କଟକ ପାଲଟିଛି ଦେହ ବ୍ୟବସାୟୀଙ୍କ ସାମ୍ରାଜ୍ୟ, କମିଶନରେଟ ପୁଲିସର ଚଢ଼ାଉ: ୨ଟି ସ୍ଥାନରୁ ୩ ଗିରଫ ୪ ଉଦ୍ଧାର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ପାଲଟିଛି ଦେହ ବ୍ୟବସାୟୀଙ୍କ ସାମ୍ରାଜ୍ୟ, କମିଶନରେଟ ପୁଲିସର ଚଢ଼ାଉ: ୨ଟି ସ୍ଥାନରୁ ୩ ଗିରଫ ୪ ଉଦ୍ଧାର

କଟକ ପାଲଟିଛି ଦେହ ବ୍ୟବସାୟୀଙ୍କ ସାମ୍ରାଜ୍ୟ କମିଶନରେଟ ପୁଲିସର ଚଢ଼ାଉ: ୨ଟି ସ୍ଥାନରୁ ୩ ଗିରଫ ୪ ଉଦ୍ଧାର କଟକ(ଏନ୍‌.ଏମ୍‌.): ଲକ୍‌ଡାଉନ ଓ ସଟଡାଉନ ସମୟରେ କଟକ ସହରରେ ଆରମ୍ଭ ହୋଇଯାଇଛି ଦେହ ବ୍ୟବସାୟ । ଗୋଟିଏ ଦିନରେ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ସେକ୍ସ ରାକେଟ ଠାବ ହୋଇଛି । ମାଲଗୋଦାମ ଥାନା ପୁଲିସ ଏକ ହୋଟେଲରେ ଚଢଉ କରି ଜଣେ ଯୁବତୀକୁ ଉଦ୍ଧାର କରିବା ସହ…

କଟକ କନିକା ଛକରେ ଧରାପଡ଼ିଲା ନକଲି କରୋନା ଔଷଧ: ୧୭୦ ପେଟି ଭର୍ତ୍ତି ୧୭ହଜାର ‘ଫାଭିପିରାଭିର’ଟାବଲେଟ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକ କନିକା ଛକରେ ଧରାପଡ଼ିଲା ନକଲି କରୋନା ଔଷଧ: ୧୭୦ ପେଟି ଭର୍ତ୍ତି ୧୭ହଜାର ‘ଫାଭିପିରାଭିର’ଟାବଲେଟ ଜବତ

କଟକ କନିକା ଛକରେ ଧରାପଡ଼ିଲା ନକଲି କରୋନା ଔଷଧ: ୧୭୦ ପେଟି ଭର୍ତ୍ତି ୧୭ହଜାର ‘ଫାଭିପିରାଭିର’ଟାବଲେଟ ଜବତ କଟକ (ଏନ୍‌.ଏମ୍‌.): କଟକସ୍ଥିତ କନିକା ଛକର ଏକ ମେଡ଼ିସିନ ଷ୍ଟୋରରୁ ଡ୍ରଗ୍ସ କେଣ୍ଟ୍ରାଲ ସ୍କ୍ୱାଡ ଦ୍ୱାରା ବିପୁଳ ପରିମାଣର ନକଲି ଫାଭିପିରାଭିର୍ ମେଡିସିନ୍ ଜବତ ହୋଇଛି । ଏହା ୧୭୦ ପେଟିରେ ୧୭ହଜାର ଟାବଲେଟ ରହିଥିଲା । ଜବତ ଫାଭିପିରାଭିର ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି । କିଛି ପରିମାଣର ନକଲି…

ମାଓ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମାଓ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ

ମାଓ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ ଭୁବନେଶ୍ୱର (ଏନ୍‌.ଏମ୍‌.): ମାଓବାଦୀ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ବଡ଼ ସଫଳତା ମିଳିଛି । ପୁଲିସ ଏନକାଉଣ୍ଟରରେ ଜଣେ ସିନିୟର କ୍ୟାଡର ମାଓବାଦୀ ନିହତ ହୋଇଛି । ଏ ନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି । ଡିଜିପିଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ରାଜ୍ୟ ପୁଲିସରଏକ…

ପେଟ୍ରୋଲ ପମ୍ପ ଲୁଟ୍ ଯୋଜନା ପଣ୍ଡ ; ୬ ଆନ୍ତଃଜିଲ୍ଲା ଡକାୟତ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପେଟ୍ରୋଲ ପମ୍ପ ଲୁଟ୍ ଯୋଜନା ପଣ୍ଡ ; ୬ ଆନ୍ତଃଜିଲ୍ଲା ଡକାୟତ ଗିରଫ

ପେଟ୍ରୋଲ ପମ୍ପ ଲୁଟ୍ ଯୋଜନା ପଣ୍ଡ ; ୬ ଆନ୍ତଃଜିଲ୍ଲା ଡକାୟତ ଗିରଫ ୫ ବନ୍ଧୁକ, ୩୦ ଗୁଳି, ମୋଟରସାଇକେଲ, ମୋବାଇଲ ଜବତ କଟକ(ଏନ୍‌.ଏମ୍‌.): ମଙ୍ଗଳାବାଗ ଥାନା ପୁଲିସ ଯଥା ସମୟରେ ଚଢାଉ କରି ଏକ ଡକାୟତି ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି । ସ୍ଥାନୀୟ ପେଟ୍ରୋଲ ପମ୍ପରୁ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ମଙ୍ଗଳାବାଗ ଥାନା ପୁଲିସ ଚଢାଉ କରି ଏକ ଆନ୍ତଃଜିଲ୍ଲା ପେସାଦାର ଡକାୟତ…

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ ନୂଆଦିଲ୍ଲୀ (ଏଜେନ୍ସି): ଭାରତକୁ ସ୍ୱାଧୀନ କରିବାରେ ମୁଖ୍ୟ ଭୂମିକା ନେଇଥିବା ଏବଂ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦର ବିଲୋପ ପାଇଁ ମଧ୍ୟ ଲଢେଇ କରିଥିବାବେଳେ ଏବେ ତାଙ୍କ ଅଣନାତୁଣୀ ସେହି ଦକ୍ଷିଣ ଆଫ୍ରିକାରେ ଜାଲିଆତି ଓ ଠକେଇ ଅଭିଯୋଗରେ ସାତବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଗାନ୍ଧିଜୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନ…

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତକୁ ସହାୟତା ରାଶି ପ୍ରଦାନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତକୁ ସହାୟତା ରାଶି ପ୍ରଦାନ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତକୁ ସହାୟତା ରାଶି ପ୍ରଦାନ କଟକ(ଏନ.ଏମ.): କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତ ଏକ ଯୁବକକୁ ସହାୟତା ଯୋଗାଇ ଦିଆଯାଇଛି । ସୁଚନା ଥାଉକି, ୨୦୧୯ ମସିହା ନଭେମ୍ବର ମାସରେ ଉକ୍ତ ଅଞ୍ଚଳର ଜଣେ ୩୨ ବର୍ଷୀୟ ଯୁବକକୁ ତାର ପ୍ରେମିକା ଓ ପ୍ରେମିକାର ମା’ ଘରକୁ ଡାକି ତା’ ମୁହଁକୁ ଏସିଡ ପକାଇ…

ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ !, ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ !, ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା

ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ ! ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା ବଲାଙ୍ଗୀର (ଏନ୍‌.ଏମ୍‌.): ହତ୍ୟା ଅଭିଯୋଗରେ ଫେରାର ଥିବା ଜଣେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିବାର ଦିନକ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ ହୋଇଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଥାନାରୁ ଅଭିଯୁକ୍ତ ଖସିଯାଇଛି ନା ତା’ ସହ ଆଉ କ’ଣ ଘଟିଛି, ତାକୁ ନେଇ ସନ୍ଦେହ ସୃଷ୍ଟି…

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଛୁରି ପଶିଥିବା ଯୁବକଙ୍କ ମୃତ୍ୟୁ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଛୁରି ପଶିଥିବା ଯୁବକଙ୍କ ମୃତ୍ୟୁ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଛୁରି ପଶିଥିବା ଯୁବକଙ୍କ ମୃତ୍ୟୁ କଟକ(ଏନ.ଏମ.): କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରେ ବେକରେ ଛୁରି ପଶି ଯାଇଥିବା ଜଣେ କୋଭିଡ ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ ହୋଇଛି । ଗତ ୪ତାରିଖ ଦିନ ଉକ୍ତ ଯୁବକଙ୍କ ବେକରେ ଛୁରି ପଶି ଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଏସସିବିକୁ ଅଣାଯାଇ ଅସ୍ତ୍ରୋପଚାର ପରେ ଆଇସିୟୁରେ ରହିଥିଲେ…

ଡକାୟତି ଯୋଜନା ପଣ୍ଡ: ଗିରଫ ହେଲେ ୫ ହାଇୱେ ଲୁଟରା, ଜବତ ହେଲା ମାରଣାସ୍ତ୍ର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଡକାୟତି ଯୋଜନା ପଣ୍ଡ: ଗିରଫ ହେଲେ ୫ ହାଇୱେ ଲୁଟରା, ଜବତ ହେଲା ମାରଣାସ୍ତ୍ର

ଡକାୟତି ଯୋଜନା ପଣ୍ଡ: ଗିରଫ ହେଲେ ୫ ହାଇୱେ ଲୁଟରା, ଜବତ ହେଲା ମାରଣାସ୍ତ୍ର କଟକ(ଏନ୍.ଏମ୍.): କଟକ କମିଶନରେଟ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନା ଚାଲିଥିବାବେଳେ ଚାଉଳିଆଗଞ୍ଜ ଥାନା ପୁଲିସ ଏହାର ପର୍ଦ୍ଦାଫାସ କରିଛି । ଖବର ପାଇ ପୁଲିସ ଅତର୍କିତ ଚଢାଉ କରି ୫ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ରିଭଲଭର, ଗୋଟିଏ ଖେଳନା ବନ୍ଧୁକ,…

ଡ୍ରଗ୍ସ କାରବାର ରୋକିବା ପାଇଁ ଓଡ଼ିଶା ପୁଲିସର ଦୃଢ଼ ପଦକ୍ଷେପ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଡ୍ରଗ୍ସ କାରବାର ରୋକିବା ପାଇଁ ଓଡ଼ିଶା ପୁଲିସର ଦୃଢ଼ ପଦକ୍ଷେପ

ଡ୍ରଗ୍ସ କାରବାର ରୋକିବା ପାଇଁ ଓଡ଼ିଶା ପୁଲିସର ଦୃଢ଼ ପଦକ୍ଷେପ କଟକ (ଏନ୍.ଏମ୍.): ଡ୍ରଗ୍ସ କାରବାର ବିରୋଧରେ ଓଡ଼ିଶା ପୁଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଡ୍ରଗ୍ସ କାରବାର ଦମନ କରିବାରେ ସ୍ପେଶାଲ ଟାସ୍କଫୋର୍ସ (ଏସ୍ଟିଏଫ୍) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛିବୋଲି ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ୍ ମୁଖ୍ୟକାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ…

ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର

ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର କଟକ(ଏନ୍‌.ଏମ.): ବର୍ଫି ପ୍ରକଳ୍ପ ଓ କଟକ ବଡ ଡାକ୍ତରଖାନା ସମ୍ପ୍ରସାରଣ ପାଇଁ ମହାନଦୀ ପଠାକୁ ପୋତିବାକୁ ବିରୋଧ କରି ରୁଜୁ ମାମଲାରେ ରିପୋର୍ଟ ଦାଖଲ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମାମଲାର ଶୁଣାଣି କରି ହାଇକୋର୍ଟ ତୁରନ୍ତ ରିପୋର୍ଟ ଦେବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଆଧାରରେ…

ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ

ସାଇବର ଅପରାଧ: ୨ଠକ ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ବାଇକ୍ ଜବତ କଟକ(ଏନ୍.ଏମ୍.): କରୋନା ମହାମାରୀ ହେତୁ ଅନେକ ସରକାରୀ ଓ ବେସରକାରୀ କର୍ମଚାରୀ ଘରେ ରହି ଅନ୍ ଲାଇନ ଯୋଗେ କାର୍ଯ୍ୟ କରୁଛନ୍ତି । ଲକ୍ ଡାଉନ ଓ ସଟ୍ ଡାଉନ୍ ଲାଗି ରହିଥିବାରୁ ଅନଲାଇନ ବ୍ୟବସାୟ ବୃଦ୍ଧି ପାଇଛି । ସେହି ହାରରେ ସାଇବର ଠକେଇ ମଧ୍ୟ ବୃଦ୍ଧି ପାଉଛି । ସାଇବର ଠକମାନେ…

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର କଟକ(ଏନ.ଏମ୍.): ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିବା ଉଦେ୍ଦଶ୍ୟରେ ଆଜି ଜଣେ ଯୁବତୀ ମହାନଦୀକୁ ଡେଇଁଛନ୍ତି । ତେବେ ସୌଭାଗ୍ୟ କ୍ରମେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ ଯୋବ୍ରା ବ୍ୟାରେଜ ଉପରେ ଏକ ଦମ୍ପତ୍ତି ଦୀର୍ଘ ସମୟ ଧରି ପାଟିତୁଣ୍ଡ କରିଥିଲେ । ହଠାତ୍ କେହି କିଛି ବୁଝିବା…

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ

ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଅଘଟଣ : ଯୁବକଙ୍କ ବେକରେ ପଶିଲା ଛୁରୀ ଘଟଣା ସମ୍ପର୍କରେ ଜିଲା୍ଲ କୋଭିଡ଼୍ ନୋଡ଼ାଲ ଅଧିକାରୀଙ୍କ ରପୋର୍ଟ ତଲବ କଟକ(ଏନ.ଏମ.): କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରେ ଆଜି ସକାଳେ ଜଣେ ଆକ୍ରାନ୍ତ ଯୁବକଙ୍କ ବେକରେ ଛୁରୀ ଭୁଷି ହୋଇଯିବା ଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଯୁବକଙ୍କ ବେକରେ ଛୁରୀ ପଶି ରହିବା ପରେ ଗୁରୁତର ଅବସ୍ଥାରେ ଚିକିତ୍ସା…

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ ନରସିଂହପୁର(ଏନ୍.ଏମ୍.): କଟକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାପକ ବେଆଇନ ନିଶା କାରବାର ଚାଲିଛି । ମଦ, ଗଞ୍ଜେଇ ସହିତ ବ୍ରାଉନସୁଗାର କାରବାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ କଟକ ଜିଲ୍ଲାରୁ ବେଆଇନ ନିଶା କାରବାର ରୋକିବା ନେଇ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ତେବେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଞ୍ଚଳରେ ବେଆଇନ ନିଶାକାରବାର…

ସିବିଆଇ କମର୍ଚାରୀ ଓ ଅଧିକାରୀଙ୍କ ପୋଷାକ ଉପେର କଟକଣା : ଗେଟଅପରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ଶିକ୍ଷା ଓ ନିଯୁକ୍ତି

ସିବିଆଇ କମର୍ଚାରୀ ଓ ଅଧିକାରୀଙ୍କ ପୋଷାକ ଉପେର କଟକଣା : ଗେଟଅପରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ

ସିବିଆଇ କମର୍ଚାରୀ ଓ ଅଧିକାରୀଙ୍କ ପୋଷାକ ଉପେର କଟକଣା : ଗେଟଅପରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ନୂଆଦିଲ୍ଲୀ (ଏଜେନ୍ସି): ସେଣ୍ଟାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ସିବିଆଇ)ରେ ଗେଟଅଫରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏଣିକି ଜିନ୍ସ୍, ଟି-ସାର୍ଟ, ସ୍ପୋର୍ଟସ୍ ସୁଜ୍ ପିନ୍ଧି ଅଫିସକୁ ଆସି ପାରିବେ ନାହିଁ । କେବଳ ‘ଫର୍ମାଲ୍’ ପୋଷାକ ପରିଧାନ ବାଧ୍ୟତାମୂଳକ କରିଛନ୍ତି…

କଟକରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

କଟକରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ ୫ ମାସରେ ଜବତ ହେଲାଣିି ୩ କିଲୋଗ୍ରାମ୍ ବ୍ରାଉନ ସୁଗାର ଓ ୨୪ ଗିରଫ କଟକ(ଏନ୍.ଏମ୍.): କଟକ ଜିଲ୍ଲାରରେ ଏବେ ବାଉନସୁଗାର କାରବାର ବେଶ ବୃଦ୍ଧି ପାଇଛି । ଏପରିକି ସନ୍ଧ୍ୟା ହେଲେ ସହରର ଅନ୍ଧାରୁଆ ଗଳି ଓ ନଦୀ କୂଳରେ ଏହି କାରବାର ଅଧିକ ହେଉଥିବା ଜଣାପଡ଼ିଛି । ବ୍ରାଉନସୁଗାର କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗତ…

କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ !
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ !

କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ ! ଭୁବନେଶ୍ୱର(ଏନ୍.ଏମ୍.): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା ଅଭୟ କୁମାର ମହାନ୍ତି ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଶ୍ରୀ ମହାନ୍ତିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛି । ଏଥିସହିତ ସେ ଦାବି କରୁଥିବା…

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ - ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ କଟକ (ଏନ୍‌.ଏମ୍‌.): କରୋନାଜନିତ ହାହାକାରମୟ ପରିସ୍ଥିତି ଓ ଲକ୍‌ଡାଉନ୍ ଭିତରେ ବସ୍ତି ଉଛେଦ ଚାଲିଛି । ସରକାରଙ୍କ ଏପରି କଣ ଜରୁରୀ ହୋଇ ପଡିଛି କେଜାଣି ଗରିବ ବସ୍ତିବାସିନ୍ଦାଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ଉଛେଦ କରି ସେମାନଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି? ସରକାର ଓ ପ୍ରଶାସନର ଏହିଭଳି ନିଷ୍ଠୁର ଅମାନବୀୟ ଆଚରଣକୁ ‘ବସ୍ତିବାସିନ୍ଦାଙ୍କ…

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ କଟକ (ଏନ୍‌.ଏମ୍‌.): କଟକ ସହରରେ ରହିଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିବା ପରେ ଆଜି ସିଏମସି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । କୋଭିଡ ହସ୍ପିଟାଲରେ ରୋଗୀ ତଥା ସେମାନଙ୍କ ପରିବାର ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ହେବା ପରେ ଅନେକ ସମୟରେ କୋଭିଡ ପରିଚାଳନାକୁ ନେଇ ଅଭିଯୋଗ ହୋଇଥିଲା…