ଦୃଷ୍ଟି ଏଜୁକେସନାଲ୍ରେ ଆନ୍ତର୍ଜାତୀୟ ଯୋଗ ଦିବସ
ଦୃଷ୍ଟି ଏଜୁକେସନାଲ୍ରେ ଆନ୍ତର୍ଜାତୀୟ ଯୋଗ ଦିବସ [caption id="attachment_5514" align="alignnone" width="300"] News by Smruti Ranjan Tripathy (CTC)[/caption] କଟକ(ଏନ୍.ଏମ୍.): କଟକ ସ୍ଥିତ ଦୃଷ୍ଟି ଏଜୁକେସନାଲ୍ ଏଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବହୁ ଛାତ୍ର ଓ ଛାତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରକାର ଯୋଗ ପ୍ରଦର୍ଶନୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାରତର ସ୍କାଉଟ୍…




















