ନାବାଳିକାକୁ ଅସଦାଚରଣ କରି ବନ୍ଧାହେଲେ ଯୁବକ
ନାବାଳିକାକୁ ଅସଦାଚରଣ କରି ବନ୍ଧାହେଲେ ଯୁବକ [caption id="attachment_6977" align="alignnone" width="267"] News by Kanhu Charan Panda (Jagatpur)[/caption] ଜଗତପୁର(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ନାବାଳିକା, ଯୁବତୀ ଆଦି ଅସଦାଚରଣର ଶିକାରରୁ ବର୍ତ୍ତି ପାରି ନାହାନ୍ତି । କେଉଁଠି ରାଗିଂର ଶିକାର ହେବାକୁ ପଡ଼ୁଛି ତ ଆଉ କେଉଁଠି ରାସ୍ତାରେ ଯିବାବେଳେ ବି ବିଭିନ୍ନ ପିଲାଙ୍କ ଠାରୁ ଅଶ୍ଳିଳ ଇଙ୍ଗିତ ଆଦି ମିଳୁଛି । କେବଳ ସେତିକି ନୁହେଁ ଝିଅମାନଙ୍କୁ…




















