ଚୌଦ୍ୱାରରେ ଫୋଟୋଗ୍ରାଫର୍ମାନଙ୍କ କର୍ମଶାଳା
ଚୌଦ୍ୱାରରେ ଫୋଟୋଗ୍ରାଫର୍ମାନଙ୍କ କର୍ମଶାଳା [caption id="attachment_11935" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଫୋଟୋଗ୍ରାଫର୍ ଆସୋସିଏସନ୍ ଆନୁକୁଲ୍ୟରେ ଫଟୋଗ୍ରାଫରମାନଙ୍କ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଚୌଦ୍ୱାର ଫଟୋଗ୍ରାଫର୍ ଆସୋସିଏସନ୍ ସଭାପତି ସତ୍ୟବ୍ରତ ଦାସଙ୍କ ପୌରହିତ୍ୟରେ ସ୍ଥାନୀୟ ଯଯାତି କେଶରୀ କ୍ଲବ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପାଳିକାର ଉପନଗରପାଳ ଶୁଭେନ୍ଦୁ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଫଟୋ…






