ବଡମ୍ବା ଗମେଇରୁ ବଜ୍ରକାପ୍ତା ଉଦ୍ଧାର
ବଡମ୍ବା ଗମେଇରୁ ବଜ୍ରକାପ୍ତା ଉଦ୍ଧାର [caption id="attachment_10148" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍.ଏମ୍.): ବନ୍ୟଜନ୍ତୁ ଶିକାର କରିବା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯାଉଥିଲେ ମଧ୍ୟ ଶିକାରୀମାନଙ୍କୁ ନିୟନ୍ତ୍ରଣ କରିବା ବନ ବିଭାଗ ପ୍ରତି ଚାଲେଞ୍ଜ ହୋଇଛି । ବିଭିନ୍ନ ସମୟରେ…




















