ଟେଟ୍ରାହେଡ୍ରନରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ସଂଗୃହୀତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଟେଟ୍ରାହେଡ୍ରନରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ସଂଗୃହୀତ

ଟେଟ୍ରାହେଡ୍ରନରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ସଂଗୃହୀତ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀସ୍ଥିତ ଘରୋଇ ବିଜ୍ଞାନ ମହାବିଦ୍ୟାଳୟ ଟେଟ୍ରାହେଡ୍ରନ ପରିସରରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମିତ କ୍ୟାମ୍ପସ ପରିସରରେ ଆୟେଜିତ ଏହି ଶିବିରରେ ଟେଟ୍ରାହେଡ୍ରନ ସମେତ ସ୍ଥାନୀୟ ଟାଙ୍ଗୀ, ବିଶ୍ୱନାହାକାଣୀ ଓ ଶଙ୍କରପୁର(ଗୋଖଲେ) ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଟେଟ୍ରାହେଡ୍ରନ ଗ୍ରୁପ୍‌ର ଅଧ୍ୟକ୍ଷ ତ୍ରିଦେବ ବେହେରା ଓ ସହଧର୍ମିଣୀ…

କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ

କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱାଳୀ ମୌଜାରେ ସ୍ଥାପିତ ତଥା ଡାଲମିଆଁ ଭାରତ ପରିଚାଳିତ ସିମେଣ୍ଟ କମ୍ପାନୀ ‘କପିଳାସ ସିମେଣ୍ଟ ମାନୁଫ୍ୟାକ୍‌ଚରିଂ ୱାର୍କ୍ସ’ ପରିସରରେ ଆଜି ଶ୍ରମିକ ଅଶାନ୍ତି ସୃଷ୍ଟି ହୋଇଛି । ୩ ମାସର ପାଉଣାରୁ ବଞ୍ôଚତ ଶତାଧିକ ଶ୍ରମିକ ପେଟ ପାଇଁ କମ୍ପାନୀ ଫାଟକ ସମ୍ମୁଖରେ ବିକ୍ଷୋଭ…

ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି : ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି : ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ

ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଇଜିଏସ(ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) କାମରେ ଦୁର୍ନୀତି ହେଉଥିବା ବିଜେପି ପାଖରୁ ଅଭିଯୋଗ ହୋଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଶତ ପ୍ରତିଶତ ଏମଜିଏନଆରଇଜିଏସ୍ କାମ ମେସିନ ଦ୍ୱାରା ହେଉଛି । ଲୋକଙ୍କ ଦ୍ୱାରା କିଛି କାମ ହେଉ ନାହିଁ । ୪୦ ପ୍ରତିଶତ…

ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଗୋପାଳପୁର-ବାଲିକୁଦା ଛକକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ଏପରିକି ଉକ୍ତ ରାସ୍ତାରେ ଥିବା ପୋଲଟି ଏବେ ଫାଟିଯିବା ସହ ଭୁଷୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ନିମ୍ନମାନର କାମ କରି ଠିକାଦାର ଚାଲିଯାଇଥିବାବେଳେ ଏହାରର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଆଯାଉନଥିବା ସାଧାରଣରେ ଅଭିଯୋଗ ଉଠିଛି ।…

ଦୁଇ ଶିକାରୀ ଗିରଫ, ହରିଣ ସିଙ୍ଗ ଓ ଚମଡା ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦୁଇ ଶିକାରୀ ଗିରଫ, ହରିଣ ସିଙ୍ଗ ଓ ଚମଡା ଜବତ

ଦୁଇ ଶିକାରୀ ଗିରଫ, ହରିଣ ସିଙ୍ଗ ଓ ଚମଡା ଜବତ ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଉପକଣ୍ଠମାନଙ୍କରେ ଥିବା ଜଙ୍ଗଲରେ ଏବେ ବେଆଇନ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟଜନ୍ତୁ ଶିକାରକୁ ରୋକିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଶିକାରୀମାନଙ୍କୁ ଲଗାମ ଲଗାଇବା ଦିନକୁ ଦିନ ଅସମ୍ଭବ ହୋଇ ପଡ଼ୁଛି । ଯାହକୁ ନେଇ ବନ୍ୟଜନ୍ତୁ ପ୍ରେମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । କଟକ ଜିଲ୍ଲାର…

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀକୁ ଜି.ଆଇ ଟ୍ୟାଗ ପାଇଁ ଦାବି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀକୁ ଜି.ଆଇ ଟ୍ୟାଗ ପାଇଁ ଦାବି

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀକୁ ଜି.ଆଇ ଟ୍ୟାଗ ପାଇଁ ଦାବି ନୂଆଦିଲ୍ଲୀ (ଏନ୍‌.ଏମ୍‌.): କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜି. ଆଇ ଟ୍ୟାଗ କରିବା ପାଇଁ ସାଂସଦ ସୁବାଷ ସିଂହ ନେତୃତ୍ୱରେ ସାଂସଦ ମୁନା ଖାନ ଓ ସାଂସଦ ମମତା ମହନ୍ତ ପ୍ରମୁଖ ଆଜି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ତାଙ୍କ ପାର୍ଲିଆମେଣ୍ଟ କାର୍ଯ୍ୟଳୟରେ ଭେଟି କେନ୍ଦ୍ରାପଡାର ତଥା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜି.ଆଇ,…