ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ବିଶ୍ୱକପ୍ ଫାଇନାଲରେ ଭାରତ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ବିଶ୍ୱକପ୍ ଫାଇନାଲରେ ଭାରତ

ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ବିଶ୍ୱକପ୍ ଫାଇନାଲରେ ଭାରତ #ମୁମ୍ବାଇ(ଏଜେନ୍ସି) : ଆଇସିସି ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ପ୍ରବେଶ କରିଛି । ଅର୍ଥାତ୍ ବିଶ୍ୱ ଚାମ୍ପିଅନ ହେବାଠାରୁ ଆଉ ମାତ୍ର ଗୋଟିଏ ବିଜୟ ବାକି ରହିଛି । ଆଜି (ବୁଧବାର) ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି । ଭାରତ ଦ୍ୱାରା ରଖାଯାଇଥିବା ୩୯୮ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୩୨୭ ରନ…

ସଞ୍ଜ ନଇଁଗଲା ପରେ କିଟିମିଟି ଅନ୍ଧାରରେ ମଧୁସୂଦନ ସେତୁ: ଆଲୋକୀକରଣ ବ୍ୟବସ୍ଥା କେବେ?
Slider ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ

ସଞ୍ଜ ନଇଁଗଲା ପରେ କିଟିମିଟି ଅନ୍ଧାରରେ ମଧୁସୂଦନ ସେତୁ: ଆଲୋକୀକରଣ ବ୍ୟବସ୍ଥା କେବେ?

ସଞ୍ଜ ନଇଁଗଲା ପରେ କିଟିମିଟି ଅନ୍ଧାରରେ ମଧୁସୂଦନ ସେତୁ: ଆଲୋକୀକରଣ ବ୍ୟବସ୍ଥା କେବେ? [caption id="attachment_11453" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ, ଚୌଦ୍ୱାର (ଏନ୍‌.ଏମ): ରାଜ୍ୟରେ ଏବେ ଫଳକ ରାଜନୀତି ଚାଲିବା ଭଳି କାର୍ଯ୍ୟ ଚାଲିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଜନସାଧାରଣଙ୍କ ସ୍ୱାର୍ଥ ନିମନ୍ତେ ବହୁ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ ହେଉଥିଲେ ମଧ୍ୟ ଏହାର ସଫଳ ରୂପାୟନ ହେଉନଥିବା…

ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ମିଳିବ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ମିଳିବ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ମିଳିବ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର #ଗଞ୍ଜାମ(ଏନ୍‌.ଏମ୍‌.): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡ଼ବାଇ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗାଙ୍ଗନାପୁର ଗ୍ରାମର ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କାର ପ୍ରଦାନ କରାଯିବ । ସେ ଗଞ୍ଜାମ ଜିଲ୍ଲାର ବହୁତ୍ ସାହିତ୍ୟ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି । କହିବାକୁ ଗଲେ ସେ ଜଣେ ଆଧ୍ୟାତ୍ମିକ କବି । ସେ…

ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ସାମାପା ଆୱାର୍ଡ଼
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ସାମାପା ଆୱାର୍ଡ଼

ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ସାମାପା ଆୱାର୍ଡ଼ #ନୂଆଦିଲ୍ଲୀ(ଏଜେନ୍ସି): ନୂଆଦିଲ୍ଳୀ ଠାରେ ପ୍ରସିଦ୍ଧ ସନ୍ତୁର ବାଦକ ସ୍ୱର୍ଗତ ପଦ୍ମଶ୍ରୀ ଭଜନ ସପୋରୀଙ୍କ ନାମରେ ସପୋରୀ ଏକାଡେମୀ ଅଫ ମ୍ୟୁଜିକ ଆଣ୍ଡ ପାରଫରମିଙ୍ଗ ଆର୍ଟ୍ସ ଆନୁକୂଲ୍ୟରେ ଚଳିତ ବର୍ଷର ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀସ୍ଥ କମାନୀ ଅଡ଼ିଟୋରିଅମରେ ଆୟୋଜିତ ଉକ୍ତ ଉତ୍ସବରେ "ପରିଚୟ ଫାଉଣ୍ଡେସନ’ର ପ୍ରତିଷ୍ଠାତା ସଭାପତି ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ମଧ୍ୟ…

ସାଇ ସ୍ୱସ୍ତିକଙ୍କୁ ଟେନିସ୍ ନ୍ୟାସନାଲ ସିରିଜ ଟାଇଟଲ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାଇ ସ୍ୱସ୍ତିକଙ୍କୁ ଟେନିସ୍ ନ୍ୟାସନାଲ ସିରିଜ ଟାଇଟଲ

ସାଇ ସ୍ୱସ୍ତିକଙ୍କୁ ଟେନିସ୍ ନ୍ୟାସନାଲ ସିରିଜ ଟାଇଟଲ [caption id="attachment_11413" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବେଙ୍ଗଲ ଟେନିସ୍ ଆସୋସିଏସନ ଆନୁକୂଲ୍ୟରେ କୋଲକତାର ସଲ୍ଟଲେକ୍‌ରେ ଅନୁଷ୍ଠିତ ଏଆଇଟିଏ ୧୪ ବର୍ଷରୁ କମ୍ ନ୍ୟାସନାଲ ସିରିଜ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଓଡିଶାର ସାଇ ସ୍ୱସ୍ତିକ ମହାନ୍ତି ଏକକ ବର୍ଗରେ ଚମ୍ପିୟାନ ହୋଇଛନ୍ତି । ପ୍ରତିଯୋଗିତାରେ ତାଙ୍କର ପ୍ରତିଦ୍ୱନ୍ଦୀ ପଶ୍ଚିମବଙ୍ଗର ସଂକଳ୍ପ କୁମାର ସାହାଣୀଙ୍କୁ ୪-୬, ୬-୩, ୭-୬(୮-୬)…

ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷଙ୍କୁ ଭେଟିଲା ଇପିଏଫ ପେନସନର୍ସ ସଂଘ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷଙ୍କୁ ଭେଟିଲା ଇପିଏଫ ପେନସନର୍ସ ସଂଘ

ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷଙ୍କୁ ଭେଟିଲା ଇପିଏଫ ପେନସନର୍ସ ସଂଘ [caption id="attachment_11410" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଇପିଏଫ ପେନସନର୍ସ ସଂଘ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି । ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାରୁ ଶତାଧିକ ପ୍ରତିନିଧି ଭୁବନେଶ୍ୱରସ୍ଥିତ ଲୋହିଆ…

ଭୋର ସାଢେ ଚାରିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭୋର ସାଢେ ଚାରିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ଭୋର ସାଢେ ଚାରିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ [caption id="attachment_11387" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର/ପୁରୀ (ଏନ୍‌.ଏମ୍‌.): ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଶନିବାର ବଡିଭୋରରୁ ପୁରୀ ଯାଇ ୪.୩୦ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା…

‘ମାଇଁ ଲର୍ଡ’ ଏବଂ ‘ଇଓର ଲର୍ଡସିପି’ ଶୁଣିଶୁଣି ବିରକ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

‘ମାଇଁ ଲର୍ଡ’ ଏବଂ ‘ଇଓର ଲର୍ଡସିପି’ ଶୁଣିଶୁଣି ବିରକ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି

‘ମାଇଁ ଲର୍ଡ’ ଏବଂ ‘ଇଓର ଲର୍ଡସିପି’ ଶୁଣିଶୁଣି ବିରକ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି ନୂଆଦିଲ୍ଲୀ(ଏଜେନ୍ସି): ବିଚାର ବିଭାଗୀୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଣ୍ଟାଭିଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି । ତେଣୁ ସୁପ୍ରିମକୋର୍ଟ ବିଚାରପତିଙ୍କୁ ବିରକ୍ତ କଲା "ମାଇଁ ଲର୍ଡ’ ଏବଂ "ଇଓର୍ ଲର୍ଡସିପ୍‌" ସମ୍ବୋଧନ । ନ୍ୟାୟିକ ପ୍ରକ୍ରିୟାରେ ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତି ଭାବ ପ୍ରକାଶ କରିଛନ୍ତି । ଏକ…

କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ

କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ [caption id="attachment_11368" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ୧୪ତମ ସାତସାହି ନୃତ୍ୟୋତ୍ସବ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମଣିପୁର ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟବିଚାରପତି ନ୍ୟାୟମୂର୍ତ୍ତି ଏଲ.କେ. ମହାପାତ୍ର ଯୋଗଦେଇ ନାଚଗୀତ ଦ୍ୱାରା ବେଳେବେଳେ ଭାରାକ୍ରାନ୍ତ ମନ ହାଲୁକା ହୋଇଯାଏ ବୋଲି ମତପ୍ରକାଶ କରିଥିଲେ । ତେବେ ସାତସାହି ନୃତ୍ୟୋତ୍ସବ ଯେଉଁ ପଦକ୍ଷେପ…

ବିଜୟନଗରମ ଟ୍ରେନ ଟ୍ରାଜେଡି:୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୪୫ ଟ୍ରେନ୍ ବାତିଲ, ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଜୟନଗରମ ଟ୍ରେନ ଟ୍ରାଜେଡି:୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୪୫ ଟ୍ରେନ୍ ବାତିଲ, ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ

ବିଜୟନଗରମ ଟ୍ରେନ ଟ୍ରାଜେଡି:୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୪୫ ଟ୍ରେନ୍ ବାତିଲ, ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ବିଜୟନଗରମ(ଏଜେନ୍ସି): ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନରେ ହୋଇଥିବା ଟ୍ରେନ୍ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି…

ପୁଣି ଟ୍ରେନ ଟ୍ରାଜେଡି : ୩ ଟ୍ରେନ୍‌ ମଧ୍ୟରେ ଧକ୍କା; ୬ ମୃତ, ଅନେକ ଆହତ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପୁଣି ଟ୍ରେନ ଟ୍ରାଜେଡି : ୩ ଟ୍ରେନ୍‌ ମଧ୍ୟରେ ଧକ୍କା; ୬ ମୃତ, ଅନେକ ଆହତ

ପୁଣି ଟ୍ରେନ ଟ୍ରାଜେଡି : ୩ ଟ୍ରେନ୍‌ ମଧ୍ୟରେ ଧକ୍କା; ୬ ମୃତ, ଅନେକ ଆହତ ରାୟଗଡ଼ା (ଏନ୍‌.ଏମ୍‌.) : ଗୋଟିଏ ଟ୍ରାକ୍‌ରେ ଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍‌ର ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ ଚଢ଼ି ଯାଇଥିଲା। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓ…

ବିଦେଶରେ ଭବିଷ୍ୟତକୁ ଉଜ୍ଜ୍ୱଳ କରିବ ପ୍ରଭାସୀ ଭାରତୀୟ ବୀମା ଯୋଜନା – ବିଶ୍ୱ ରଞ୍ଜନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ବିଦେଶରେ ଭବିଷ୍ୟତକୁ ଉଜ୍ଜ୍ୱଳ କରିବ ପ୍ରଭାସୀ ଭାରତୀୟ ବୀମା ଯୋଜନା – ବିଶ୍ୱ ରଞ୍ଜନ

ବିଦେଶରେ ଭବିଷ୍ୟତକୁ ଉଜ୍ଜ୍ୱଳ କରିବ ପ୍ରଭାସୀ ଭାରତୀୟ ବୀମା ଯୋଜନା - ବିଶ୍ୱ ରଞ୍ଜନ କୁଏତ (ଏଜେନ୍ସି): ସମୟ ଏବଂ ସ୍ୱାସ୍ଥ୍ୟ ହେଉଛି ଦୁଇଟି ମୂଲ୍ୟବାନ ସମ୍ପତ୍ତି ଯାହାକୁ ଆମେ ଚିହ୍ନିପାରୁ ନାହୁଁ ଏବଂ ଏହାର ସଦୂପଯୋଗ ଅବଲମ୍ବନ ସହିତ, ଆମ ସମାଜରେ ସଚେତନତା ଓ ଯତ୍ନମାନ ଆତ୍ୟନ୍ତ ଆବଶ୍ୟକ । ପ୍ରଭାସୀ ଭାରତୀୟ ବୀମା ଯୋଜନା (ପିବିବିୱାଇ) ହେଉଛି ଏକ ବାଧ୍ୟତାମୂଳକ ବୀମା ଯୋଜନା, ଯାହା ବିଦେଶରେ ଚାକିରୀ…

ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ

ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ [caption id="attachment_11316" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ସଂଗୀତର ମୂର୍ଚ୍ଚନା ଆଜି ନିରବୀ ଯାଇଛି । ୭୬ବର୍ଷ ବୟସରେ ତାଙ୍କର ଆଜି ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ । କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ…

ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା

ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା ପରୀକ୍ଷାତ୍ମକ ଭାବେ ଆସୁଛି ଏମରଜେନ୍ସି ଆଲଟ କଟକ(ଏନ୍‍.ଏମ୍‍.): ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ହଠାତ୍‍ ଏହି ମେସେଜ ଆସିବା ପରେ ଲୋକଙ୍କ ପଢ଼ିବା ପାଇଁ ଧର୍ଯ୍ୟ ଧରୁନାହାନ୍ତି । ଅଯଥାରେ ଛାନିଆ ହୋଇ ପଡ଼ୁଛନ୍ତି । କିନ୍ତୁ ଏହି ମେସେଜ ମୋବାଇଲ ଧାରୀଙ୍କ ପାଇଁ କୌଣସି ସମସ୍ୟା…

ବରିଷ୍ଠ ଆଇଏଏସ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବଙ୍କ ସ୍ୱେଚ୍ଛାକୃତ ଅବସରକୁ ସ୍ୱୀକୃତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବରିଷ୍ଠ ଆଇଏଏସ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବଙ୍କ ସ୍ୱେଚ୍ଛାକୃତ ଅବସରକୁ ସ୍ୱୀକୃତି

ବରିଷ୍ଠ ଆଇଏଏସ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବଙ୍କ ସ୍ୱେଚ୍ଛାକୃତ ଅବସରକୁ ସ୍ୱୀକୃତି ବିରୋଧୀଙ୍କ ମହଲରେ ଭାଳେଣୀ ଆରମ୍ଭ #ଭୁବନେଶ୍ୱର(ଏନ୍‍.ଏମ୍‍.): ସ୍ୱେଚ୍ଛାକୃତ ଅବସର ନେବା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଅନୁମତି ମିଳିଛି । ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭି .କେ. ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବେ । ସେ ଗତ ୨୦ତାରିଖରେ…

ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ

ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ #ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ବର୍ଷ ଇସ୍ରୋ ଗୋଟିଏ ପଟେ ଗୋଟିଏ ଫଳତାର ପାହାଚ ଚଢ଼ିବା ସହ ଇତିହାସ ସୃଷ୍ଟି କରିବାରେ ଲାଗିଛି । ବିଭିନ୍ନ ବାଧା, ବିଘ୍ନକୁ ଅତିକ୍ରମ କରି ଇସ୍ରୋ ଆଜି ପୁଣି ଥରେ ଇତିହାସ ସୃଷ୍ଟି କରିଛି । ପ୍ରତିକୂଳ ପାଗ ସହ ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଥିବା ଗଗନଯାନକୁ ଆଜି ସଫଳତା ପୂର୍ବକ…

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ନୂଆଦିଲ୍ଲୀ(ଏଜେନ୍ସି): ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ । ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଥିଲେ । ତାଙ୍କ ସ୍ଥାନ ଏବେ ରଘୁବର ନେଇଛନ୍ତି । ପ୍ରଫେସର ଶ୍ରୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ…

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ #ନୟାଗଡ଼(ଏନ୍‌.ଏମ୍‌.): ଯେତିକି ଡିପୋଜିଟ କରିବ ତାହାର ମୂଳ ଧନ ସହ ୫ ଗୁଣ, ୧୦ ଗୁଣ ଫେରିପାଇବ । ଏପରି ମାୟାରେ ବାୟା ହୋଇ ନୟାଗଡ଼ର ପ୍ରାୟ ୨ହଜାରରୁ ଅଧିକ ଲୋକଙ୍କଠାରୁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍ କରି ଦେଇଥିଲେ । ମାତ୍ର ତାହା ପରେ ଆପ୍…

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌ #ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁ ଭଳି ପୋଷାକ ପିନ୍ଧିବେ, କେଉଁ ପୋଷାକକୁ ବାରଣ କରାଯାଇଛି ଏନେଇ ବିସ୍ତୁତ ଭାବେ ଗାଇଡ଼ଲାଇନ୍ ଜାରି ହୋଇଛି । ଏନେଇ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଭକ୍ତଙ୍କୁ ଅବଗତ କରାଯାଇଛି । ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରି ଭକ୍ତଙ୍କୁ କ’ଣ ପିନ୍ଧିବେ ସେସମ୍ପର୍କରେ ସୂଚନା ଦିଆଯାଇଛି । ଏଥିସହ ଶ୍ରୀମନ୍ଦିରର ମୁଖ୍ୟ…

ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ

ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ [caption id="attachment_11200" align="alignnone" width="300"] News by B.Mishra (BBSR)[/caption] #ନୂଆଦିଲ୍ଲୀ/ ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶରେ ଗଠନ ହୋଇଥିବା ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ୨ଜଣ ବିଜେଡି ସାଂସଦ ସ୍ଥାନ ପାଇଛନ୍ତି । ବିଜେପିର ଲୋକସଭା ସାଂସଦ ରାଜେଶ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ…