ପବିତ୍ର ମହାଶିବରାତ୍ରି
ପବିତ୍ର ମହାଶିବରାତ୍ରି ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ଶିବରାତ୍ରୀ । ଜାଗର ଜାଳି ଉପବାସ ରହୁଥିବାରୁ ଏହାକୁ ଜାଗର ବୋଲି କୁହାଯାଏ । ଶିବ... ଏହି ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ସେ ଶାଶ୍ୱତ, ଚିରନ୍ତନ, ସତାତନ,…
ପବିତ୍ର ମହାଶିବରାତ୍ରି ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ଶିବରାତ୍ରୀ । ଜାଗର ଜାଳି ଉପବାସ ରହୁଥିବାରୁ ଏହାକୁ ଜାଗର ବୋଲି କୁହାଯାଏ । ଶିବ... ଏହି ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ସେ ଶାଶ୍ୱତ, ଚିରନ୍ତନ, ସତାତନ,…
ରାଜ୍ୟରେ ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ ରାଜ୍ୟରେ ବିଜେପି ଏକା ଲଢ଼ିବାର ବହୁ ସମ୍ଭାବନା ରହିଛି - ପୃଥ୍ୱୀରାଜ ହରିଚନ୍ଦନ #ଭୁବନେଶ୍ୱର(ଏନ୍.ଏମ୍.): ସାଧାରଣ ନିର୍ବାଚନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ବିଭିନ୍ନ ରାଜନୈତିକ ଦଳରୁ ନେତାମାନଙ୍କ ଦଳବଦଳ ଘଟଣା ଯେତିକି ଚର୍ଚ୍ଚାକୁ ଆସୁଛି ତା’…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଟି ଆରୋହୀ ଗୁରୁତର #ଜଗତପୁର(ଏନ୍.ଏମ୍.): କଟକ-ଚୌଦ୍ୱାର ରିଙ୍ଗବନ୍ଧରେ ଏକ ସଡକ ଦୁର୍ଘଟଣା ଘଟିବା ଦ୍ୱାରା ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସ୍କୁଟି ଆରୋହୀ ଜଣକ ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ଜଗତପୁର ଥାନା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ…
ରାଜ୍ୟସରକାର ବଢ଼ାଇଦେଲେ ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ #ଭୁବନେଶ୍ୱର(ଏନ୍.ଏମ୍.): ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ରାଜ୍ୟସରକାର ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ହାତ ଖୋଲି ଦେଇଛନ୍ତି । ସମସ୍ତ ବର୍ଗର କର୍ମଚାରୀଙ୍କ ନିମନ୍ତେ ବେତନ ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଘୋଷଣା କରିଛନ୍ତି ।…
ଦୀର୍ଘଦିନର ଦାବି ପୁରଣ କଲେ ମୁଖ୍ୟମନ୍ତ୍ରୀ: ଆନ୍ଦୋଳନରୁ ଓହରି କୃତଜ୍ଞତା ଜଣାଇଲା କଟକ ଜିଲ୍ଲା ଆଶାକର୍ମୀ ସଂଘ #କଟକ(ଏନ୍.ଏମ୍.): ରାଜ୍ୟସରକାର ଆଶାକର୍ମୀମାନଙ୍କ ବେତନ ବୃଦ୍ଧି କରିବାସହ ଅନ୍ୟାନ୍ୟ ସୁବିଧା ସୁଯୋଗ ନିମନ୍ତେ ଘୋଷଣା କରିଛନ୍ତି । ଏଥି ପୂର୍ବରୁ ଦାବି ନେଇ ଆଶାକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଥିବାବେଳେ…
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ #ଭୁବନେଶ୍ୱର (ଏନ୍.ଏମ୍.): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ…
ଏପ୍ରିଲ ୮ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ସୂର୍ଯ୍ୟ ପରାଗ ଯୋଗୁଁ ଦିନ ହୋଇଯିବ ରାତି #ଭୁବନେଶ୍ୱର (ଏନ୍.ଏମ୍.): ଚଳିତ ବର୍ଷ ପୃଥିବାବାସୀ ଏକ ବିରଳ ମହାଜାଗତିକ ଦୃଶ୍ୟର ମୂକସାକ୍ଷୀ ହେବାକୁ ଯାଉଛନ୍ତି । ଏହି ମହାଜାଗତିକ ଦୃଶ୍ୟ ହେଉଛି ଆସନ୍ତା ମାସ ୮ ତାରିଖରେ ହେବାକୁ ଥିବା…
କଳ୍ପନା ଜଳ୍ପନାର ଅନ୍ତ: ଶଙ୍ଖ ଧରିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ #ଭୁବନେଶ୍ୱର/ କେନ୍ଦ୍ରାପଡ଼ା (ଏନ୍.ଏମ୍.): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଶଙ୍ଖ ଧରିଛନ୍ତି । ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ପଡ଼ିଛି…
ରାଜ୍ୟରେ ମେଣ୍ଟ ହେବା ନେଇ ସବୁଜ ସଂକେତ: ୧୨ରେ ଓଡ଼ିଶା ଆସିବେ ଅମିତ ଶାହ ! #ଭୁବନେଶ୍ୱର(ଏନ୍.ଏମ୍.): ସମ୍ପ୍ରତି ସାଧାରଣ ନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଉଭୟ…
କଳ୍ପନା ଜଳ୍ପନାର ଅନ୍ତ, ନବୀନ ନିବାସ ବୈଠକ: ବିଜେପି ସହ ମେଣ୍ଟ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍.ଏମ୍.): ଚଳିତ ସାଧାରଣ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ପାଇଁ ରାସ୍ତା ଧିରେ ଧିରେ ପ୍ରଶସ୍ତ ହେବାରେ ଲାଗିଛି । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ…
ପାଟଣାଗଡରେ ବ୍ଳକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ #ପାଟଣାଗଡ଼(ଏନ୍.ଏମ୍.): ପ୍ରବାଦ ପୁରୁଷ ବିଜୁଙ୍କ ୧୦୮ ତମ୍ମ ଜୟନ୍ତୀ ପାଳନ ଅବସରରେ ପଞ୍ଚାୟତ ରାଜ ଓ ଲୋକସେବା ଦୀବସ ପାଟଣାଗଡ ବ୍ଳକ ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ…
ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମ #ଚୌଦ୍ୱାର (ଏନ୍.ଏମ୍.): ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଳା, ବାଣିଜ୍ୟ, ଓ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମ ନିର୍ଭରଶୀଳ ସୁରକ୍ଷା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ୧୩ ତାରିଖ ପର୍ଯ୍ୟନ୍ତ…
ଆଡିସନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଲେ ଆଇନଜୀବୀ ଅକ୍ଷୟ କୁମାର ପତି #କଟକ(ଏନ୍.ଏମ୍.): ବିଶିଷ୍ଟ ଆଇନଜୀବୀ ଅକ୍ଷୟ କୁମାର ପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଭିନ୍ନ ମୋକଦ୍ଦମାର ପରିଚାଳନା ନିମନ୍ତେ ଆଡ୍ ଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ଅନୁମୋଦନ କ୍ରମେ ଓଡ଼ିଶା ସରକଙ୍କ ଦ୍ୱାରା ଆଡିସନାଲ ଷ୍ଟାଣ୍ଡିଂ…
ରାଜ୍ୟରେ ଶାଣିତ ହେଉଛି ମେଣ୍ଟ ଚର୍ଚ୍ଚା: ବିଜେପି ନେତାଙ୍କୁ ଦିଲ୍ଲୀ, ବିଜେଡି ନେତାଙ୍କୁ ନବୀନ ନିବାସକୁ ହେଲା ଡକରା #ଭୁବନେଶ୍ୱର(ଏନ୍.ଏମ୍.): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ସେତିକି ଶାଣିତ ହେବାରେ ଲାଗିଛି । କିଛି ଦିନତଳେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା…
ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି: ୫୦ଅଭିଯୋଗ ସମାଧାନ #ପାଟଣାଗଡ଼(ଏନ୍.ଏମ୍.): ସ୍ଥାନୀୟ ଖପ୍ରାଖୋଲ ବ୍ଲକ୍ ସଭା ଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସବାୱାଲ, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି…
କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉପଲକ୍ଷେ ଜ୍ୟୋତି ରଥ ପରିକ୍ରମା ଶୁଭାରମ୍ଭ #ପାଟଣାଗଡ(ଏନ୍.ଏମ୍.): ପାଟଣାଗଡ ଏନ୍ଏସି ସ୍ଥିତ ଭୁଲିଆ ଧର୍ମଶାଳା ଠାରେ ନିଖିଳ ଓଡ଼ିଶା ମେହେର (ଭୁଲିଆ)ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉତ୍ସବ ଓ ମହାସଭା ଉପଲକ୍ଷେ ଜ୍ୟୋତିରଥର ଶୁଭ ଆରମ୍ଭ…
ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି #ପାଟଣାଗଡ଼(ଏନ୍.ଏମ୍.): ସରକାର ସର୍ବଶିକ୍ଷା ଅଭିଯାନ ଜରିଆରେ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ବ୍ୟବସ୍ଥା ଲାଗୁ କରିଛନ୍ତି । ଏପରିକି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବହି ଆଦି ପାଠ୍ୟୋପକରଣ, ପୋଷାକ ପରିଚ୍ଛଦ ଯୋଗାଇ…
ହାଇକୋର୍ଟରେ ପ୍ରକାଶ ପାଇଲା ରାୟ: ମୋକିମଙ୍କ ନିର୍ବାଚନ ଅସିଦ୍ଧ, ହରାଇଲେ ବିଧାୟକ ପଦ #କଟକ(ଏନ୍.ଏମ୍.): ହାଇକୋର୍ଟରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଛାଟ । ତାଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ବାରବାଟୀ-କଟକ ବିଧାୟକ ଇଂ. ମୋକିମ ନାମାଙ୍କନ ଦାଖଲ ସମୟରେ କେତେକ ତଥ୍ୟ…
ନେତାଙ୍କୁ ଆକୃଷ୍ଟ କରୁଛି ମୋଦୀ କ୍ରେଜ: ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ, ରାଜୁ ଦାସ ଓ ନରେନ ପଲେଇ #ଭୁବନେଶ୍ୱର(ଏନ୍.ଏମ୍.): ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରେଜ ଚାଲିଛି । ମୋଦୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ବହୁ ରାଜନେତା ନିଜ ନିଜ ଦଳ ଛାଡ଼ି ଏବେ ବିଜେପିରେ…
ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀଙ୍କ ବନ୍ଧୁ ମିଳନ: ଶକ୍ତି ପ୍ରଦର୍ଶନ କଲେ ଯୁବନେତା ସୁକାନ୍ତ ସାହାଣୀ #ଜଗତପୁର(ଏନ୍.ଏମ୍.): କଟକ ସହରର ଜଣାଶୁଣା ଯୁବନେତା ସୁକାନ୍ତ ଚନ୍ଦ୍ର ସାହାଣୀଙ୍କ ଆବାହାକତ୍ୱରେ କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଜଗତପୁର ଡାକବଙ୍ଗଳା ଠାରେ…
© 2026 Nishkarsha Media Entertainment & Publication. All rights reserved | Design & develop by AmpleThemes