ଗୋଟିଏ ବେଦୀରେ ଦୁଇଜଣଙ୍କୁ ବାହା ହେଲେ ରସିକିଆ ସ୍ୱାମୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ଗୋଟିଏ ବେଦୀରେ ଦୁଇଜଣଙ୍କୁ ବାହା ହେଲେ ରସିକିଆ ସ୍ୱାମୀ

ଗୋଟିଏ ବେଦୀରେ ଦୁଇଜଣଙ୍କୁ ବାହା ହେଲେ ରସିକିଆ ସ୍ୱାମୀ [caption id="attachment_8587" align="alignnone" width="300"] News by D. Bhattacharya[/caption] #ହାଇଦ୍ରାବାଦ(ଏଜେନ୍ସି): ଗୋଟିଏ ବେଦୀରେ ଦୁଇ ଜଣଙ୍କୁ ବାହା ହେଲେ ଜଣେ ବ୍ୟକ୍ତି । ଏଭଳି ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ । ତେବେ ଉଭୟଙ୍କ ସହ ଉକ୍ତ ଯୁବକ ଜଣକ ଲିଭ ଇନରେ ରହୁଥିଲେ । ବେଦୀରେ ବର ଜଣଙ୍କ ବସିଥିବା ବେଳେ ଦୁଇ…

ରାଜ୍ୟସ୍ତରୀୟ କେରଙ୍ଗ ଅହମଦୀୟା ଫୁଟବଲ ଟୁର୍ଣ୍ଣାମେଣ୍ଟ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରାଜ୍ୟସ୍ତରୀୟ କେରଙ୍ଗ ଅହମଦୀୟା ଫୁଟବଲ ଟୁର୍ଣ୍ଣାମେଣ୍ଟ

ରାଜ୍ୟସ୍ତରୀୟ କେରଙ୍ଗ ଅହମଦୀୟା ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମି ଫାଇନାଲରେ କଳିଙ୍ଗ ସ୍ପୋଟିଙ୍ଗ କ୍ଲବ ବିଜୟୀ [caption id="attachment_8582" align="alignnone" width="300"] News by B.mishra (BBSR)[/caption] #ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଅହମଦୀୟା ମୁସଲିମ ସ୍ପୋଟସ୍ ଆସୋସିଏସନ ଆନୁକୁଲ୍ୟରେ ଚାଲି ରହିଛି, ରାଜ୍ୟ ସ୍ତରୀୟ କେରଙ୍ଗ ଅହମଦୀୟା ଫୁଟବଲ ଟୁର୍ଣ୍ଣାମେଂଟର ପ୍ରଥମ ସେମି ଫାଇନାଲ କଳିଙ୍ଗ ସ୍ପୋଟିଙ୍ଗ କ୍ଲବ ଭୁବନେଶ୍ୱର ଏବଂ ଅରଗୁଳୁ ଗୋଲଡ଼େନ କ୍ଲବ ମଧ୍ୟରେ ଖେଳାଯାଇଛି…

କର୍ପୋରେଟରଙ୍କ ପକ୍ଷରୁ ୱାର୍ଡବାସୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଉଦ୍‌ଘାଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କର୍ପୋରେଟରଙ୍କ ପକ୍ଷରୁ ୱାର୍ଡବାସୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଉଦ୍‌ଘାଟନ

କର୍ପୋରେଟରଙ୍କ ପକ୍ଷରୁ ୱାର୍ଡବାସୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଉଦ୍‌ଘାଟନ #କଟକ(ଏନ୍‌.ଏମ୍‌.): ସିଏମସି ଅନ୍ତର୍ଗତ ୫୯ଗୋଟି ୱାର୍ଡ ମଧ୍ୟରୁ ୫୫ନମ୍ବର ୱାର୍ଡ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବିଶ୍ୱ ମହିଳା ଦିବସ ଅବସରରେ କର୍ପୋରେଟର ବିଶ୍ୱ ବନ୍ଦିତା ପଣ୍ଡା ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇ ସମାଜର ଅନ୍ୟ ମହିଳାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ୱାର୍ଡରେ ରହୁଥିବା ୱାର୍ଡବାସୀ ବିଭିନ୍ନ କାରଣରୁ ରୋଗାଗ୍ରସ୍ଥ…

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି [caption id="attachment_8575" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର/ ରାଉରକେଲା (ଏନ୍‌.ଏମ୍‌.): ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥଲେଟିକ୍…

କଥା ଦେଇ କଥା ରଖିଲେ ୫ ଟି ସଚିବ ଭି. କେ. ପାଣ୍ଡିଆନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଥା ଦେଇ କଥା ରଖିଲେ ୫ ଟି ସଚିବ ଭି. କେ. ପାଣ୍ଡିଆନ

କଥା ଦେଇ କଥା ରଖିଲେ ୫ ଟି ସଚିବ ଭି. କେ. ପାଣ୍ଡିଆନ ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟ୍ଟାକୁ ସରକାରଙ୍କ ମୋହର [caption id="attachment_8571" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଅଁଳାଡୁବା ଗ୍ରାମର ରଘୁନାଥ ଜୀଉ ମଠ ସନ୍ନିକଟରେ ୧୯୫୮ ମସିହାରେ ସ୍ଥାପିତ ଗୋଶାଳାକୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ରାଜ୍ୟ ସରକାର କେବିନେଟରେ ମୋହର ମାରିଛନ୍ତି ।…

ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ  ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ  ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ  ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ [caption id="attachment_8568" align="alignnone" width="300"] News by Akshya Biswal (Rairangpur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମିଳିତ ଶିକ୍ଷକ ମହାସଂଘ ତରଫରୁ ବହୁ ସଂଖ୍ୟାରେ ଶିକ୍ଷକ/ଶିକ୍ଷୟତ୍ରୀ ଏକତ୍ର ହୋଇ ଡ୍ରେସ କୋଡ଼ ବର୍ଜନ ସହ କଳାବ୍ୟାଚ ଲଗାଇ ବିଭିନ୍ନ ଦାବି ନେଇ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ସ୍ଥାନୀୟ…

ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା

ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା [caption id="attachment_8565" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ବିଭିନ୍ନ ଦାବି ନେଇ ଆଜି ଠିକା ବିଦ୍ୟୁତ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ବର୍ଷ ବର୍ଷ ଧରି ଠିକା ବିଦ୍ୟୁତ୍ କର୍ମଚାରୀ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ପ୍ରତି ଟାଟା ପାୱାର ବୈମାତୃକ ମନୋଭାବ ଚଳାଇ ଆସୁଥିବା ଅଭିଯୋଗ ଉଠିଛି…

ଓଡିଶା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଓଡିଶା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଓଡିଶା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ [caption id="attachment_8562" align="alignnone" width="300"] News by I&PR Odisha[/caption] #ଭୁବନେଶ୍ୱର (ଏନ୍‌.ଏମ୍‌.): ଚଳିତ ବର୍ଷ ଓଡିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ୨ୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସବିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ

ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ [caption id="attachment_8559" align="alignnone" width="300"] News by Kanhucharan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ନିମପୁର କୃଷ୍ନେଶ୍ୱର ମେଲଣ ପଡିଆରେ ସର୍ବପୁରାତନ ଦୋଳ ମେଲଣ ମହା ସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳରୁ ବିମାନରେ ଦୋଳଗୋବିନ୍ଦଙ୍କୁ ରୋଷଣୀ କରି ବିଭିନ୍ନ ନୃତ୍ୟ, ସଂଙ୍ଗୀତ, ଲଉଡି ନାଚ, ଘଣ୍ଟ ବାଦ୍ୟ, ବାଘ ନାଚ, ଢୋଲ ବାଦ୍ୟ, ତାଳମୂଳି ବାଦ୍ୟର ତାଳେ…

ସିଏମ୍‌ସି କାଉନସିଲରେ ବଜେଟ ଆଲୋଚନା: ୬୦୫ କୋଟି ଅନୁମୋଦନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମ୍‌ସି କାଉନସିଲରେ ବଜେଟ ଆଲୋଚନା: ୬୦୫ କୋଟି ଅନୁମୋଦନ

ସିଏମ୍‌ସି କାଉନସିଲରେ ବଜେଟ ଆଲୋଚନା: ୬୦୫ କୋଟି ଅନୁମୋଦନ [caption id="attachment_8555" align="alignnone" width="300"] News by Umakanta Jena (Cuttack)[/caption] #କଟକ (ଏନ୍‍.ଏମ୍‍.): ସିଏମସିର ୨୦୨୩-୨୪ ବର୍ଷ ପାଇଁ ବଜେଟ ଅନୁମୋଦନ ହୋଇଛି । ଚଳିତ ବର୍ଷ ପାଇଁ ମୋଟ ୬୦୫ କୋଟିର ବଜେଟ୍ ପାଇଁ ନିଷ୍ପତ୍ତି ହୋଇଛି । ଆଜି ଏ ନେଇ ଆୟୋଜିତ କାଉନସିଲ ବୈଠକରେ ଏହି ବଜେଟ୍‌କୁ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ…

ସକାଳ ୮ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସକାଳ ୮ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ

ସକାଳ ୮ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ [caption id="attachment_1859" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‍.ଏମ୍‍.): ଆସନ୍ତା କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷ ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବୋର୍ଡ ଉପସଭାପତି ଡ. ନିହାରରଞ୍ଜନ…

ହୋଲିର ରଙ୍ଗଖେଳ ପାଲଟିଲା କାଳ, ମହାନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ଅନ୍ୟଜଣେ ମୃତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ହୋଲିର ରଙ୍ଗଖେଳ ପାଲଟିଲା କାଳ, ମହାନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ଅନ୍ୟଜଣେ ମୃତ

ହୋଲିର ରଙ୍ଗଖେଳ ପାଲଟିଲା କାଳ, ମହାନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ଅନ୍ୟଜଣେ ମୃତ [caption id="attachment_8550" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‍.ଏମ୍‍.): ରଙ୍ଗର ଉତ୍ସବ ହୋଲି କାହା ପାଇଁ ଖେଳ ପାଲଟିଛି ତ ଆଉ କାହା ପାଇଁ କାଳ । ଆଜି ରଙ୍ଗର ଉତ୍ସବ ହୋଲି କେତେକ ପରିବାର ପାଇଁ ଆଣି ଦେଇଛି ଦୁଃଖ । ହୋଲି ଖେଳ ସାରି ରଙ୍ଗ…

ତିଗିରିଆରେ ହତ୍ୟାକାଣ୍ଡ: ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ତିଗିରିଆରେ ହତ୍ୟାକାଣ୍ଡ: ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ

ତିଗିରିଆରେ ହତ୍ୟାକାଣ୍ଡ: ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ [caption id="attachment_8546" align="alignnone" width="300"] News by Maheswar Behera (Tigiria)[/caption] #ତିଗିରିଆ(ଏନ୍‍.ଏମ୍‍.): କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ଆନନ୍ଦ ଉଲ୍ଲାର ପର୍ବ ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ । କିଏ ବା ଜାଣିଥିଲା ନାଲି ନେଳି ରଙ୍ଗରେ ହୋଲିର ମଜା ଉଠାଇବା ପୂର୍ବରୁ ଶତ୍ରୁର ଆକ୍ରମଣରେ ରକ୍ତ ରଞ୍ଜିତ ହୋଇ ଉଠିବ ଅଞ୍ଚଳ । ଏଭଳି ଅଭାବନୀୟ…

ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ

ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ [caption id="attachment_8543" align="alignnone" width="300"] News by Smruti Ranjan Tripathy (Tangi-Choudwar )[/caption] #ଟାଙ୍ଗୀ(ଏନ୍‍.ଏମ୍‍.): ସାଲେପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ହିମାଂଶୁ ମହାନ୍ତିଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବାଇକ ରାଲି ସ୍ଥାନୀୟ ଜଗତପୁର ଖଇରା ପୋଲ ନିକଟରୁ ଆରମ୍ଭ…

ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ

ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ [caption id="attachment_8540" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‍.ଏମ୍‍.): କୁରୁଜଙ୍ଗ ପଞ୍ଚାୟତ ସ୍ଥିତ ବାବା ଐଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁରୁଜଙ୍ଗ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ତିନିଶହରୁ ଉର୍ଦ୍ଧ୍ୱ ମହିଳା, ଅଙ୍ଗନୱାର୍ଡୀ କର୍ମୀ,…

ଭଦ୍ରକ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଭଦ୍ରକ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ଭଦ୍ରକ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର [caption id="attachment_8537" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‍.ଏମ୍‍.): ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ରାଜଘରପୋଖରୀ ଠାରେ ଏକ ବିରାଟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜଘରପୋଖରୀ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ୫୦ୟୁନିଟ ରକ୍ତ ସଂଗୃହିତ…

ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ

ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ [caption id="attachment_8533" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ଏବେ ବ୍ୟାପକ ଚୋରା ନିଶା କାରବାର ବେଶ ବୃଦ୍ଧି ପାଇଛି । ତେବେ ଏହାକୁ ରୋକିବା ପାଇଁ ପୁଲିସ ଯେତେ ଯୋଜନା କରୁଥିଲେ ମଧ୍ୟ ନିଶା ବେପାରୀ ନିଜ ତରିକାରେ ବେପାର…

ଆନ୍ତର୍ଜାତିକ ମହିଳା ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆନ୍ତର୍ଜାତିକ ମହିଳା ଦିବସ

ଆନ୍ତର୍ଜାତିକ ମହିଳା ଦିବସ ପୌରାଣିକ ଓ ଐତିହାସିକ ପୃଷ୍ଠା ଓଲଟାଇଲେ ମହିଳା ମାନଙ୍କ ବୀରତ୍ୱ, ସାହସର କିର୍ତ୍ତି ସ୍ପଷ୍ଟ ପ୍ରକଟିତ: ଜିଲ୍ଲାପାଳ [caption id="attachment_8529" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ/ପୁରୀ (ଏନ୍‌.ଏମ୍‌.): ମହିଳାମାନେ ସମାଜର ପ୍ରଗତିର କର୍ଣ୍ଣଧାର । ସେଥିପାଇଁ କୁହାଯାଏ ଜଣେ ମହିଳା ଶିକ୍ଷିତ ଓ ସଚେତନ ହେଲେ ସମଗ୍ର ପରିବାର ଶିକ୍ଷିତ ଓ ସଚେତନ ହୁଏ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ…

ମାଟ୍ରିକ ପରୀକ୍ଷା ରେ କୌଣସି ଅନିୟମିତତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ ପରୀକ୍ଷା ରେ କୌଣସି ଅନିୟମିତତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ

ମାଟ୍ରିକ ପରୀକ୍ଷା ରେ କୌଣସି ଅନିୟମିତତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ [caption id="attachment_8525" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‌.ଏମ୍‌.): ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ସମେଟିଭ-୨ କୁ ଅତ୍ୟନ୍ତ ନିଷ୍ଠା ଓ ଗୁରୁତର ସହ ପରିଚାଳନା କରିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି । ସରକାର ଜାରି କରିଥିବା ମାର୍ଗଦର୍ଶିକା ଆଧାରରେ ଏହି ପରୀକ୍ଷା ଆୟୋଜିତ ହେବ…

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର

ବାଣ ତିଆରି ବେଳେ ବିସ୍ଫୋରଣ: ୪ ମୃତ, ୪ ଗୁରୁତର [caption id="attachment_8522" align="alignnone" width="300"] News by B.Mishra (BBSR)[/caption] #ଖୋର୍ଦ୍ଧା (ଏନ୍‌.ଏମ୍‌.): ଦୋଳପୂର୍ଣ୍ଣମୀ ପାଇଁ ବାଣ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ଇଚ୍ଛା ଆଜି ମହଙ୍ଗା ପଡ଼ିଛି । ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଆଜି ଏଭଳି…