ଥାନାରୁ ଆସିବା ପରେ ଯୁବକଙ୍କ ଆତ୍ମହତ୍ୟା ! : କାରଣ ଅସ୍ପଷ୍ଟ
ଥାନାରୁ ଆସିବା ପରେ ଯୁବକଙ୍କ ଆତ୍ମହତ୍ୟା ! : କାରଣ ଅସ୍ପଷ୍ଟ [caption id="attachment_5658" align="alignnone" width="300"] News by Biswajit Dalai (Salepur)[/caption] ସାଲେପୁର(ଏନ୍.ଏମ୍.): ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ଗୁଣ୍ଠପଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଅଚାନକ ମୃତ୍ୟୁ ହେବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ମୃତକ ଜଣକ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଥିବା ଅଞ୍ଚଳବାସୀ ଆଲୋଚନା କରୁଛନ୍ତି । ତେବେ କେଉଁ କାରଣ…



















