍ଦି ହୋଇ ପଡ଼ୁଛି ବିବାଦ ଭିତରେ…

୫-ଟି ଅଧିନସ୍ଥ ଆମ ହସ୍ପିଟାଲ ରୂପାନ୍ତିକରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କମିଟି ପ୍ରଥମ ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

୫-ଟି ଅଧିନସ୍ଥ ଆମ ହସ୍ପିଟାଲ ରୂପାନ୍ତିକରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କମିଟି ପ୍ରଥମ ବୈଠକ

୫-ଟି ଅଧିନସ୍ଥ ଆମ ହସ୍ପିଟାଲ ରୂପାନ୍ତିକରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କମିଟି ପ୍ରଥମ ବୈଠକ [caption id="attachment_8679" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟର ସମସ୍ତ ଜିଲ୍ଲାରେ ସଦର ମହକୁମା, ଉପଖଣ୍ଡମାନଙ୍କରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଚିକିତ୍ସାଳୟ ଗୁଡିକୁ ୫ଟି ଆଧାରରେ ‘ଆମ ହସ୍ପିଟାଲ’ ରୁପାନ୍ତିକରଣ କାର୍ଯ୍ୟକ୍ରମ ଜରିଆରେ ଉନ୍ନତିକରଣ କରାଯିବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲାର ୯ଟି ବିଧାନସଭା…

ଟର୍ନାଣ୍ଟ ଆୟୁର୍ବେଦିକ କମ୍ପାନୀ ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଟର୍ନାଣ୍ଟ ଆୟୁର୍ବେଦିକ କମ୍ପାନୀ ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା

ଟର୍ନାଣ୍ଟ ଆୟୁର୍ବେଦିକ କମ୍ପାନୀ ବିରୁଦ୍ଧରେ ଅପପ୍ରଚାରକୁ ନିନ୍ଦା [caption id="attachment_8676" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ଆୟୁଷ ମନ୍ତ୍ରାଳୟ ଦ୍ୱାରା ସିକୃତି ପ୍ରାପ୍ତ ଟର୍ନାଣ୍ଟ ଆୟୁର୍ବେଦିକ ଔଷଧ କମ୍ପାନୀ ସମଗ୍ର ଭାରତ ବର୍ଷରେ ଲୋକମାନଙ୍କୁ ସେବା ଯୋଗାଇ ଦେଇ ଆସୁଛି । ଏହି ଟର୍ନାଣ୍ଟ ଆୟୁର୍ବେଦ ଔଷଧ ୨୦୧୮ ମସିହାରୁ ବଜାର ପ୍ରବେଶ କରିସାରିଛି । ଏହାକୁ ମୁଖ୍ୟତଃ କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ…

ଆଠଗଡ଼ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ନେଇ ଆଲୋଚନାଚକ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଆଠଗଡ଼ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ନେଇ ଆଲୋଚନାଚକ୍ର

ଆଠଗଡ଼ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ନେଇ ଆଲୋଚନାଚକ୍ର [caption id="attachment_8672" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ସ୍ଥାନୀୟ ମହୋତ୍ସବ ପଡିଆ ଠାରେ ଆଠଗଡ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ମହିଳା ସଶକ୍ତିକରଣ ସହ ଏ ବର୍ଷର ଥିମ୍ "ଲିଙ୍ଗଗତ ସମତା’, ସ୍ୱାଧିନତା ଆନ୍ଦୋଳନରେ…

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ [caption id="attachment_8669" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ କରାଯାଇଛି । ଏହି ଅବସରରେ ଉପସ୍ଥିତ ବକ୍ତାମାନେ ଭଗବାନ କାହାକୁ କେମିତି ଜନ୍ମ ଦେଇଛନ୍ତି କେହି କହି ପାରିବେ ନାହିଁ । କିନ୍ତୁ ସମାଜରେ ସୁସ୍ଥ…

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା [caption id="attachment_8665" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ଆଗକୁ ଆଉ ବର୍ଷେ ରହିଲା ସାଧାରଣ ନିର୍ବାଚନ । ଏଥିପାଇଁ ବିଜେଡି ପ୍ରଚାର ଓ ପ୍ରସାର ଓ ସାଂଗଠନିକକୁ ଗୁରୁତ୍ୱ ଦେଇଛି । ଦଳର ସବୁଠାରୁ ଶକ୍ତିଶାଳୀ ହେଉଛି ସଂଗଠନ । ଯାହାର ସଂଗଠନ ତୃଣମୂଳ ସ୍ତରରେ ସୁଦୃଢ ସେ ଦଳର…