ସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ

ସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ [caption id="attachment_9251" align="alignnone" width="300"] News by B.mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ କଟକରୋଡ ବମିଖାଲ ସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିର ପ୍ରଙ୍ଗଣରେ ୧୮ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୨୩ତାରିଖ ସକାଳୁ ଅଙ୍କୁରାରୋପଣ ହୋଇଥିବାବେଳେ ୨୪ ତାରିଖରେ ଜଳଯାତ୍ରା, ସୂର୍ଯ୍ୟପୂଜା ଓ ଅଗ୍ନିକୁଣ୍ଡ ସଂସ୍କାର ହୋଇଥିଲା । ୨୫ ତାରିଖରେ ଚଣ୍ଡୀପାଠ, ରୁଦ୍ରାଭିଷେକ ହନୁମାନ ଷୋଡଷ…

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡିଶା ମୁଖ୍ୟଙ୍କ ସହ ଆଲୋଚନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡିଶା ମୁଖ୍ୟଙ୍କ ସହ ଆଲୋଚନା

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡିଶା ମୁଖ୍ୟଙ୍କ ସହ ଆଲୋଚନା [caption id="attachment_9248" align="alignnone" width="300"] News by Padmalochan Mishra (Cuttack)[/caption] #ଭୁବନେଶ୍ୱର /କଟକ(ଏନ୍‍.ଏମ୍‍.): ରାଜ୍ୟ କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡ଼ିଶା ମୁଖ୍ୟଙ୍କ ସହ ସାକ୍ଷାତ କରାଯାଇ ଆଲୋଚନା କରାଯାଇଛି । ଓଡିଶାରେ ଥିବା ୨ ଲକ୍ଷ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନେ ସେମାନଙ୍କର ପେନସନ, ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଅନ୍ୟାନ୍ୟ କାର୍ଯ୍ୟବାବଦରେ ଭବିଷ୍ୟନିଧି ସଂଗଠନର…

ଆଇପିଏଲ୍‌: ଆରସିବିକୁ ହରାଇଲା କେକେଆର
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଆଇପିଏଲ୍‌: ଆରସିବିକୁ ହରାଇଲା କେକେଆର

ଆଇପିଏଲ୍‌: ଆରସିବିକୁ ହରାଇଲା କେକେଆର [caption id="attachment_9245" align="alignnone" width="220"] News by Allhad Kumar Mohanty (Bureau News)[/caption] #ବାଙ୍ଗାଲୋର(ଏନ୍‍.ଏମ୍‍.): ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଦ୍ୱିତୀୟ ଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ କେକେଆର ବିଜୟୀ ହୋଇଥିବାବେଳେ ଆଜି ଅନୁଷ୍ଠିତ ମ୍ୟାଚରେ ମଧ୍ୟ କେକେଆର ୨୧ରନରେ ଆରସିବିକୁ ପରାସ୍ତ କରିଛି । ଏହି…

ରଡ ବୋଝେଇ ଟାଟାଏସିି ସହ ଯାତ୍ରୀବାହୀ ବସ ଧକ୍କା: ୬ ଗୁରୁତର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରଡ ବୋଝେଇ ଟାଟାଏସିି ସହ ଯାତ୍ରୀବାହୀ ବସ ଧକ୍କା: ୬ ଗୁରୁତର

ରଡ ବୋଝେଇ ଟାଟାଏସିି ସହ ଯାତ୍ରୀବାହୀ ବସ ଧକ୍କା: ୬ ଗୁରୁତର [caption id="attachment_9242" align="alignnone" width="300"] News by Kanhucharan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଏକ ଯାତ୍ରୀବାହୀ ବସ ସହିତ ଟାଟାଏସିର ଧକ୍କା ହେବା ଫଳରେ ୬ଜଣ ଗୁରୁତର ହୋଇ କଟକ ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ଅନ୍ତପୁର ଛକ ଠାରେ ଏକ ଓଡି୦୫ ଜେଡ ୧୨୯୫ ନମ୍ବର…

ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ମୀନା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ମୀନା

ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ମୀନା [caption id="attachment_9239" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ଦାଦା ସାହେବ ଫିଲ୍ମ ଫେଷ୍ଟିଭାଲରେ ୧୩ତମ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମୀନା' ସ୍ଥାନ ପାଇଛି । ଉକ୍ତ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ନବକିଶୋର ଦାସ, ନିର୍ଦ୍ଦେଶନା ଦେଇଛନ୍ତି ବିଭୁତି ଭୂଷଣ ଭାରତ, ପ୍ରଚ୍ଛଦପଟ୍ଟ…

ନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ କରିବା ଅଭିଯୋଗରେ ରାଜସ୍ଥାନରୁ ୨ଗିରଫ

ନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ କରିବା ଅଭିଯୋଗରେ ରାଜସ୍ଥାନରୁ ୨ଗିରଫ [caption id="attachment_9236" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ନ୍ୟୁଡ କଲ କରି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଆଜି କମିଶନରେଟ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନ ଭରତପୁରରୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ନଗଦ ଲକ୍ଷେ ଟଙ୍କା ଓ ବହୁ ମୋବାଇଲ୍ ଜବତ ହୋଇଛି । ଏମାନେ ନ୍ୟୁଡ୍…

କୋଣାର୍କ ଭଗବତୀ ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଜବର ଦଖଲ କରି ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କୋଣାର୍କ ଭଗବତୀ ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଜବର ଦଖଲ କରି ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ

କୋଣାର୍କ ଭଗବତୀ ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଜବର ଦଖଲ କରି ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ ପ୍ରତିଷ୍ଠାତା ସଦସ୍ୟ ଓ ପୁରାତନ ଛାତ୍ର ସଂଘ ପକ୍ଷରୁ ଘଟଣାକୁ ନିନ୍ଦା [caption id="attachment_9233" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‌.ଏମ୍‌.): ଉଚ୍ଚ ଶିକ୍ଷାର ବିକାଶ ପାଇଁ ୧୯୭୮ ମସିହାରେ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ ଗଢିଉଠିଥିଲା କୋଣାର୍କ ଭଗବତୀ ମହାବିଦ୍ୟାଳୟ ।…

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ଛାତ୍ର ମାନଙ୍କ ସଫଳତା ଓଡିଶାର ସଫଳତା – ମୁଖ୍ୟମନ୍ତ୍ରୀ [caption id="attachment_9229" align="alignnone" width="300"] News by B.Mishra(BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି…

ଆଇପିଏଲ୍‌: ମୁମ୍ବାଇ ବିପକ୍ଷରେ ଗୁଜୁରାଟର ବଡ଼ ବିଜୟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ଆଇପିଏଲ୍‌: ମୁମ୍ବାଇ ବିପକ୍ଷରେ ଗୁଜୁରାଟର ବଡ଼ ବିଜୟ

ଆଇପିଏଲ୍‌: ମୁମ୍ବାଇ ବିପକ୍ଷରେ ଗୁଜୁରାଟର ବଡ଼ ବିଜୟ [caption id="attachment_9222" align="alignnone" width="300"] News by Allhad Kumar Mohanty (Bureau News)[/caption] #ଅହମ୍ମଦାବାଦ(ଏନ୍‍.ଏମ୍‍.): ଆଇପିଏଲର ୩୫ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ, ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ୫୫ରନର ବଡ଼ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୨୦୭ରନ କରିଥିବାବେଳେ ରୋହିତ ଶର୍ମାଙ୍କ ମୁମ୍ବାଇ ଟିମ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୫୨ରନ…

ଆଇପିଏଲ୍‌: ଦିଲ୍ଲୀର ଦ୍ୱିତୀୟ ବିଜୟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଆଇପିଏଲ୍‌: ଦିଲ୍ଲୀର ଦ୍ୱିତୀୟ ବିଜୟ

ଆଇପିଏଲ୍‌: ଦିଲ୍ଲୀର ଦ୍ୱିତୀୟ ବିଜୟ [caption id="attachment_9218" align="alignnone" width="300"] News by Allhad Kumar Mohanty (Bureau News)[/caption] #ହାଇଦ୍ରାବାଦ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି । ଆଜି ଟୁର୍ଣ୍ଣାମେଣ୍ଟର ୩୪ତମ ମ୍ୟାଚରେ ଦୁଇ ଦୁର୍ବଳ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଓ ଘରୋଇ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ବ୍ୟାଟିଂ…

ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର

ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର [caption id="attachment_9214" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକରେ ରାଜ୍ୟସରକାର ବିଭିନ୍ନ ନୂଆ ନୂଆ ବୃହତ ଯୋଜନା ରୂପାୟନ କରାଯିବା ଫଳରେ କଟକ ସହରର ସୌଦର୍ଯ୍ୟ ବଢିବାରେ ଲାଗିଛି । ସହରରେ ଯାନବାହାନ ସୁପରିବହନ ଲାଗି ଖାନନଗର ଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ…

ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କମି କମି ଯାଉଛି : କଂଗ୍ରେସ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କମି କମି ଯାଉଛି : କଂଗ୍ରେସ

ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କମି କମି ଯାଉଛି : କଂଗ୍ରେସ [caption id="attachment_9211" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ସରକାର ଓଡ଼ିଶାର କୃଷକଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ୨୦୧୨-୧୩ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା…

ସ୍ୱାଭିମାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ସ୍ୱାଭିମାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ସ୍ୱାଭିମାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ [caption id="attachment_9208" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାଭିମାନ ଦ୍ୱାରା ୨ଦିନ ଧରି ସ୍ୱ-ପରାୟଣତା, ହେମୋଫିଲିଆ ରୋଗ(ରକ୍ତ ଜନିତ ବିକାରତା), ବୌଦ୍ଧିକ ଅକ୍ଷମତା ଏବଂ ଦୃଷ୍ଟି ବାଧିତ ବ୍ୟକ୍ତି ବିଶେଷମାନେ କିପରି ସାମାଜିକ ଭେଦଭାବର ସମ୍ମୁଖୀନ ହୁଅନ୍ତି, ସେମାନଙ୍କ ପାଇଁ ଆଇନରେ କ’ଣ ବ୍ୟବସ୍ଥା ରହିଛି ଏବଂ ସମ୍ମିଳିତ ଶିକ୍ଷାରେ କିପରି ବ୍ୟବସ୍ଥା ରହିଛି ଏହି ବିଷୟବସ୍ତୁକୁ…

ମହାନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ଶବ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ଶବ

ମହାନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ଶବ [caption id="attachment_9204" align="alignnone" width="300"] News by Smrutiranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର କୟଳପଡ଼ା ନିକଟ ବର୍ତ୍ତୀ ମହାନଦୀରେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବାର ଦେଖିବକୁ ମିଳିଛି । ତେବେ ଏହି ଶବଟିକୁ ନେଇ ଅଞ୍ଚଳରେ ବହୁ କଳ୍ପନା ଜଳ୍ପନା ଦେଖିବାକୁ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ…

ଆଇପିଏଲ୍‌: ବାଙ୍ଗାଲୋର ୭ରନରେ ବିଜୟୀ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଆଇପିଏଲ୍‌: ବାଙ୍ଗାଲୋର ୭ରନରେ ବିଜୟୀ

ଆଇପିଏଲ୍‌: ବାଙ୍ଗାଲୋର ୭ରନରେ ବିଜୟୀ [caption id="attachment_9200" align="alignnone" width="300"] News by Allhad Kumar Mohanty (Bureau News)[/caption] #ବାଙ୍ଗାଲୋର(ଏନ୍‌.ଏମ୍‌.): ଧ୍ରୁବ ଜୁରେଲଙ୍କ ୧୬ବଲରୁ ୩୪ରନ ସନ ରାଜସ୍ଥାନ ରୟାଲ୍ସର ବିଜୟ ପାଇଁ ଯଥେଷ୍ଟ ହୋଇ ପାରି ନଥିଲା । ରବିବାର ଅନୁଷ୍ଠିତ ଆଇପିଏଲର ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ୩୨ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ୭ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏଥିସହିତ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟରେ…

ହରିପୁର ରୋଡ଼ରେ ଖୋଲିଲା ବୈଦୁତିକ ସାଇକେଲ ଓ ଟ୍ରାଇ ସାଇକେଲର ଆଉଟଲେଟ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ହରିପୁର ରୋଡ଼ରେ ଖୋଲିଲା ବୈଦୁତିକ ସାଇକେଲ ଓ ଟ୍ରାଇ ସାଇକେଲର ଆଉଟଲେଟ

ହରିପୁର ରୋଡ଼ରେ ଖୋଲିଲା ବୈଦୁତିକ ସାଇକେଲ ଓ ଟ୍ରାଇ ସାଇକେଲର ଆଉଟଲେଟ [caption id="attachment_9197" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକ ସହର ହରିପୁର ରୋଡରେ ପ୍ରଥମ କରି ଖୋଲିଲା ବୈଦୁତିକ ସାଇକେଲ ଓ ଟ୍ରାଇସାଇକେଲର ଆଉଟଲେଟ । ଏଠାରେ ବିଭିନ୍ନ ପ୍ରକାର ହେଲମେଟ ଠାରୁ ଆରମ୍ଭ କରି ବିଦ୍ୟୁତ ଚାଲିତ ସାଇକେଲ ଯୁବପୀଢ଼ିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଏଥି ସହିତ…

ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅକ୍ଷିମୁଠି ଅନୁକୂଳ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅକ୍ଷିମୁଠି ଅନୁକୂଳ

ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅକ୍ଷିମୁଠି ଅନୁକୂଳ [caption id="attachment_9194" align="alignnone" width="300"] News by Smrutiranjan Tripathy (Tangi-Choudwar)[/caption] #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ର ବିଭିନ୍ନ ସ୍ଥାନରେ କୃଷକମାନେ ଅକ୍ଷିମୁଠି ପକାଇଛନ୍ତି । ବିଶେଷ କରି ସ୍ଥାନୀୟ ଲୋକପ୍ରତିନିଧିମାନେ ଏହି ସବୁ ଅଞ୍ଚଳରେ ସମର୍ଥକଙ୍କ ଗହଣରେ ଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ କ୍ଷେତରେ ବିହନ ଅନୁକୂଳ କରିଥିଲେ । ସ୍ଥାନୀୟ ନଖରା ପଞ୍ଚାୟତ ଓ ଶଙ୍କରପୁର ପଞ୍ଚାୟତରେ ପବିତ୍ର ଅକ୍ଷୟ…

ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ ଓ ଉତ୍କଳୀୟ କୃଷକ ସମାରୋହ ଦିବସ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ ଓ ଉତ୍କଳୀୟ କୃଷକ ସମାରୋହ ଦିବସ

ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ ଓ ଉତ୍କଳୀୟ କୃଷକ ସମାରୋହ ଦିବସ [caption id="attachment_9190" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‌.ଏମ୍‌.): ବୈଶାଖ ଶୁକ୍ଳ ତୃତୀୟ ତିଥି ପବିତ୍ର ଅକ୍ଷୟ ତୃତୀୟରେ କୃଷକମାନେ ପାରମ୍ପରିକ ରୀତିନୀତିରେ ମୁଠି ଅନୁକୂଳ କରିଛନ୍ତି । ଏହି ପରମ୍ପରାକୁ ଜନମାନସରେ ଉଦ୍‌ଜୀବିତ କରି ରଖିବା ପାଇଁ ବନାଖଣ୍ଡି ସେବା ସମବାୟ ସମିତି ଓ ନିଖିଳ ଉତ୍କଳ ନୀଳାଚଳ…

କୃଷି ଦିବସ ଅବସରରେ କୃଷିମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷି ମୁଠି ଅନୁକୂଳ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କୃଷି ଦିବସ ଅବସରରେ କୃଷିମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷି ମୁଠି ଅନୁକୂଳ

କୃଷି ଦିବସ ଅବସରରେ କୃଷିମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷି ମୁଠି ଅନୁକୂଳ [caption id="attachment_9187" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା ବା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଯାଇ ସେଠାରେ ଅକ୍ଷୀ ମୁଠି ଅନୁକୂଳ କରି ରାଜ୍ୟର କୃଷକ…

ଆଇପିଏଲ୍‌: ଲକ୍ଷ୍ନୌକୁ ହରାଇଲା ଗୁଜୁରାଟ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ

ଆଇପିଏଲ୍‌: ଲକ୍ଷ୍ନୌକୁ ହରାଇଲା ଗୁଜୁରାଟ

ଆଇପିଏଲ୍‌: ଲକ୍ଷ୍ନୌକୁ ହରାଇଲା ଗୁଜୁରାଟ [caption id="attachment_9184" align="alignnone" width="300"] News by Allhad Kumar Mohanty (Bureau News)[/caption] #ଲକ୍ଷ୍ନୌ(ଏନ୍‌.ଏମ୍‌.): ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚ ବେଶ ଚିତାକର୍ଷକ ହୋଇଛି । ଏହି ଲୋ ସ୍କୋରିଂ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ ୭ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ବିଜୟ ହାସଲ କରିଛି । ଲକ୍ଷ୍ନୌର ଦୁଇ ଓପନର…