ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର [caption id="attachment_4648" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି କଟକ ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବିଦ୍ୟୁତ ବିଭାଗର ବେପରୁଆ ତଥା ଶୋଷଣ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଘରୋଇ ସଂସ୍ଥାମାନଙ୍କ ହାତରେ ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ ଟେକି ଦେଇ ସରକାର ପରୋକ୍ଷରେ ଜନସାଧାରଣଙ୍କୁ ଶୋଷଣ କରୁଥିବା ଭଳି…

ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ

ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୯ ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ ରେଳବାଇ ଜମିରେ ପାଚେରୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଏବେ ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ରେଳବାଇ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଥିବାବେଳେ ଏବେ ବସ୍ତିବାସିନ୍ଦା କେଉଁଠି ରହିବେ ସେ ନେଇ ଚିନ୍ତା ବଢ଼ିଯାଇଛି । ସୂଚନା ଅନୁଯାୟୀ,…

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା
Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା [caption id="attachment_4613" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୋଧରେ ଆଜି ଭାରତୀୟ ମଜଦୁର ସଂଘ ଆନୁକୂଲ୍ୟରେ ଏନଆରଆରଆଇ କଣ୍ଟ୍ରାକ୍ଟ େଽର ୟୁନିୟନର ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଠିକା ଶ୍ରମିକ ଶୋଷଣ ଦିନକୁ ଦିନ ବଢ଼ି…

ଅବହେଳିତ ବଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ,  ଟିପିସିଓଡିଏଲର ବିଚିତ୍ର ନୀତି: ଗୋଟିଏ ମାସର ୧୩ ୟୁନିଟ ବିଦ୍ୟୁତକୁ ୬୨ହଜାର ଟଙ୍କାର ବିଲ୍‌
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅବହେଳିତ ବଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଟିପିସିଓଡିଏଲର ବିଚିତ୍ର ନୀତି: ଗୋଟିଏ ମାସର ୧୩ ୟୁନିଟ ବିଦ୍ୟୁତକୁ ୬୨ହଜାର ଟଙ୍କାର ବିଲ୍‌

ଅବହେଳିତ ବଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ ଟିପିସିଓଡିଏଲର ବିଚିତ୍ର ନୀତି: ଗୋଟିଏ ମାସର ୧୩ ୟୁନିଟ ବିଦ୍ୟୁତକୁ ୬୨ହଜାର ଟଙ୍କାର ବିଲ୍‌ [caption id="attachment_4567" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ୍‌.ଏମ୍‌.): ଜଗତପୁରସ୍ଥିତ ବଟେଶ୍ୱର ସରକାରୀ ପ୍ରାଥମିକ ଦିଦ୍ୟାଳୟରେ (ଟିପିସିଓଡିଏଲ) ବିଦ୍ୟୁତ ବିଭାଗର ମାସକର ମାତ୍ର ୧୩ ୟୁନିଟକୁ ୬୧ ହଜାର ୮୦୫ଟଙ୍କା ବିଲ୍ ମିଳିଛି । ଆଉ ଏପଟେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର…

ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ

ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ରାଜ୍ୟ ଘରୋଇ ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ବିକ୍ଷୋଭ କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ଘରୋଇ ଡ୍ରାଇଭରମାନେ ବହୁସଂଖ୍ୟାରେ ଧାରଣାରେ ସାମିଲ ହୋଇଥିଲେ । ଡ୍ରାଇଭରମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ଲାଗି ଜୀବନବୀମା କରାଇବା ଓ ଅବସର ପରେ ପେନ୍‌ସନ୍ ପ୍ରଦାନ କରିବା ସହିତ ବିଭିନ୍ନ…

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ [caption id="attachment_4523" align="alignnone" width="300"] Photo by I&PR Odisha[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡିଶାର ଅଗ୍ରଣୀ କର୍ମଚାରୀ ସଂଗଠନ, ସଚିବାଳୟ ସେବା ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ଖାରବେଳ ନଗର ସ୍ଥିତ କାର୍ଯ୍ୟାଳୟ ଖାରବେଳନଗର କାର୍ଯ୍ୟାଳୟ ‘ଓସା ହାଉସ’ ରେ ଆୟୋଜିତ ଏହି ନିର୍ବାଚନରେ ସଭ୍ୟ ସଭ୍ୟାମାନେ ଅଂଶଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ…

ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ

ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ ମାହାଙ୍ଗା(ଏନ୍‌.ଏମ୍‌.): ସାନ ଭାଇ ବଡ଼ଭାଇ ସମେତ ତାଙ୍କର ସଂସାରକୁ ଶେଷ କରି ଦେଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁଶପୁର ଅଞ୍ଚଳରେ । ତେବେ ହତ୍ୟା କରିବା ପରେ ଏଭଳି ବିଭତ୍ସକାଣ୍ଡ ଘଟଣା ବିଷୟରେ ହ୍ୱାଟ୍ସଆପରେ କିଛି ବ୍ୟକ୍ତିବିଶେଷଙ୍କୁ ସୂଚନା ଦେବା ସହ ଥାନାରେ…

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ

ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ [caption id="attachment_4470" align="alignnone" width="300"] ଫଟୋ- ରମେଶ ଦାସ (ମାହାଙ୍ଗା)[/caption] ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା ଅଞ୍ଚଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଏକ ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏ ନେଇ ମନ୍ତ୍ରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏକ ବିଶାଳ ଶୋଭାଯାତ୍ରାରେ…

ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ

ଭୁଷୁଡ଼ୁଛି ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ଅଭାବ ନେଇ କୁହୁଳୁଛି ଅସନ୍ତୋଷ [caption id="attachment_4461" align="alignnone" width="300"] ଫଟୋ- ସ୍ମୃତିରଞ୍ଜନ ତ୍ରିପାଠୀ[/caption] ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି ଶିକ୍ଷାର ଉନ୍ନତି ପାଇଁ ସରକାର ଯଥେଷ୍ଟ ଯୋଜନା ଆରମ୍ଭ କରିଥିବାବେଳେ ଉପଯୁକ୍ତ ସମନ୍ୱୟର ଅଭାବ ଯୋଗୁଁ ଏହି ବ୍ୟବସ୍ଥା ଧିରେ ଧିରେ ଭୁଷୁଡିବାରେ ଲାଗିଛି । ଗୋଟିଏ ପଟେ ରାଜ୍ୟସରକାର ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଛାତ୍ରଛାତ୍ରୀ ପଢ଼ିବା ଉପରେ ଗୁରୁତ୍ୱ ଦେବାକୁ ଆକର୍ଷଣୀୟ…

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଫାଟ: ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତକର୍ମୀ ଏବେ ଦଳରେ ମିଶିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଫାଟ: ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତକର୍ମୀ ଏବେ ଦଳରେ ମିଶିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଫାଟ: ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତକର୍ମୀ ଏବେ ଦଳରେ ମିଶିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ [caption id="attachment_4442" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ଗତ ୨୦୨୨ ପୌର ନିର୍ବାଚନରେ ସିଏମସି ୪୮ନମ୍ବର ୱାର୍ଡରେ ଟିକଟ ବଣ୍ଟନକୁ କେନ୍ଦ୍ରକରି ବିଜୁ ଜନତା ଦଳରେ କନ୍ଦଳ ସୃଷ୍ଟି ହୋଇଥିଲା । ଶେଷରେ ଏହି ୱାର୍ଡରୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନଳିନୀ ବେହେରା…

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ [caption id="attachment_4437" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ୨ଟି ବିଜ୍ଞପିତ ଅଞ୍ଚଳ ଗୋଟିଏ ପୌରାଞ୍ଚଳ ଓ ଗୋଟିଏ ମହାନଗର ନିଗମରେ ଆଜି ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ବିଜ୍ଞପିତ ଅଞ୍ଚଳ ଓ ପୌରପରିଷଦ ସମେତ କଟକ ମହାନଗର ନିଗମରେ ଅଧ୍ୟକ୍ଷ ଏବଂ…

ସିଏମସି ଡେପୁଟି ମେୟର ହେଲେ ଦମୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସିଏମସି ଡେପୁଟି ମେୟର ହେଲେ ଦମୟନ୍ତୀ

ସିଏମସି ଡେପୁଟି ମେୟର ହେଲେ ଦମୟନ୍ତୀ [caption id="attachment_4433" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଆଜି କଟକ ମହାନଗର ନିଗମରେ ପୌର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ଯାଇଛି । ପୂର୍ବରୁ କେବଳ କର୍ପୋରେଟରଙ୍କୁ ଜନସାଧାରଣ ସିଧାସଳଖ ନିର୍ବାଚନ କରୁଥିବାବେଳେ ମେୟର ଡେପୁଟି ମେୟର ଆଦି ପଦବୀରେ ପରୋକ୍ଷ ନିର୍ବାଚନ କରାଯାଇ ପ୍ରାର୍ଥୀ ଚୟନ ହୋଇଥାନ୍ତି । ଅର୍ଥାତ ନିର୍ବାଚିତ କର୍ପୋରେଟର ମାନେ ମେୟର ଓ ଡେପୁଟି…

ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ

ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ [caption id="attachment_4422" align="alignnone" width="260"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ନିର୍ବାଚନରେ ଶେଷ ହୋଇ ଯାଇଛି । ହେଲେ ଶେଷ ହୋଇନି ଅଙ୍କକଷା । ଏଥର ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହୋଇଥିବାବେଳେ ଡେପୁଟି ମେୟର ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ହେବ । ତେବେ କଟକ ମହାନଗର ନିଗମରେ କ୍ରମାଗତ ଭାବେ ବିଜୁ…

ସିଏମସିର ଆବର୍ଜନା ସଂଗ୍ରହ ଦିଗହରା: ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ସିଏମସିର ଆବର୍ଜନା ସଂଗ୍ରହ ଦିଗହରା: ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନା

ସିଏମସିର ଆବର୍ଜନା ସଂଗ୍ରହ ଦିଗହରା: ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନା ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଆବର୍ଜନା ପରିଚାଳନା ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥା ଏବେ ଦିଗହରା ହେବାରେ ଲାଗିଛି । ଯାହାଫଳରେ ସହର ଆବର୍ଜନା ପୁଣି ରାସ୍ତାଘାଟରେ ଦେଖିବାକୁ ମିଳିଛି । କଟକ ମହାନଗର ନିଗମ ଅଧିନରେ ରହିଥିବା ସମସ୍ତ ୱାର୍ଡରେ ସ୍ୱଚ୍ଛତା ଆଣିବା ଲାଗି ଘରକୁ ଘର ଆବର୍ଜନା ସଂଗ୍ରହ ଠାରୁ ଆରମ୍ଭ କରି…

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅଧିନରେ ରହିଥିବା ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁଜନତା ଦଳର କର୍ମୀଙ୍କ ମଧ୍ୟରେ ବିବାଦ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ୨୦୨୨ ମସହା ନିର୍ବାଚନରେ ଏହି ୱାର୍ଡରୁ ନଳିନୀ ବେହେରା କର୍ପୋରେଟର ପଦବୀ ପାଇଁ ବିଜେଡି ଟିକଟ ହାତେଇବା ପରେ ଦଳରେ…

କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ

କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ [caption id="attachment_4289" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଚାଲିଥିବାବେଳେ କଟକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକର ବିଭିନ୍ନ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ ସମେତ କଟକ ରେଳଷ୍ଟେସନ, ବୀମା ଓ ବ୍ୟାଙ୍କ ସମ୍ମୁଖରେ ହରତାଳ ଅନୁଷ୍ଠିତ ହୋଇଥିଲା ।…

ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କର୍ମୀଙ୍କୁ ନିଲମ୍ବନ କଲା ବିଜେଡି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କର୍ମୀଙ୍କୁ ନିଲମ୍ବନ କଲା ବିଜେଡି

ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କର୍ମୀଙ୍କୁ ନିଲମ୍ବନ କଲା ବିଜେଡି କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ପୌର ନିର୍ବାଚନରେ ବିଜେଡିର ଅପୂର୍ବ ବିଜୟ ହୋଇଛି । ମାତ୍ର କେତେକ ୱାର୍ଡ଼ରେ ବିଜେଡିର କିଛି କର୍ମକର୍ତ୍ତା ଦଳ ବିରୋଧରେ କାର୍ଯ୍ୟକରିବା ଅଭିଯୋଗ ଆସିବା ପରେ ସେମାନଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି । ସୂଚନା ଅନୁଯାୟୀ କଟକ ମହାନଗର ନିଗମ ୨ନମ୍ବର ୱାର୍ଡ଼ରେ ବିଜେଡି ୱାର୍ଡ଼ ସଭାନେତ୍ରୀ ଇତିଶ୍ରୀ ବେହେରା ଏବଂ ୨୬…

କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ

କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ କଟକ(ଏନ୍‌.ଏମ୍‌.): ମହାନଗର ନିଗମରେ ବିଜେଡିକୁ ୩୮ଟି କର୍ପୋରେଟର ମିଳିଥିବାବେଳେ କଂଗ୍ରେସକୁ ୮ଟି, ବିଜେପିକୁ ୭ଟି ଏବଂ ୬ଟି ୱାର୍ଡ଼ରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେଣୁ ବିଜେଡି ଶିବିରରେ ଆନନ୍ଦ ଉତ୍ସବ ଖେଳିଯାଇଥିବାବେଳେ କଂଗ୍ରେସ ଓ ବିଜେପିଙ୍କୁ ସୀମିତ ୱାର୍ଡ଼ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏଥି ସହିତ କେତେକ ୱାର୍ଡ଼ରେ ବିଜେଡ଼ିର ଅର୍ନ୍ତକନ୍ଦଳ ଯୋଗୁଁ ସେଠାରେ ଅସନ୍ତୁଷ୍ଟ କିଛି କର୍ମୀ…

କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ

କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ [caption id="attachment_4265" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପୌର ନିର୍ବାଚନ । ଏଥର କଟକ ମହାନଗର ନିଗମ ନିର୍ବାଚନ ପାଇଁ ୫୫ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । କଟକ ମହାନଗର ନିଗମର ୫୯ଟି ୱାର୍ଡ଼ରେ ୪୪୯ଟି ବୁଥରେ ମତଦାତାମାନେ ମତଦାନ କରିଥିଲେ । ଏଥର ମୋଟ…

ପୌର ନିର୍ବାଚନରେ ଶୃଙ୍ଖଳା ରକ୍ଷା ନେଇ କମିଶନରେଟ ପୁଲିସର ପ୍ରସ୍ତୁତି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ପୌର ନିର୍ବାଚନରେ ଶୃଙ୍ଖଳା ରକ୍ଷା ନେଇ କମିଶନରେଟ ପୁଲିସର ପ୍ରସ୍ତୁତି

ପୌର ନିର୍ବାଚନରେ ଶୃଙ୍ଖଳା ରକ୍ଷା ନେଇ କମିଶନରେଟ ପୁଲିସର ପ୍ରସ୍ତୁତି [caption id="attachment_4259" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଆସନ୍ତା ୨୪ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏହି ଅବସରରେ କଟକ ମହାନଗର ନିଗମ(ସିଏମସି) ଓ ଚୌଦ୍ୱାର ପୌରାଞ୍ଚଳ ନିର୍ବାଚନରେ ଶୃଙ୍ଖଳା ରକ୍ଷା କରିବା ନେଇ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥି ପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ଥାନୀୟ…