କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା

କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା [caption id="attachment_4155" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): ପୂର୍ବତନ ରାଜ୍ୟ ଯୁବ ଜନତା ଦଳର ସାଧାରଣ ସଂପାଦକ ଅଶି ଦଶକର ଲଢୁଆ ଛାତ୍ର ନେତା ଆଇନଜୀବୀ ସତ୍ୟ ମହାନ୍ତି ଏବଂ କଟକ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଫିରୋଜ ଖୁଣ୍ଟିଆ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ସେଲଟର ଛକ ସ୍ଥିତ…

ସିଏମସି ନିର୍ବାଚନ ପାଇଁ ୫୯ଟି ୱାର୍ଡ଼ରେ ମୋଟ- ୨୯୫ କର୍ପୋରେଟର ଓ ୨୨ଜଣ ମେୟର ପ୍ରାର୍ଥୀ : ମାର୍ଚ୍ଚ ୯ରେ ଯାଞ୍ଚ, ୧୪ରେ ପ୍ରତ୍ୟାହାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ନିର୍ବାଚନ ପାଇଁ ୫୯ଟି ୱାର୍ଡ଼ରେ ମୋଟ- ୨୯୫ କର୍ପୋରେଟର ଓ ୨୨ଜଣ ମେୟର ପ୍ରାର୍ଥୀ : ମାର୍ଚ୍ଚ ୯ରେ ଯାଞ୍ଚ, ୧୪ରେ ପ୍ରତ୍ୟାହାର

ସିଏମସି ନିର୍ବାଚନ ପାଇଁ ୫୯ଟି ୱାର୍ଡ଼ରେ ମୋଟ- ୨୯୫ କର୍ପୋରେଟର ଓ ୨୨ଜଣ ମେୟର ପ୍ରାର୍ଥୀ ମାର୍ଚ୍ଚ ୯ରେ ଯାଞ୍ଚ, ୧୪ରେ ପ୍ରତ୍ୟାହାର କଟକ(ଏନ୍‌.ଏମ୍‌.): ସିଏମସି ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ତେବେ ୫୯ଟି ୱାର୍ଡ଼ ବିଶିଷ୍ଟ କଟକ ମହାନଗର ନିଗମରେ ବିଭିନ୍ନ ୱାର୍ଡ଼ରେ ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଶେଷ କରି ବିଭିନ୍ନ ଦଳରୁ ଟିକେଟ ପାଇବା ପାଇଁ…

ପୌରାଞ୍ଚଳ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ : ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ହେବ ପିଙ୍କ ଓ ଆଦର୍ଶ ମତଦାନ କେନ୍ଦ୍ର
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ପୌରାଞ୍ଚଳ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ : ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ହେବ ପିଙ୍କ ଓ ଆଦର୍ଶ ମତଦାନ କେନ୍ଦ୍ର

ପୌରାଞ୍ଚଳ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ : ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ହେବ ପିଙ୍କ ଓ ଆଦର୍ଶ ମତଦାନ କେନ୍ଦ୍ର [caption id="attachment_4145" align="alignnone" width="300"] ରିପୋର୍ଟ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ(ଏନ୍‌.ଏମ୍‌.): ପୁରୀ ଜିଲ୍ଲାର ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ପୌର ନିର୍ବାଚନ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ନଗର କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ନଗର କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ନଗର କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ [caption id="attachment_4138" align="alignnone" width="300"] ଫଟୋ- ଚନ୍ଦନ[/caption] କଟକ (ଏନ.ଏମ୍‌.): ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆଜି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସଇଦାନୀବଗିଚା ସ୍ଥିତ କଂଗ୍ରେସ କାର‌୍ୟ୍ୟାଳୟ ପରିସରରେ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ପୌରହିତ୍ୟ କରି ଆଗାମୀ…

କେନ୍ଦ୍ରାପଡ଼ା ପୌର ନିର୍ବାଚନ: ନିର୍ବାଚନ ମୈଦାନରେ ୫ ପୌରାଧ୍ୟକ୍ଷାଙ୍କ ସହ ୯୮ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କେନ୍ଦ୍ରାପଡ଼ା ପୌର ନିର୍ବାଚନ: ନିର୍ବାଚନ ମୈଦାନରେ ୫ ପୌରାଧ୍ୟକ୍ଷାଙ୍କ ସହ ୯୮ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ

କେନ୍ଦ୍ରାପଡ଼ା ପୌର ନିର୍ବାଚନ: ନିର୍ବାଚନ ମୈଦାନରେ ୫ ପୌରାଧ୍ୟକ୍ଷାଙ୍କ ସହ ୯୮ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ କେନ୍ଦ୍ରାପଡ଼ା(ଆହ୍ଲାଦ ମହାନ୍ତି): ଆସନ୍ତା ୨୪ତାରିଖରେ ହେବାକୁ ଥିବା କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲ୍‌ଟି ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ ଆଜି ଶେଷ ହୋଇଛି । ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷା ପଦବୀ ପାଇଁ ୫ଜଣ ଓ ୨୧ଟି ୱାର୍ଡ କାଉନ୍‌ସିଲର ପଦବୀ ପାଇଁ ମୋଟି ୯୮ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଶେଷ ଦିନରେ ମ୍ୟୁନିସ୍‌ପାଲ୍‌ଟି କାର୍ଯ୍ୟାଳୟରେ ବେଶ…

ସଂକ୍ରମଣ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା- ରାଜ୍ୟ ନିର୍ବାଚନ କମିଶନର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସଂକ୍ରମଣ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା- ରାଜ୍ୟ ନିର୍ବାଚନ କମିଶନର

ସଂକ୍ରମଣ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା- ରାଜ୍ୟ ନିର୍ବାଚନ କମିଶନର ଭୁବନେଶ୍ୱର(ଏନ୍‌.ଏମ୍‌.): ପୌର ନିର୍ବାଚନ ପ୍ରଚାରରେ କୌଣସି କୋଭିଡ୍ କଟକଣା ରହିବ ନାହିଁ । ତେଣୁ ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ । ସମ୍ପ୍ରତି ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବା ନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି । ମାତ୍ର ଆଗକୁ ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ…

ବିଜେପିରେ ମିଶିଲେ ଦେବଗଡ଼ ରାଜ ପରିବାରର ସଦସ୍ୟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜେପିରେ ମିଶିଲେ ଦେବଗଡ଼ ରାଜ ପରିବାରର ସଦସ୍ୟ

ବିଜେପିରେ ମିଶିଲେ ଦେବଗଡ଼ ରାଜ ପରିବାରର ସଦସ୍ୟ ଦେବଗଡ଼(ଏନ୍‌.ଏମ୍‌.): ରାଜ୍ୟରେ ଦିନକୁ ଦିନ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନନୀତିରେ ବହୁ ଜନସାଧାରଣ ଅନୁପ୍ରାଣିତ ହେବା ସହ ବିଜେପିକୁ ଭଲ ପାଇବା ମଧ୍ୟ ବଢ଼ିଛି । ପୂର୍ବରୁ ପଶ୍ଚିମ ଓଡ଼ିଶାରେ ବିଜେପି ଅଧିକ ଲୋକପ୍ରିୟତା ଥିବାବେଳେ ପରବର୍ତ୍ତୀ ସମୟରେ ଧିରେ ଧିଲେ ଲୋକପ୍ରିୟତା ହରାଇଥିଲା । ମାତ୍ର ଏବେ ବିଜେପି…

ଘନେଇଲା କଟକ ମହାନଗର ନିର୍ବାଚନ ମାହୋଲ: ଚର୍ଚ୍ଚାରେ କର୍ପୋରେଟର ଓ ମେୟର ପ୍ରାର୍ଥୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଘନେଇଲା କଟକ ମହାନଗର ନିର୍ବାଚନ ମାହୋଲ: ଚର୍ଚ୍ଚାରେ କର୍ପୋରେଟର ଓ ମେୟର ପ୍ରାର୍ଥୀ

ଘନେଇଲା କଟକ ମହାନଗର ନିର୍ବାଚନ ମାହୋଲ: ଚର୍ଚ୍ଚାରେ କର୍ପୋରେଟର ଓ ମେୟର ପ୍ରାର୍ଥୀ [caption id="attachment_4118" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମ ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ସମସ୍ତ ୱାର୍ଡ଼ରେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ କଂଗ୍ରେସ କିଛି ୱାର୍ଡ଼ରେ ବାମଦଳକୁ ସାଙ୍ଗରେ ରଖି ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ବିଜେପି ଓ ବିଜେଡି…

ତେଜିଲା ବିଜେଡିରେ ଅସନ୍ତୋଷ: ବିଶିଷ୍ଟ ନେତା କେଦାର ପୃଷ୍ଟି ଏବେ କଂଗ୍ରେସ ଶିବିରରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତେଜିଲା ବିଜେଡିରେ ଅସନ୍ତୋଷ: ବିଶିଷ୍ଟ ନେତା କେଦାର ପୃଷ୍ଟି ଏବେ କଂଗ୍ରେସ ଶିବିରରେ

ତେଜିଲା ବିଜେଡିରେ ଅସନ୍ତୋଷ: ବିଶିଷ୍ଟ ନେତା କେଦାର ପୃଷ୍ଟି ଏବେ କଂଗ୍ରେସ ଶିବିରରେ [caption id="attachment_4111" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ବିଜୁଜନତା ଦଳର ଟାଣୁଆନେତା ତଥା ପୂର୍ବତନ କର୍ପୋରେଟର କେଦାର ପୃଷ୍ଟି ଆଜି କଂଗ୍ରେସ ଶିବିରରେ ପହଞ୍ôଚ ଯାଇଛନ୍ତି । ସେ ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ବିଜେଡିରେ ଚାଲିଥିବା ତୀବ୍ର ଅନ୍ତର୍ଦ୍ୱନ୍ଦ୍ୱ, ତଥା ନିଷ୍ଠାପର କର୍ମୀଙ୍କୁ ଦଳରେ କୋଣଠେସା କରାଯିବା…

୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥି ଘୋଷଣା ପରେ ନିରାଶ ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥି ଘୋଷଣା ପରେ ନିରାଶ ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ଅସନ୍ତୋଷ

୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥି ଘୋଷଣା ପରେ ନିରାଶ ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ଅସନ୍ତୋଷ କଟକ(ଏନ୍‌.ଏମ୍‌.): ସିଏମସି ନିର୍ବାଚନ ପାଇଁ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥିଙ୍କ ତାଲିକା ଲମ୍ବା ଥିବାବେଳେ ନାମ ଘୋଷଣା ପରେ ଏବେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ ବିଶେଷ କରି ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ଏହି ଅସନ୍ତୋଷ ତିବ୍ରତର ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ନାମାଙ୍କନପତ୍ର…

କର୍ପୋରେଟର ପ୍ରାର୍ଥିନୀ ମମତା ନାୟକଙ୍କ ନାମାଙ୍କନ ପତ୍ର ଦାଖଲ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କର୍ପୋରେଟର ପ୍ରାର୍ଥିନୀ ମମତା ନାୟକଙ୍କ ନାମାଙ୍କନ ପତ୍ର ଦାଖଲ

କର୍ପୋରେଟର ପ୍ରାର୍ଥିନୀ ମମତା ନାୟକଙ୍କ ନାମାଙ୍କନ ପତ୍ର ଦାଖଲ ଜଗତପୁର(ଏନ୍‌.ଏମ୍‌.): ଚଳିତ କଟକ ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥି ପତ୍ର ଦାଖଲ ଚତୁର୍ଥ ଦିନରେ ଜଗତପୁର ଅନତର୍ଗତ ଦୁଇ ଗୋଟି ୱାର୍ଡ ମଧ୍ୟରୁ ପ୍ରଥମ କରି ୪୮ ନମ୍ବର ୱାର୍ଡର ଜଣେ ମହିଳା ସ୍ୱାଧିନ ପ୍ରାଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ୱାର୍ଡଟି ସଂରକ୍ଷିତ ମହିଳାଙ୍କ ନିମନ୍ତେ ଆସନ ହୋଇଥିବାରୁ ପୁରୁଣା ଜଗତପୁର ଗ୍ରାମର ମମତା…

ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା: କଟକରେ ସୁବାସ, ବ୍ରହ୍ମପୁରରେ ସଂଘମିତ୍ରା, ଭୁବନେଶ୍ୱରରେ ସୁଲୋଚନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା: କଟକରେ ସୁବାସ, ବ୍ରହ୍ମପୁରରେ ସଂଘମିତ୍ରା, ଭୁବନେଶ୍ୱରରେ ସୁଲୋଚନା

ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା: କଟକରେ ସୁବାସ, ବ୍ରହ୍ମପୁରରେ ସଂଘମିତ୍ରା, ଭୁବନେଶ୍ୱରରେ ସୁଲୋଚନା ବିରୋଧୀ ଶିବିରରେ ସ୍ୱତନ୍ତ୍ର ରଣନୀତି: ବିଜେପିରେ ତେଜୁଛି ଅସନ୍ତୋଷ ଭୁବନେଶ୍ୱର/କଟକ(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ବିଜେଡି ରାଜ୍ୟର ୩ଟି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାକୁ…

ସିଏମସି ନିର୍ବାଚନ: ଦାଖଲ ହେଲା ୭ଟି ପ୍ରାର୍ଥୀପତ୍ର, ପ୍ରାର୍ଥୀପତ୍ର କ୍ରୟ ଦାଖଲର ତୃତୀୟ ଦିନରେ୧୧୧ଜଣ କର୍ପୋରେଟର ଓ ୨ଜଣ ମେୟର ପାଇଁ କିଣିଲେ ନାମାଙ୍କନପତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ନିର୍ବାଚନ: ଦାଖଲ ହେଲା ୭ଟି ପ୍ରାର୍ଥୀପତ୍ର, ପ୍ରାର୍ଥୀପତ୍ର କ୍ରୟ ଦାଖଲର ତୃତୀୟ ଦିନରେ୧୧୧ଜଣ କର୍ପୋରେଟର ଓ ୨ଜଣ ମେୟର ପାଇଁ କିଣିଲେ ନାମାଙ୍କନପତ୍ର

ସିଏମସି ନିର୍ବାଚନ: ଦାଖଲ ହେଲା ୭ଟି ପ୍ରାର୍ଥୀପତ୍ର, ପ୍ରାର୍ଥୀପତ୍ର କ୍ରୟ ଦାଖଲର ତୃତୀୟ ଦିନରେ୧୧୧ଜଣ କର୍ପୋରେଟର ଓ ୨ଜଣ ମେୟର ପାଇଁ କିଣିଲେ ନାମାଙ୍କନପତ୍ର [caption id="attachment_4071" align="alignnone" width="300"] ଫଟୋ - ଚନ୍ଦନ[/caption] କଟକ(ଏନ୍‌.ଏମ୍‌.): କଟକରେ ପୌର ନିର୍ବାଚନ ପାଇଁ ଅବଗଣନା ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ନାମାଙ୍କନପତ୍ର କ୍ରୟ ଓ ଦାଖଲ ଗତ ୨ତାରିଖରୁ ଜାରି ରହିଛି । ତେବେ ଦୁଇ ଦିନ ମଧ୍ୟରେ ଶତାଧିକ ପ୍ରାର୍ଥୀ ନାମାଙ୍କନପତ୍ର…

କଟକରେ ପୌର ନିର୍ବାଚନ: ନାମାଙ୍କନର ୨ଦିନ ପରେ ବି ତୁଟୁନି ପ୍ରାର୍ଥୀ ବଛା ଅଡ଼ୁଆ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କଟକରେ ପୌର ନିର୍ବାଚନ: ନାମାଙ୍କନର ୨ଦିନ ପରେ ବି ତୁଟୁନି ପ୍ରାର୍ଥୀ ବଛା ଅଡ଼ୁଆ

କଟକରେ ପୌର ନିର୍ବାଚନ: ନାମାଙ୍କନର ୨ଦିନ ପରେ ବି ତୁଟୁନି ପ୍ରାର୍ଥୀ ବଛା ଅଡ଼ୁଆ କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ପୌର ନିର୍ବାଚନରେ ମେୟର/ ଚେୟାରମ୍ୟାନ ସିଧାସଳଖ ମତଦାନ ହେବ । ତେଣୁ ପୂର୍ବ ନିର୍ବାଚନ ଭଳି କର୍ପୋରେଟର/କାଉନସିଲର ମାନଙ୍କ ମଧ୍ୟରୁ ମେୟର/ଚେୟାରମ୍ୟାନ ବଛା ବଛି କରିବାକୁ ପଡ଼ୁନଥିବାରୁ ଭୋଟର ମାନେ ଉଭୟପ୍ରାର୍ଥୀଙ୍କୁ ସିଧାସଳଖ ମତଦାନ କରିବେ ।…

ସିଏମସି ନିର୍ବାଚନପାଇଁ ଏସ୍‌.ୟୁ.ସି.ଆଇ(ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ନିର୍ବାଚନପାଇଁ ଏସ୍‌.ୟୁ.ସି.ଆଇ(ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟ

ସିଏମସି ନିର୍ବାଚନପାଇଁ ଏସ୍‌.ୟୁ.ସି.ଆଇ(ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟ [caption id="attachment_4060" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମହାନଗର ନିଗମ ନିର୍ବାଚନ ପାଇଁ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସଭ୍ୟ ତଥା ରାଜ୍ୟର ଜଣାଶୁଣା ଛାତ୍ରନେତ୍ରୀ ବବି ବଳବନ୍ତରାୟଙ୍କୁ ମେୟର ପ୍ରାର୍ଥୀ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗାନ୍ଧୀଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳପକ୍ଷରୁ ଘୋଷଣା କରାଯାଇଛି । ଦଳ…

କଟକରେ କଂଗ୍ରେସରେ ମିଶ୍ରଣ ପର୍ବ

କଟକରେ କଂଗ୍ରେସରେ ମିଶ୍ରଣ ପର୍ବ [caption id="attachment_4056" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ.ଏମ୍‌.): ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ମହାନଗର ନିଗମ ନିର୍ବାଚନରେ କଂଗ୍ରେସ, ସିପିଆଇ ଓ ସିପିଏମ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ଆଜି ଅନୁଷ୍ଠାନିକ ଭାବେ କଂଗ୍ରେସ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏହି ଉପଲକ୍ଷେ ସାଇଦାନୀ ବଗିଚା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବାରବାଟୀ-କଟକ ବିଧାୟକ ଇଂ.…

କଟକ ମହାନଗର ୨୯ ନମ୍ବର ୱାର୍ଡ କଂଗ୍ରେସ କର୍ମୀ ସମାବେଶ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କଟକ ମହାନଗର ୨୯ ନମ୍ବର ୱାର୍ଡ କଂଗ୍ରେସ କର୍ମୀ ସମାବେଶ

କଟକ ମହାନଗର ୨୯ ନମ୍ବର ୱାର୍ଡ କଂଗ୍ରେସ କର୍ମୀ ସମାବେଶ [caption id="attachment_4045" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ମହାନଗର ୨୯ନମ୍ବର ୱାର୍ଡ କଂଗ୍ରେସ କମିଟିର ଏକ କର୍ମୀ ସମାବେଶ ସ୍ଥାନୀୟ ପିଠାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ବାଳକୃଷ୍ଣ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାବେଶରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ବୁଥସ୍ତରରେ କମିଟିମାନ ଗଠନ କରିବା ପାଇଁ ଗୁରୁତ୍ୱ ଦେବା…

ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ

ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ [caption id="attachment_4028" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଜଗତପୁର (ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜଗତପୁରସ୍ଥିତ ଆଇବି ରୋଡ ଜେମାମଣି ମଣ୍ଡପରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଏମସି ନିର୍ବାଚନରେ ବିଜୁ ଜନତା ଦଳର…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜନସମର୍ଥନ ଜାହିର କରୁଛି ବିଜେଡି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜନସମର୍ଥନ ଜାହିର କରୁଛି ବିଜେଡି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜନସମର୍ଥନ ଜାହିର କରୁଛି ବିଜେଡି [caption id="attachment_3980" align="alignnone" width="300"] (ଫାଇଲ ଫଟୋ)[/caption] କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜର ଦବଦବା ଦେଖାଇ ପାରିଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଥିବାବେଳେ ଏଥର କିନ୍ତୁ ଜନତା ଜନାର୍ଦ୍ଦନ ବିଜେଡି ପ୍ରତି ଆକର୍ଷିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଭୋଟ ଗଣତିରେ ବିଜେପି ଓ…

ପୌର ନିର୍ବାଚନରେ ସିଏମସି ୪୯ନମ୍ବର ୱାର୍ଡ : ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ବିଜେପି ଖୋଜୁଛି ସତ୍ତା, ବିଜୟ ଲକ୍ଷ୍ୟରେ କଂଗ୍ରେସ !
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପୌର ନିର୍ବାଚନରେ ସିଏମସି ୪୯ନମ୍ବର ୱାର୍ଡ : ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ବିଜେପି ଖୋଜୁଛି ସତ୍ତା, ବିଜୟ ଲକ୍ଷ୍ୟରେ କଂଗ୍ରେସ !

ପୌର ନିର୍ବାଚନରେ ସିଏମସି ୪୯ନମ୍ବର ୱାର୍ଡ : ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ, ବିଜେପି ଖୋଜୁଛି ସତ୍ତା, ବିଜୟ ଲକ୍ଷ୍ୟରେ କଂଗ୍ରେସ ! ଜଗତପୁର(ଏନ୍‌.ଏମ୍‌.): ଆସନ୍ତା ପୌରନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଆୟୁକ୍ତ ତାରିଖ ଘୋଷଣା କରିବା ପରେ ଏବେ କଟକ ମହାନଗର ନିଗମରେ ବିଭିନ୍ନ ଦଳୀୟ ଶିବିରରେ ବିଗୁଲ ବାଜିବା ଆରମ୍ଭ ହୋଇଛି । କେଉଁ ୱାର୍ଡ଼ରେ କେଉଁଦଳ କାହାକୁ ପ୍ରାର୍ଥୀ କରାଇବ ସେ ନେଇ ଅଙ୍କକଷା ମଧ୍ୟ ଆରମ୍ଭ…