ଶ୍ରୀଗୁଣ୍ଡିଚା ପାଇଁ ରଥଖଳା ଚଳଚଞ୍ଚଳ: ୩୮ଟି ଚକ ନିର୍ମାଣ ଶେଷ
ଶ୍ରୀଗୁଣ୍ଡିଚା ପାଇଁ ରଥଖଳା ଚଳଚଞ୍ଚଳ: ୩୮ଟି ଚକ ନିର୍ମାଣ ଶେଷ ପୁରୀ(ଏନ୍.ଏମ୍.): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ହୋଇ ଉଠିଛି ଚଳଚଞ୍ଚଳ । ଗୋଟିଏ ପଟେ ପ୍ରଭୁଙ୍କ ଚନ୍ଦନ ଯାତ୍ରାର ବାହାର ଚାପଖେଳ ଶେଷ ହୋଇଥିବାବେଳେ ଭିତର ଚାପଖେଳ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ରଥଖଳା ଚଳଚଞ୍ଚଳ…



















