୩ ଚୋରା ବନ୍ଧୁକ ବେପାରୀଙ୍କୁ ମାଡ଼ିବସିଲା ପୁଲିସ : ବିହାରରୁ ଆଣି କଟକରେ ବିକ୍ରି କରୁଥିଲେ
୩ ଚୋରା ବନ୍ଧୁକ ବେପାରୀଙ୍କୁ ମାଡ଼ିବସିଲା ପୁଲିସ : ବିହାରରୁ ଆଣି କଟକରେ ବିକ୍ରି କରୁଥିଲେ [caption id="attachment_6612" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍.ଏମ୍.): ରାଜ୍ୟ ବାହାରୁ ଚୋରା ବନ୍ଧୁକ ଓ ଗୁଳି ଆମଦାନୀ ହେଉଥିବା ବିଷୟରେ ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୁଲିସ । ଏ ନେଇ ସ୍ପେଶାଲ ସ୍କ୍ୱାର୍ଡ଼ ଓ ଲାଲବାଗ ଥାନା ପୁଲିସକୁ ବଡ ସଫଳତା ମିଳିଛି । ବିଳମ୍ବିତ…




















