ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ଜନ୍ମତ୍ସୋବରେ ବିଶ୍ୱକଲ୍ୟାଣ ମହାଯଜ୍ଞ
ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ଜନ୍ମତ୍ସୋବରେ ବିଶ୍ୱକଲ୍ୟାଣ ମହାଯଜ୍ଞ [caption id="attachment_9471" align="alignnone" width="300"] News by Umakanta jena (Cuttack)[/caption] #ସାଲେପୁର(ଏନ୍.ଏମ୍.): ସାଲେପୁର ବ୍ଲକ ଅନ୍ତର୍ଗତ ତରିତୋ ଗ୍ରାମର ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ଜନ୍ମତ୍ସୋବ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱକଲ୍ୟାଣ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା ।…




















