କଟକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ

କଟକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ [caption id="attachment_9181" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଅମରଜିତ ସିହ୍ନା କଟକରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ସେ ଏସସିବି ମେଡ଼ିକାଲର ଉର୍ଣ୍ଣତିକରଣ କାର୍ଯ୍ୟ, ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ, ଅର୍ବାନ ହାଟ ସମେତ ବିଭିନ୍ନ ପ୍ରକଳ୍ପ ବୁଲି ଅନୁଧ୍ୟାନ କରିଥିଲେ । ଏହି…

ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିତରଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିତରଣ

ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିତରଣ [caption id="attachment_9178" align="alignnone" width="300"] News by Ajit Kumar Mallick (Konark)[/caption] କୋଣାର୍କ(ଏନ୍‌.ଏମ୍‌.): ‘ପାଠପଢି ବଡ଼ ମଣିଷ ହୁଅ । ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଥିଲେ ବି ନିଜର ଗାଁ ମାଟିକୁ ଭୁଲି ଯାଅନି' ବୋଲି ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସରେ ଅତିଥିମାନେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ…

କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍‌-ଉଲ୍‌-ଫିତର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍‌-ଉଲ୍‌-ଫିତର

କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍‌-ଉଲ୍‌-ଫିତର [caption id="attachment_9174" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ଦାନଧର୍ମରେ ଶେଷ ହୋଇଛି ରମଜାନ ମାସ । ଦୀର୍ଘ ଦିନର ଉପବାସ ଆଜି ଶେଷ ହୋଇଛି । ରମଜାନ ଶେଷ ହେବାପରେ କଟକ ସହରରେ ମୁସଲମାନ ସଂପ୍ରଦାୟଙ୍କ ପବିତ୍ର ପର୍ବ ଇଦ-ଉଲ-ଫିତର ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଆଜି ମହାନଗରର…

ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ବଡ଼ ଦାୟିତ୍ୱ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ବଡ଼ ଦାୟିତ୍ୱ

ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ବଡ଼ ଦାୟିତ୍ୱ [caption id="attachment_9171" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଦୁଇ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି । ତାଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଛି । ଆଜି ଏଆଇସିସି ପକ୍ଷରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ପ୍ରେସ ରିଲିଜ…

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌’ର ୱାର୍ଲଡ ଟିଭି ପ୍ରିମିୟରକୁ ଏକାଠି ଉପଭୋଗ କଲେ କଳାକାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌’ର ୱାର୍ଲଡ ଟିଭି ପ୍ରିମିୟରକୁ ଏକାଠି ଉପଭୋଗ କଲେ କଳାକାର

ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌’ର ୱାର୍ଲଡ ଟିଭି ପ୍ରିମିୟରକୁ ଏକାଠି ଉପଭୋଗ କଲେ କଳାକାର [caption id="attachment_9168" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଜୀସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍‌’ର ୱାର୍ଲଡ ଟିଭି ପ୍ରିମିୟର ପରେ ପ୍ରଥମ ଥର ପାଇଁ ଏକାଠି ବସି ଟିଭିରେ ଏହି ୱାର୍ଲଡ ଟେଲିଭିଜନ ପ୍ରିମିୟର ସୋକୁ କଳାକାର, ଫିଲ୍ମର କାଷ୍ଟ, କ୍ରିଉ, ସମେତ ଚଳଚ୍ଚିତ୍ର ସାମ୍ବାଦିକ ଓ…

ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ

ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ [caption id="attachment_9164" align="alignnone" width="200"] News by Allhad Kumar Mohanty (Bureau News)[/caption] #ଚେନ୍ନାଇ(ଏନ୍‌.ଏମ୍‌.): ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଚେନ୍ନାଇ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି । ଧୋନି ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ।…

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ବଲାଙ୍ଗୀର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ ଫଳରେ ପୀଡ଼ିତାଙ୍କ ପରିବାରକୁ ସହାୟତା ରାଶି ଦିଆଯିବା ନିଶ୍ଚିତ ହୋଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବାବେଳେ ମମିତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ…

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ [caption id="attachment_9157" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଚାଉଳିଆଗଞ୍ଜସ୍ଥିତ ଆଦର୍ଶ ଶିଶୁ ଜ୍ଞାନ ମନ୍ଦିରରେ ୨୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଉଦ୍‌ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଛାତ୍ରଛାତ୍ରୀ ପାଶ୍ଚାତ ସଭ୍ୟତା ପ୍ରତି ଆକୃଷ୍ଟ ହେବା ପରିବର୍ତ୍ତେ ନିଜର ପରମ୍ପରାକୁ ଗୁରୁତ୍ୱ ଦେବା…

ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ

ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ [caption id="attachment_9154" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ଆସନ୍ତା କାଲି ପାଳନ ହେବ ସଂଖ୍ୟାଲଘୁ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌-ଉଲ୍ ଫିତର । ଏ ନେଇ ଆଜି ସଂଧ୍ୟାରେ କଟକ ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତେବେ ଘୋଷଣା ପରେ ଏବେ…

ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ [caption id="attachment_9151" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟର ପ୍ରଖ୍ୟାତ ଜନନେତା ଜଗତସିଂହପୁରର ପୂର୍ବତନ ସାଂସଦ, ବିଧାୟକ ତଥା ପୂର୍ବତନ ସିଏମସି ନଗରପାଳ ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରୁ ପ୍ରଥମେ କଟକ ମହାନଗର ନିଗମ (ସିଏମସି) କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ମହଲରେ ତାଙ୍କୁ…

‘ଓଡ଼ିଶା ସ୍କିଲ କନ୍‌କ୍ଲେଭ୍‌’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

‘ଓଡ଼ିଶା ସ୍କିଲ କନ୍‌କ୍ଲେଭ୍‌’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ

‘ଓଡ଼ିଶା ସ୍କିଲ କନ୍‌କ୍ଲେଭ୍‌’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ [caption id="attachment_9145" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ତିନି ଦିନିଆ ‘ଓଡ଼ିଶା ସ୍କିଲ୍ କନ୍‌କ୍ଲେଭ୍‌’ ଅବସରରେ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସକାଳୁ ଉତ୍ସବ ନିମନ୍ତେ ପ୍ରଦର୍ଶନୀ ପଡ଼ିଆ ଉତ୍ସବମୁଖରିତ ହୋଇପଡ଼ିଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଓ ପଲିଟେକ୍‌ନିକ୍‌ଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ…

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ [caption id="attachment_9142" align="alignnone" width="300"] News by Rajendra Pradhan (Cuttack)[/caption] #କଟକ/ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ବିୟୋଗ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।…

ଆଇପିଏଲ୍‌: ଡୁପ୍ଲେସି ଓ ସିରାଜ ଆରସିବିକୁ ଜିତାଇଲେ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଆଇପିଏଲ୍‌: ଡୁପ୍ଲେସି ଓ ସିରାଜ ଆରସିବିକୁ ଜିତାଇଲେ

ଆଇପିଏଲ୍‌: ଡୁପ୍ଲେସି ଓ ସିରାଜ ଆରସିବିକୁ ଜିତାଇଲେ [caption id="attachment_9138" align="alignnone" width="300"] News by Allhad Kumar Mohanty (Bureau News)[/caption] #ହାଇଦ୍ରାବାଦ(ଏନ୍‌.ଏମ୍‌.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଗୁରୁବାର ଅନୁଷ୍ଠିତ ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ୨୭ତମ ମ୍ୟାଚ୍ରେ ଆରସିବି ବିଜୟୀ ହୋଇଛି । ବ୍ୟାଟିଂରେ ଇମ୍ପାକ୍ଟ ପ୍ଲେୟାର ଫାପ ଡୁପ୍ଲେସିଙ୍କ ଧୂଆଁଧାର ଅର୍ଦ୍ଧଶତକ(୮୪) ଓ ବୋଲିଂରେ ମହମ୍ମଦ ସିରାଜଙ୍କ ୪ ୱିକେଟ୍ (୪-୦-୨୧-୪) ବଳରେ ଚଳିତ ଆଇପିଏଲରେ…

ଜାମଦାରେ ନିଆରା ଚଇତି ପର୍ବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଜାମଦାରେ ନିଆରା ଚଇତି ପର୍ବ

ଜାମଦାରେ ନିଆରା ଚଇତି ପର୍ବ [caption id="attachment_9135" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲା ଜାମଦା ଅଞ୍ଚଳରେ ଚଇତି ପର୍ବ ଅନୁଷ୍ଠିତ ହୋଇଯାଇଛି । ଜାମଦା, ତାଳଗାଁ, ପାସନା, ବେଲପୋଷି ଶୈବ ପୀଠରେ ବାବା ଭୋଳାନାଥଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ପାଟଭକ୍ତା ଜାମଦା ବସଷ୍ଟାଣ୍ଡରୁ ବାହାରି ରାମେଶ୍ୱର ବାବା ଜାମଦା ପର୍ଯ୍ୟନ୍ତ ଯାଇଥିଲେ । ପୂଜକ ଧ୍ରୁବ ଚରଣ ଶତପଥୀ, ଅଜୟ ପ୍ରଧାନ,…

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ [caption id="attachment_9132" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଥାନା ପରିସରରେ ଏକ ଜଳ ଛତ୍ର କେନ୍ଦ୍ର ଅନୁଷ୍ଟିତ ହୋଇଯାଇଛି । ସିଏମସି ପକ୍ଷରୁ କୌଣସି ସ୍ଥାନରେ ପାନୀୟ ଜଳ ବିତରଣ କରାଯାଉନଥିବା ବେଳେ କମିଶନରେଟ ପୁଲିସ ପକ୍ଷରୁ ସବୁ ଥାନା ପରିସରରେ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି । ସମ୍ପ୍ରତି ପ୍ରବଳ…

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ [caption id="attachment_9128" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବାବେଳେ ଜଗତପୁର ଅଞ୍ଚଳରେ ଉଭୟ ରାତ୍ରୀ ଓ ଦିନ ସମୟରେ ବାରମ୍ବାର ମରାମତି ଆଳରେ ବିଦ୍ୟୁତ କାଟ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଉଛି । ଏହି ପରିପ୍ରେକ୍ଷୀରେ "ଜଗତପୁର ବିଦ୍ୟୁତ ଉପଭୋକ୍ତା…

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ

ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ ରାଜ୍ୟର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ [caption id="attachment_9123" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍ଘାଟନ କରିଛନ୍ତି…

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ [caption id="attachment_9120" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‍.ଏମ୍‍.): ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅହରହ ଉଦ୍ୟମ ଆଜି ମହିଳାମାନଙ୍କୁ ଅବଳା ଦୁର୍ବଳା କରି ରଖିନାହିଁ । ଆଜି ମହିଳାମାନେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ତେବେ ମହିଳାମାନଙ୍କୁ ଅଧିକ ରୋଜଗାରକ୍ଷମ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ଭେଣ୍ଡିଂ ଜୋନ ମାଧ୍ୟମରେ ସେମାନଙ୍କୁ ରୋଜଗାର କରିବାର…

ଆଇପିଏଲ୍‌: ମୁମ୍ବାଇର କ୍ରମାଗତ ତୃତୀୟ  ବିଜୟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଆଇପିଏଲ୍‌: ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ

ଆଇପିଏଲ୍‌: ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ [caption id="attachment_9112" align="alignnone" width="200"] News by Allhad Kumar Mohanty (Bureau Report)[/caption] #IPL ହାଇଦ୍ରାବାଦ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୨୫ତମ ମ୍ୟାଚରେ ମୁମ୍ବାଇ ଘରୋଇ ହାଇଦ୍ରାବାଦକୁ ୧୪ରନରେ ପରାସ୍ତ କରିଛି । ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୯୩ରନର ବିଜୟ ଲକ୍ଷ୍ୟକୁ ପିଚ୍ଛା କରି…

ଗ୍ରୀଷ୍ମପ୍ରବାହ: ଆଉ ୨ଦିନ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗ୍ରୀଷ୍ମପ୍ରବାହ: ଆଉ ୨ଦିନ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି

ଗ୍ରୀଷ୍ମପ୍ରବାହ: ଆଉ ୨ଦିନ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି [caption id="attachment_9024" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ସମସ୍ତ ସ୍କୁଲକୁ ଆଉ ୨ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ଏଥି ସହିତ ରାଜ୍ୟର ୮ଗୋଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଜଣାପଡ଼ିଛି । ବିଶେଷ କରି…