ଏ ବର୍ଷ ଠିକ ସମୟରେ ଆସିବା ମୌସୁମୀ Nishkarsha May 7, 2021 ପାଣି ପାଗ ବିଶେଷଜ୍ଞ ପୂର୍ବ ଆକଳନ ଅନୁଯାଇ ଏ ବର୍ଷ ମୌସୁମୀ କେରଳ ମେ ୧୨ ରେ ପହଂଚିବ ଓ ଓଡିଶା ରେ ମେ ମାସ ଶେଷ ସୁଦ୍ଧା ପହଂଚିପାରେ ହେଲେ ଏହାର ଠିକ ଆକଳନ ମେ ୧୫ ପରେ ହିଁ କରିହେବ ବୋଲି ମତ ଦେଇଛନ୍ତି | କୃଷି ରାଜ୍ୟ