ପ୍ରମିଳା ମଲ୍ଲିକ ହେଲେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପ୍ରମିଳା ମଲ୍ଲିକ ହେଲେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି

ପ୍ରମିଳା ମଲ୍ଲିକ ହେଲେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି [caption id="attachment_10903" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରବୀଣା ରାଜନୈତିଜ୍ଞ ନେତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ବାଚସ୍ପତି ଭାବେ ଆସନ ଗ୍ରହଣ କରିଛନ୍ତି । ତେବେ ସର୍ବ ସମ୍ମତିକ୍ରମେ ପ୍ରମିଳାଙ୍କୁ ବାଚସ୍ପତି ଭାବେ ଚୟନ…

ଘରୋଇ ବସ୍ ମାଲିକ ସଂଘର ଚେତାବନୀ: ୨୭ ସୁଦ୍ଧା ସମାଧାନ ନହେଲେ ବସ୍ ଧର୍ମଘଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଘରୋଇ ବସ୍ ମାଲିକ ସଂଘର ଚେତାବନୀ: ୨୭ ସୁଦ୍ଧା ସମାଧାନ ନହେଲେ ବସ୍ ଧର୍ମଘଟ

ଘରୋଇ ବସ୍ ମାଲିକ ସଂଘର ଚେତାବନୀ: ୨୭ ସୁଦ୍ଧା ସମାଧାନ ନହେଲେ ବସ୍ ଧର୍ମଘଟ [caption id="attachment_10900" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟସରକାର ଓ ପ୍ରଶାସନ ରୀତିମତ ଭାବେ ବସମାଲିକମାନଙ୍କୁ ଶୋଷଣ କରୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା । ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଯୋଗୁ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ସମାଧାନ ନହେଲେ ବାଧ୍ୟ…

କଟକ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟଯନ୍ତ୍ରୀ: ସୂଚନା ଫଳକ ନଥିବା ନେଇ ବିରକ୍ତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟଯନ୍ତ୍ରୀ: ସୂଚନା ଫଳକ ନଥିବା ନେଇ ବିରକ୍ତି

କଟକ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟଯନ୍ତ୍ରୀ: ସୂଚନା ଫଳକ ନଥିବା ନେଇ ବିରକ୍ତି [caption id="attachment_10895" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର, ବଡମ୍ବା, ଆଠଗଡ, ବାଙ୍କି ଓ ନରସିଂହପୁର ଅଞ୍ଚଳରେ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା ଚାଲୁରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବିଭାଗୀୟ ମୁଖ୍ୟ ଇଂ. ବସନ୍ତ କୁମାର ରାଉତ ସମୀକ୍ଷା…

ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ

ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ [caption id="attachment_10892" align="alignnone" width="267"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ଅନ୍ତଗର୍ତ ୫ ନମ୍ବର ୱାର୍ଡସ୍ଥିତ ବ୍ରାହ୍ମଣସାହିରେ ପ୍ରଥମ କରି ଚାନ୍ଦି ମେଢ଼ରେ ବିଘ୍ନରାଜ ଗଣପତିଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଏହି ସାହିରେ ଗଣେଷ ଓ ମହାଲକ୍ଷ୍ମୀଙ୍କ ମେଢ ପ୍ରସ୍ତୁତ କରି ମହାସମାରୋହରେ ପୂଜାନୀତି କରିବା ସହ ବିଶାଳ…

ବିଜେଡି ପକ୍ଷରୁ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଦଳରୁ ବହିଷ୍କାର ହେଲେ ଦୁଇ ବିଧାୟକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେଡି ପକ୍ଷରୁ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଦଳରୁ ବହିଷ୍କାର ହେଲେ ଦୁଇ ବିଧାୟକ

ବିଜେଡି ପକ୍ଷରୁ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଦଳରୁ ବହିଷ୍କାର ହେଲେ ଦୁଇ ବିଧାୟକ [caption id="attachment_10889" align="alignnone" width="300"] News by Smruti Ranjan Tripathy (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ବିଜେଡି ନିରବଚ୍ଛିନ୍ନ ଭାବେ ସ୍ଥାୟୀ ସରକାର ଚଳାଉଥିବାବେଳେ ଦଳର କିଛି ଛାମୁଆ ନେତା ତଥା ବିଧାୟକ ଦଳରେ ବିଶୃଙ୍ଖଳା ଆଚରଣ ନିମନ୍ତେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳର ବିଭିନ୍ନ ପଦପଦବୀରେ ଥାଇ ମଧ୍ୟ ଏହି…

ଆଶାକର୍ମୀଙ୍କ ମାସିକ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବିରେ ସେପ୍ଟେମ୍ବର ୨୮ତାରିଖରୁ ଅନିର୍ଦ୍ଧିଷ୍ଟକାଳ ବିଧାନସଭା ଘେରାଉ

ଆଶାକର୍ମୀଙ୍କ ମାସିକ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବିରେ ସେପ୍ଟେମ୍ବର ୨୮ତାରିଖରୁ ଅନିର୍ଦ୍ଧିଷ୍ଟକାଳ ବିଧାନସଭା ଘେରାଉ [caption id="attachment_10885" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର (ଏନ୍‌.ଏମ୍‌.): ଆଶାକର୍ମୀଙ୍କ ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବିରେ ସେପ୍ଟେମ୍ବର ୨୮ତାରିଖରୁ ଅନିର୍ଦ୍ଧିଷ୍ଟକାଳ ବିଧାନସଭା ଘେରାଉ ସଫଳ କରିବା ନିମନ୍ତେ ଆଜି ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ଆହ୍ୱାନ ଦିଆଯାଇଛି । ଆଶାକର୍ମୀ…

ତିଗିରିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜୀବନ ଜଣେ ଗୁରୁତର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ତିଗିରିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜୀବନ ଜଣେ ଗୁରୁତର

ତିଗିରିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜୀବନ ଜଣେ ଗୁରୁତର [caption id="attachment_10881" align="alignnone" width="300"] News by Maheswar Behera (Athagarh)[/caption] #ତିଗିରିଆ(ଏନ୍‌.ଏମ୍‌.): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ତିଗିରିଆ ନୂଆସଡକ ଛକ ନିକଟରେ କାର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ଘଟିବା ଦ୍ୱାରା ୪ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ଦୁର୍ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର…

ବେଆଇନ ନିଶା ଓ ବନ୍ୟଜନ୍ତ୍ୟୁ ଅବଶେଷ କାରବାରର ପର୍ଦ୍ଦାଫାସ କଲା ଏସଟିଏଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବେଆଇନ ନିଶା ଓ ବନ୍ୟଜନ୍ତ୍ୟୁ ଅବଶେଷ କାରବାରର ପର୍ଦ୍ଦାଫାସ କଲା ଏସଟିଏଫ

ବେଆଇନ ନିଶା ଓ ବନ୍ୟଜନ୍ତ୍ୟୁ ଅବଶେଷ କାରବାରର ପର୍ଦ୍ଦାଫାସ କଲା ଏସଟିଏଫ ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ବେଆଇନ ଔଷଧ କାରବାର ବଢ଼ିବାରେ ଲାଗିଛି । ନକଲି ଔଷଧ ସାଙ୍ଗକୁ ବିଭିନ୍ନ ନିଶା କାରବାର ମଧ୍ୟ ବୃଦ୍ଧି ପାଉଥିବାବେଳେ ଏହାକୁ ଦମନ କରିବା ନିମନ୍ତେ ଏସଟିଏଫ ଟିମ ସଜାଗ ହୋଇ ଉଠିଛି । ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଖବର ପାଇ ଏସଟିଏଫ ପକ୍ଷରୁ ୧୫୭ନମ୍ବର ଜାତୀୟ ରାଜପଥ ଚାରିଛକ-ଫୁଲବାଣୀ ରାସ୍ତାର ବୌଦ୍ଦ…

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର #ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମ ପ୍ରାଙ୍ଗଣରେ କଟକ ଦକ୍ଷିଣ ଡାକମଣ୍ଡଳ ତରଫରୁ ଜଗତସିଂହପୁର ଉପ ମଣ୍ଡଳର ସହକାରି ଡାକ ଅଧିକ୍ଷକ ବ୍ରଜେନ୍ଦ୍ର ହେମ୍ବ୍ରମଙ୍କ ତତ୍ତ୍ୱାବଧାନରେ ଏକ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟତଃ ଜଗତସିଂହପୁର ଡବ୍ଲୁଟିସି ପ୍ରଶିକ୍ଷକ ବେଣୁଧର…

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଚେତାବନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଚେତାବନୀ

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଚେତାବନୀ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଷଡ଼ଯନ୍ତ୍ରରୁ ବାହାରି ସ୍କିମେଟିକ୍ କର୍ମଚାରୀ ଓ ଶିକ୍ଷକଙ୍କୁ ସ୍ଥାୟୀ ଓ ୨୦୧୩ ପୂର୍ବ ଶିକ୍ଷକ କର୍ମଚାରୀଙ୍କ ଠିକା ସମୟକୁ ମୂଳ ଚାକିରିରେ ଗଣନା କରନ୍ତୁ, ନଚେତ୍ ଆନ୍ଦୋଳନ ତୀବ୍ର ହେବ : ମହାସଂଘ [caption id="attachment_10870" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): କେତେକ ଦାବି ନେଇ ଓଡ଼ିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘର…

ମହାନଦୀରେ ବନ୍ୟା: ଭାସିଆସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମହାନଦୀରେ ବନ୍ୟା: ଭାସିଆସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ

ମହାନଦୀରେ ବନ୍ୟା: ଭାସିଆସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ [caption id="attachment_10867" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ହୀରାକୁଦ ଜଳଭଣ୍ଡାରର ବାମପଟରୁ ୧୬ଟି ଦକ୍ଷିଣ ପଟରେ୧୦ଟି ମୋଟ ୨୬ଟି ଗେଟ ଯୋଗେ ଜଳଭଣ୍ଡାରରୁ ଉଦ୍‌ବୁଦ୍ଦ ଜଳ ନିଷ୍କାସିନ ଚାଲିଥିବା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସଂଧ୍ୟା ସୁଧା ଜଳଭଣ୍ଡାରକୁ ୨,୯୬,୬୬୫ କ୍ୟୁସେକ୍ ଜଳ ପ୍ରବେଶ…

ମହାନଦୀ ବନ୍ୟାରେ ଭାସିଆସିଛନ୍ତି କିଛି ଲୋକ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ଉଦ୍ୟମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀ ବନ୍ୟାରେ ଭାସିଆସିଛନ୍ତି କିଛି ଲୋକ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ଉଦ୍ୟମ

ମହାନଦୀ ବନ୍ୟାରେ ଭାସିଆସିଛନ୍ତି କିଛି ଲୋକ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ଉଦ୍ୟମ [caption id="attachment_10863" align="alignnone" width="261"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି ମହାନଦୀରେ ବନ୍ୟାଜଳ ଆସିବା ଦ୍ୱାରା ନଦୀ ସମ୍ପୂର୍ଣ୍ଣ ଫୁଲି ଉଠିଛି । ତେବେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ପଡ଼ିଥିବାବେଳେ କିଛି ଲୋକ ଭାସିଯାଇଥିବା ଜଣାପଡ଼ିଛି । ସୌଭାଗ୍ୟକ୍ରମେ ସେମାନେ ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତ ସିମିଳିହାଣ୍ଡସ୍ଥିତ ନନ୍ଦୀକେଶ୍ୱରୀ…

ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘ ପକ୍ଷରୁ ଆନ୍ଦୋଳନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘ ପକ୍ଷରୁ ଆନ୍ଦୋଳନ

ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘ ପକ୍ଷରୁ ଆନ୍ଦୋଳନ [caption id="attachment_10860" align="alignnone" width="300"] News by Smruti Ranjan Tripathy (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଭିନ୍ନ ଦାବି ନେଇ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅଧିନରେ କାର୍ଯ୍ୟରତ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀମାନେ ବର୍ଷ ବର୍ଷ ଧରି ୬ ମାସିଆ ଠିକା…

ଶିଶୁ ଅଧିକାର ଆଇନ ଶୀର୍ଷକ କର୍ମଶାଳା: ‘ପୁଲିସ ଅଧିକାରୀମାନେ ଶିଶୁମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ’
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଶିଶୁ ଅଧିକାର ଆଇନ ଶୀର୍ଷକ କର୍ମଶାଳା: ‘ପୁଲିସ ଅଧିକାରୀମାନେ ଶିଶୁମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ’

ଶିଶୁ ଅଧିକାର ଆଇନ ଶୀର୍ଷକ କର୍ମଶାଳା: ‘ପୁଲିସ ଅଧିକାରୀମାନେ ଶିଶୁମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ’ [caption id="attachment_10857" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଶିଶୁମାନଙ୍କ ସମ୍ବନ୍ଧିତ ବିଭିନ୍ନ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ପୁଲିସ ଅଧିକାରୀମାନେ ସମ୍ବେଦନଶୀଳତାର ସହ ପଦକ୍ଷେପ ନେବା ଉଚିତ୍ । ପୁଲିସ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ଅଧିକ ସଚେତନ ତଥା ସମ୍ବେଦନଶୀଳ କରାଇବା ନିମନ୍ତେ…

ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ ଉଦ୍‌ଘାଟିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ ଉଦ୍‌ଘାଟିତ

ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ ଉଦ୍‌ଘାଟିତ ଖୁବଶିଘ୍ର ବଦଳିବ କଟକର ରୂପରେଖ: ମୁଖ୍ୟମନ୍ତ୍ରୀ [caption id="attachment_10854" align="alignnone" width="300"] News by Umakanta Jena (Ctc)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଖାନନଗର ଠାରେ ନବ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲ (ସିଏନବିଟି) ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଏନବିଟିକୁ ଉଦ୍‌ଘାଟନ କରିବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି…

କଖଡ଼ି ପଞ୍ଚାୟତରେ କୃଷି ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଖଡ଼ି ପଞ୍ଚାୟତରେ କୃଷି ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ

କଖଡ଼ି ପଞ୍ଚାୟତରେ କୃଷି ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ [caption id="attachment_10850" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡି ପଞ୍ଚାୟତ ଠାରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ କଖଡି ଠାରୁ କପୁରି ସିଂ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ଓ ସମ୍ପସାରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ତେବେ କଟକ ପୁରୁଣା…

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ [caption id="attachment_10847" align="alignnone" width="300"] News by Aditya Paital (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସାରା ରାଜ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଏଆଇଡିଏସ୍‌ଓ ରାଜ୍ୟ କମିଟିର ଆହ୍ୱାନ କ୍ରମେ ସାରା ଓଡ଼ିଶା ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ସଂଗଠନର ଭୁବନେଶ୍ୱର ସିଟି କମିଟି ପକ୍ଷରୁ ଏକ ବିକ୍ଷୋଭ ରାଜ୍ୟ ସଚିବାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।…

ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ

ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ [caption id="attachment_10843" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ କେବଳ ଶୁଦ୍ଧ ପାନୀୟ ଜଳ ନୁହେଁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ପାନୀୟ ଜଳ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ସିଏମସି ୫୩ନମ୍ବର ୱାର୍ଡ ଦରଖାପାଟଣା ଅନ୍ତର୍ଗତ କଲ୍ୟାଣୀନଗର ସ୍ଥିତ ନାରାୟଣୀ ହସ୍ପିଟାଲ…

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ [caption id="attachment_10840" align="alignnone" width="300"] News by Padmalochan Mishra (Cuttack)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ‘ଓଡିଶା ଫାର୍ମାସିଷ୍ଟ ସେବା ସଂଘ’ ପକ୍ଷରୁ ସାରା ଓଡିଶାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କ ବିଭିନ୍ନ ଦାବି ଯଥା ଗ୍ରେଡ ପେ ୨୩୦୦ଟଙ୍କା ରୁ ୨୮୦୦ଟଙ୍କାକୁ ବୃଦ୍ଧି ସହିତ କ୍ୟାଡର ପୁନଃ ଗଠନ ୨୦୧୩ ମସିହା ପୂର୍ବ ଫାର୍ମାସିଷ୍ଟମାନଙ୍କ ବରିଷ୍ଠତା ଓ…

ଆରପାରିରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆରପାରିରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ

ଆରପାରିରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ [caption id="attachment_10835" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର/କଟକ(ଏନ୍‌.ଏମ୍‌.): ଦିନେ କଲମ ମୂନରେ ଜାତୀୟତାବୋଧ ସୃଷ୍ଟି କରିବା ସହ ସାଧାରଣ ଗରିବ ନିଷ୍ପେସିତମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ବରିଷ୍ଠ ସାମ୍ବାଦିକ ମନୋଜ ଦାସଙ୍କ କଲମ ଆଜି ଥକି ପଡ଼ିଛି । ସେ ଶୋଇ ଯାଇଛନ୍ତି ଚିରନିଦ୍ରାରେ । ସାଜିଛନ୍ତି ଅଫେରା ପଥର ପଥିକ । ଚୌଦ୍ୱାର…