JEE Main 2021 ପରୀକ୍ଷା ସ୍ଥଗିତ
Slider ବ୍ରେକିଙ୍ଗ ନିଉଜ ଶିକ୍ଷା ଓ ନିଯୁକ୍ତି

JEE Main 2021 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଏପ୍ରିଲ୍ ମାସ ପରେ ଏବେ JEE Mainର ମେ ମାସର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ନ୍ୟାଶନାଲ୍ ଟେଷ୍ଟିଂ ସେଣ୍ଟର (ଏନଟିଏ) ଏ ନେଇ ନୋଟିସ୍ ଜାରି କରିଛି । ନୋଟିସ୍ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରୀୟାଲ୍ ନିଶଙ୍କ ଟ୍ୱିଟ୍ କରି ଏହାର ସୂଚନା ଦେଇଛି । ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତ, କୋଭିଡ୍‌-୧୯ର ବର୍ତ୍ତମାନ ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ…

ବିରୋଧୀ ଦଳ ନେତା କିଏ ହେବେ?
Slider ଦେଶ ବିଦେଶ ପପୁଲାର ନିଓଜ ରାଜନୀତି

ବିରୋଧୀ ଦଳ ନେତା କିଏ ହେବେ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମମତା ବାନାର୍ଜୀ। ହେଲେ ନିର୍ବାଚନ ବେଳେ ଟିଏମସି ଯେଉଁ ‘ଖେଲା ହୋବେ’ ସ୍ଲୋଗାନ ଦେଇଥିଲା ତାହା ଶେଷ ହୋଇନାହିଁ, ବରଂ ଆଗକୁ ଆହୁରି ଜୋରଦାର ‘ଖେଲା ହୋବେ’ ବୋଲି ବିଜେପି ଆଭାସ ଦେଇ ସାରିଛି। ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଥିବା ଟିଏମସି ସୁୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ…

ଗାର୍ଲଫ୍ରେଣ୍ଡଙ୍କ ଅନୁମତିରେ ମେଲିଣ୍ଡାଙ୍କୁ ବିବାହ କରିଥିଲେ ବିଲ ଗେଟ୍ସ
Slider ଦେଶ ବିଦେଶ ବ୍ରେକିଙ୍ଗ ନିଉଜ

ଗାର୍ଲଫ୍ରେଣ୍ଡଙ୍କ ଅନୁମତିରେ ମେଲିଣ୍ଡାଙ୍କୁ ବିବାହ କରିଥିଲେ ବିଲ ଗେଟ୍ସ

ୱାଶିଂଟନ: ବିବାହର ୨୭ ବର୍ଷ ପରେ ବିଶ୍ୱର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆସିଛି ଏହାର ଏକ ନୂଆ ଆଙ୍ଗେଲ। ଏହି ହାଇ ପ୍ରୋଫାଇଲ ବିଚ୍ଛେଦ ପରେ ବିଲ ଗେଟ୍ସଙ୍କ ପୁରୁଣା ପ୍ରେମିକା ଏନ୍‌ ବିନୱେଲ୍ଡଙ୍କ ଉପରେ ପଡ଼ିଛି ସମସ୍ତଙ୍କ ନଜର।

କରୋନାରେ ବୋଲିଓଡ଼  ଅଭିନେତାଙ୍କ ମୃତ୍ୟୁ
Slider ମନୋରଞ୍ଜନ

କରୋନାରେ ବୋଲିଓଡ଼ ଅଭିନେତାଙ୍କ ମୃତ୍ୟୁ

ବମ୍ବେ: ଆର୍ମି ଅଫିସର ଭାବେ ଅବସର ନେବା ପରେ ଅଭିନୟରେ ଆରମ୍ଭ କରିଥିଲେ କ୍ୟାରିଅର। ଦୀର୍ଘ ୧୭ ବର୍ଷର କ୍ୟାରିଅରେ ବିଭିନ୍ନ ହିଟ ଫିଲ୍ମ ଓ ପପୁଲାର ଟେଲି ସିରିଏଲରେ ନିଜ ଅଭିନୟର ଯାଦୁ ଚଲାଇ ପାରିଥିବା ଜଣାଶୁଣା ଅଭିନେତା ବିକ୍ରମଜିତ କନୱରପାଲଙ୍କର ଗତକାଲି ମୃତ୍ୟୁ ହୋଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଏହି ୫୨ ବର୍ଷୀୟ ଅଭିନେତାଙ୍କ ବିୟୋଗରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି।…

କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ସ୍ୱାସ୍ଥ୍ୟ

କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ପୂର୍ବ ଦିନର ରେକର୍ଡ ଭାଙ୍ଗୁଛି। ଯାହାକୁ ନେଇ ସାରା ଦେଶ ଚିନ୍ତିତ। ଏବେ ଏହି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ବିଦେଶୀ କମ୍ପାନୀର ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର। ଜରୁରୀକାଳୀନ ଭାବରେ ଏହି ଔଷଧ ବ୍ୟବହାର ହେବ ବୋଲି ଜଣାପଡ଼ିଛି। ଫାର୍ମା କମ୍ପାନୀ ରୋଚେ ଇଣ୍ଡିଆ (Roche India) କହିଛି ଯେ…

ଆଇପିଏଲ ହେଲା ସ୍ଥଗିତ
Slider କ୍ରୀଡା ବ୍ରେକିଙ୍ଗ ନିଉଜ

ଆଇପିଏଲ ହେଲା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଅଧାରୁ ସ୍ଥଗିତ ହୋଇଛି ଫାଟଫଟ କ୍ରିକେଟ ଆଇପିଏଲ। ଏକାଧିକ କ୍ରିକେଟର କରୋନାରେ ଆକ୍ରାନ୍ତ ହେବାରୁ ଚଳିତ ବର୍ଷ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏ ସମ୍ପର୍କ ବସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆପିଏଲର ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇର ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ କରୋନା ପାଇଁ ଭାରତ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ…