ବିଶିଷ୍ଟ ରାଜନେତା ତଥା ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲଙ୍କ ବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଶିଷ୍ଟ ରାଜନେତା ତଥା ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲଙ୍କ ବିୟୋଗ

ବିଶିଷ୍ଟ ରାଜନେତା ତଥା ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲଙ୍କ ବିୟୋଗ [caption id="attachment_9489" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଆଜି ଅପରାହ୍ନରେ ବିଶିଷ୍ଟ ରାଜନେତା ତଥା ପିସିସି ପୂର୍ବତନ ମୁଖପାତ୍ର ଅଶୋକ ସାମଲଙ୍କ ପରଲୋକ ହୋଇଯାଇଛି । ସ୍ଥାନୀୟ ତେଲେଙ୍ଗା ବଜାର ସ୍ଥିତ ବାସଭବନରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି । ସେ ଜଣେ ଦୃଢ଼ ସଂଗଠକ ଓ ଅମାୟିକ ବନ୍ଧୁ ବଚ୍ଛଳ…

ନାର୍ଯ୍ୟ ଦାବିପୂରଣରେ ବୈମାତୃକ ମନୋଭାବ ପ୍ରତିବାଦରେ ବିଦ୍ୟୁତ ଇଞ୍ଜିନିୟରଙ୍କ ମହମବତୀ ଶୋଭାଯାତ୍ରା: ୧୫ରୁ ରିଲେ ଅନଶନ ପାଇଁ ଚେତାବନୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ନାର୍ଯ୍ୟ ଦାବିପୂରଣରେ ବୈମାତୃକ ମନୋଭାବ ପ୍ରତିବାଦରେ ବିଦ୍ୟୁତ ଇଞ୍ଜିନିୟରଙ୍କ ମହମବତୀ ଶୋଭାଯାତ୍ରା: ୧୫ରୁ ରିଲେ ଅନଶନ ପାଇଁ ଚେତାବନୀ

ନାର୍ଯ୍ୟ ଦାବିପୂରଣରେ ବୈମାତୃକ ମନୋଭାବ ପ୍ରତିବାଦରେ ବିଦ୍ୟୁତ ଇଞ୍ଜିନିୟରଙ୍କ ମହମବତୀ ଶୋଭାଯାତ୍ରା: ୧୫ରୁ ରିଲେ ଅନଶନ ପାଇଁ ଚେତାବନୀ [caption id="attachment_9486" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ବର୍ଷ ବର୍ଷ ଧରି ଅବହେଳା ଓ ଉପେକ୍ଷାର ଶିକାର ହୋଇ ଆସୁଥିବା ବିଦ୍ୟୁତ୍ ଇଞ୍ଜିନିୟର ଓ ଅଫିସରଙ୍କ ଆନ୍ଦୋଳନ ଏବେ ତୀବ୍ର ରୂପ ନେଇଛି । ଦୁଇ ସପ୍ତାହ ଧରି ଐତିହାସିକ ଅବିଚାର ବିରୁଦ୍ଧରେ ରାଜ୍ୟର ସମସ୍ତ…

କଂଗ୍ରେସର ନିର୍ବାଚନୀ ଘୋଷଣାକୁ ନେଇ ବଜରଙ୍ଗ ଦଳର ପ୍ରତିବାଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଂଗ୍ରେସର ନିର୍ବାଚନୀ ଘୋଷଣାକୁ ନେଇ ବଜରଙ୍ଗ ଦଳର ପ୍ରତିବାଦ

କଂଗ୍ରେସର ନିର୍ବାଚନୀ ଘୋଷଣାକୁ ନେଇ ବଜରଙ୍ଗ ଦଳର ପ୍ରତିବାଦ [caption id="attachment_9477" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ନେଇ କର୍ଣ୍ଣାଟକରେ କଂଗ୍ରେସ କରିଥିବା ନିର୍ବାଚନୀ ଘୋଷଣାକୁ କଟକରେ ତିବ୍ର ବିରୋଧ କରାଯାଇଛି । କଂଗ୍ରେସର ଏଭଳି ହୀନ କାର୍ଯ୍ୟକୁ ବିରୋଧରେ ସାରା ଦେଶରେ ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ମହାନଗର ବଜରଙ୍ଗ ଦଳ…

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ [caption id="attachment_3764" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ରାଜ୍ୟ ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ମାମଲାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିଥିବାରୁ ଆଜି କୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍ ଓ ବିଚାରପତି ଗୌରୀ…

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ

ମହିଳା କୁସ୍ତି ଖେଳାଳିମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୌନ ନିର୍ଯ୍ୟାତନାକୁ ଧିକ୍କାର କରି ଭୁବନେଶ୍ୱରରେ ନାଗରିକ ପ୍ରତିବାଦ [caption id="attachment_9427" align="alignnone" width="300"] News by b.mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଯେଉଁ ମହିଳା କୁସ୍ତି ଯୋଦ୍ଧାମାନେ ଦେଶ ବିଦେଶରେ ନିଜର କଳା କୌଶଳ ପ୍ରଦର୍ଶନ କରି ଦେଶର ସୁନାମ ବୃଦ୍ଧି କରୁଥିଲେ ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ତା'ର ଶ୍ରେୟ ନେଉଥିଲେ, ଏବେ ସେମାନଙ୍କ ପ୍ରତି ଭାରତୀୟ କୁସ୍ତି ମହାସଂଘର ସଭାପତି…

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ

ଝାରସୁଗୁଡ଼ାରେ ୪୦ପ୍ରତିଶତ ବୁଥ୍ ସମ୍ବେଦନଶୀଳ: ନିର୍ବାଚନ କମିଶନ [caption id="attachment_9420" align="alignnone" width="300"] News by B.Mishra[/caption] #ଝାରସୁଗୁଡ଼ା(ଏନ୍‍.ଏମ୍‍.): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏହି ଅଞ୍ଚଳ । ବିଭିନ୍ନ ରାଜନୈତିକ ଦଳମାନଙ୍କ ଅଙ୍କକଷା ସାଙ୍ଗକୁ ଜୋରଦାର ପ୍ରଚାର ଆଉ ଶକ୍ତି ପ୍ରଦର୍ଶନରେ ଏହି ଅଞ୍ଚଳ ଉଠୁଛି ପଡ଼ୁଛି । ତେବେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ…

ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ [caption id="attachment_9404" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାର ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟମାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଆରମ୍ଭରେ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ରାଜ୍ୟ କାର୍ଯ୍ୟକାରିଣୀ…

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା:ବିଜେଡିରେ ଯୋଗଦେଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା:ବିଜେଡିରେ ଯୋଗଦେଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା:ବିଜେଡିରେ ଯୋଗଦେଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ [caption id="attachment_9339" align="alignnone" width="300"] News by B.Mishra (BBSR)[/caption] #ଭୁବେନଶ୍ୱର(ଏନ୍‍.ଏମ୍‍.): ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିଛି । ଦୀର୍ଘ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦ ପଦବୀରେ ଥିବା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ…

ରାଜ୍ୟ ସରକାର ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ : ପିତାମ୍ବର ଆଚାର୍ଯ୍ୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାଜ୍ୟ ସରକାର ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ : ପିତାମ୍ବର ଆଚାର୍ଯ୍ୟ

ରାଜ୍ୟ ସରକାର ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ : ପିତାମ୍ବର ଆଚାର୍ଯ୍ୟ [caption id="attachment_9259" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଜାତିର ଆରାଧ୍ୟ ଦେବତା ଓ ସମଗ୍ର ବିଶ୍ୱ ଯେଉଁ ପ୍ରଭୁଙ୍କୁ ପୂଜା କରୁଛି ତାଙ୍କର ଅମୂଲ୍ୟ ସମ୍ପତି ସୁରକ୍ଷିତ ନେଇ ୧୯୫୫ରେ ଆଇନ ପ୍ରଣୟନ କରାଯାଇଥିଲା । ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଏପ୍ରେଲ ୩ ତାରିଖ, ୨୦୧୮ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ବଡ ଅନୁଧ୍ୟାନକାରୀ…

ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର

ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର [caption id="attachment_9214" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକରେ ରାଜ୍ୟସରକାର ବିଭିନ୍ନ ନୂଆ ନୂଆ ବୃହତ ଯୋଜନା ରୂପାୟନ କରାଯିବା ଫଳରେ କଟକ ସହରର ସୌଦର୍ଯ୍ୟ ବଢିବାରେ ଲାଗିଛି । ସହରରେ ଯାନବାହାନ ସୁପରିବହନ ଲାଗି ଖାନନଗର ଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ…

ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କମି କମି ଯାଉଛି : କଂଗ୍ରେସ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କମି କମି ଯାଉଛି : କଂଗ୍ରେସ

ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କମି କମି ଯାଉଛି : କଂଗ୍ରେସ [caption id="attachment_9211" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ସରକାର ଓଡ଼ିଶାର କୃଷକଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ୨୦୧୨-୧୩ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା…

ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ବଡ଼ ଦାୟିତ୍ୱ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ବଡ଼ ଦାୟିତ୍ୱ

ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ବଡ଼ ଦାୟିତ୍ୱ [caption id="attachment_9171" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଦୁଇ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି । ତାଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଛି । ଆଜି ଏଆଇସିସି ପକ୍ଷରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ପ୍ରେସ ରିଲିଜ…

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ ସରକାରୀ ଜମି ନିରୂପଣ ନକରି ଭଙ୍ଗାରୁଜାକୁ ନେଇ ତେଜୁଛି ଅସନ୍ତୋଷ [caption id="attachment_9105" align="alignnone" width="300"] News by Kanhucharn Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ପ୍ରଶାସନର ମନମୁଖୀ କାର୍ଯ୍ୟକୁ ନେଇ କଟକରେ ଅସନ୍ତୋଷ ଦାନା ବାନ୍ଧୁଥିବା ଦେଖିବାକୁ ମିଳିଛି । ପ୍ରଶାସନିକ ଅଧିକାରୀମାନେ ସମସ୍ତ ନୀତି ନିୟମକୁ ଜଳଞ୍ଜଳି ଦେଇ ମେରୀରାୟ ନୀତି ଚଳାଇଥିବା ଭଳି…

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି [caption id="attachment_9091" align="alignnone" width="300"] News by Kanhu charan Panda (Jagatpur)[/caption] #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ମହାନ ଜନନାୟକ, ପ୍ରବାଦ ପରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ସକାଳ ୬.୩୦ଘଟିକା…

ବାସୁଦେବପୁର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନରେ ନିର୍ବାଚିତ ପ୍ରତିନିଧିଙ୍କ ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାସୁଦେବପୁର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନରେ ନିର୍ବାଚିତ ପ୍ରତିନିଧିଙ୍କ ଅସନ୍ତୋଷ

ବାସୁଦେବପୁର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନରେ ନିର୍ବାଚିତ ପ୍ରତିନିଧିଙ୍କ ଅସନ୍ତୋଷ [caption id="attachment_9048" align="alignnone" width="300"] News by ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ସମିତି ପକ୍ଷରୁ ଚତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସକାଳ ୧୧ ରେ ଆରମ୍ଭ ହେବାକୁ ଥିବା ଅଧିବେଶନର କିଛି ସମୟ ବିଳମ୍ବ ହେବାରୁ ସ୍ଥାନୀୟ କିଛି…

ସି-ସୋର କେଳେଙ୍କାରୀ: ହାଇକୋର୍ଟରୁ ନିରାଶ ହେଲେ ପ୍ରଭାତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସି-ସୋର କେଳେଙ୍କାରୀ: ହାଇକୋର୍ଟରୁ ନିରାଶ ହେଲେ ପ୍ରଭାତ

ସି-ସୋର କେଳେଙ୍କାରୀ: ହାଇକୋର୍ଟରୁ ନିରାଶ ହେଲେ ପ୍ରଭାତ କଟକ(ଏନ୍‌.ଏମ୍‌.): ଚିଟଫଣ୍ଡ ସଂସ୍ଥା ସି-ସୋର ସହ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ବିଶ୍ୱାଳଙ୍କ ଆର୍ôଥକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ତେବେ ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ କରି ବର୍ଷକ ଭିତରେ ବିଚାର ଶେଷ କରିବାକୁ ହାଇକୋର୍ଟ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ନେଇ ନେଇ…

ଗ୍ରାମାଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ: ରଣେନ୍ଦ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗ୍ରାମାଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ: ରଣେନ୍ଦ୍ର

ଗ୍ରାମାଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ: ରଣେନ୍ଦ୍ର ୨୩ଟି ପଞ୍ଚାୟତ ସହ ୧୪୯ ଗାଁର ୧ଲକ୍ଷ ୪୭ ହଜାର ୫୪୨ ଜଣ ହେବେ ଉପକୃତ [caption id="attachment_9015" align="alignnone" width="300"] News by Umakanta Jena Cuttack (Cuttack)[/caption] #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ରାଜ୍ୟର ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ମିଳିବା ସମ୍ଭବ ହୋଇ ପାରିଛି…

ମୁଖ୍ୟମନ୍ତ୍ରୀଙ୍କ ଜାପାନଗସ୍ତକୁ ନେଇ ବର୍ଷିଲା ରାଜ୍ୟ ବିଜେପି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଜାପାନଗସ୍ତକୁ ନେଇ ବର୍ଷିଲା ରାଜ୍ୟ ବିଜେପି

ମୁଖ୍ୟମନ୍ତ୍ରୀଙ୍କ ଜାପାନଗସ୍ତକୁ ନେଇ ବର୍ଷିଲା ରାଜ୍ୟ ବିଜେପି [caption id="attachment_8994" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ଓ ତାଙ୍କର ଟିମ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ ବୋଲି ରାଜ୍ୟବିଜେପି ନେତୃତ୍ୱ ଅଭିଯୋଗ ଆଣିଛନ୍ତି । ତେବେ ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କିନ୍ତୁ ରାଜ୍ୟ ରାଜକୋଷରେ ଥିବା…

ଝାରସୁଗୁଡା ଉପନିର୍ବାଚନ ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା: ବ୍ୟାଟ୍ ଚିହ୍ନରେ ଲଢିବେ ମହେନ୍ଦ୍ର ପଟ୍ଟନାୟକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଝାରସୁଗୁଡା ଉପନିର୍ବାଚନ ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା: ବ୍ୟାଟ୍ ଚିହ୍ନରେ ଲଢିବେ ମହେନ୍ଦ୍ର ପଟ୍ଟନାୟକ

ଝାରସୁଗୁଡା ଉପନିର୍ବାଚନ ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା: ବ୍ୟାଟ୍ ଚିହ୍ନରେ ଲଢିବେ ମହେନ୍ଦ୍ର ପଟ୍ଟନାୟକ [caption id="attachment_8991" align="alignnone" width="300"] News by Basanta Ratha (BBSR)[/caption] #ଭୁବନେଶ୍ୱର (ଏନ୍‌.ଏମ୍‌.): ଝାରସୁଗୁଡା ଉପର୍ନିବାଚନ ପାଇଁ କଳିଙ୍ଗ ସେନା ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସେନା ସୁପ୍ରିମୋ ହେମନ୍ତ ରଥ ଝାରସୁଗୁଡାର ଉଚ୍ଚଶିକ୍ଷିତ ଯୁବକ ମହେନ୍ଦ୍ର ପଟ୍ଟନାୟକ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏଠାରେ ଆୟୋଜିତ…

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି ଟଙ୍କା
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି ଟଙ୍କା

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି ଟଙ୍କା ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତାର ଶ୍ରେୟ ଚାଷୀ ଭାଇ ଭଉଣୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ [caption id="attachment_8910" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ…