ଓଡ଼ିଶା ଇଣ୍ଡଷ୍ଟ୍ରି ଆସୋସିଏସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଓଡ଼ିଶା ଇଣ୍ଡଷ୍ଟ୍ରି ଆସୋସିଏସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

ଓଡ଼ିଶା ଇଣ୍ଡଷ୍ଟ୍ରି ଆସୋସିଏସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର [caption id="attachment_7002" align="alignnone" width="300"] News by Kanhucharan Panda (Cuttack)[/caption] କଟକ(ଏନ୍‌.ଏମ୍‌.): ଓଡିଶା ଇଣ୍ଡଷ୍ଟ୍ରି ଆସୋସିଏସନ ଓ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଭୁବନେଶ୍ୱରଙ୍କ ମିଳିତ ଆନୁକୁଲ୍ୟରେ ୪ଦିନ ବ୍ୟାପି ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି । ଜଗତପୁର ନୁତନ ଶିଳ୍ପାଞ୍ଚଳ ଓଡିଶା ଇଣ୍ଡଷ୍ଟ୍ରି ଆସୋସିଏସନ ସଭାଗୃହ ପରିସରରେ ଶିଳ୍ପ ସଂଘ ଅଧ୍ୟକ୍ଷ ଅବାନୀ…

ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି [caption id="attachment_6999" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ଆଜି ଖାନନଗରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗତ ନଭେମ୍ବର ୧୬ ତାରିଖରେ ଆସୋସିଏସନ ତରଫରୁ ୩୦ଟି ଜିଲ୍ଲାଶାଖା ମାନେ…

ଚୌଦ୍ୱାର ପୁଲିସର ସଫଳତା:ଚୋରି ସାମଗ୍ରୀ ଜବତ, ୭ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚୌଦ୍ୱାର ପୁଲିସର ସଫଳତା:ଚୋରି ସାମଗ୍ରୀ ଜବତ, ୭ ଗିରଫ

ଚୌଦ୍ୱାର ପୁଲିସର ସଫଳତା:ଚୋରି ସାମଗ୍ରୀ ଜବତ, ୭ ଗିରଫ [caption id="attachment_6995" align="alignnone" width="300"] News by Smruti Ranjan Tripathy (Choudwar)[/caption] ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୁଲିସ୍ ପଞ୍ଝାରେ ୭ଜଣ ଚୋର ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ନାବାଳକ ଥିବା ଜଣାପଡ଼ିଛି । ଗତ କିଛି ଦିନ ଧରି ଚୌଦ୍ୱାର ଅଞ୍ଚଳର ବିଭିନ୍ନ ଦୋକାନ, ଘର, ଓ ମନ୍ଦିରମାନଙ୍କରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇଥିଲା । ତେବେ…

ଭିନ୍ନକ୍ଷମଙ୍କୁ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କଲେ ମନ୍ତ୍ରୀ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭିନ୍ନକ୍ଷମଙ୍କୁ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କଲେ ମନ୍ତ୍ରୀ

ଭିନ୍ନକ୍ଷମଙ୍କୁ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କଲେ ମନ୍ତ୍ରୀ ‘ସ୍ୱାଭିମାନ’ ପକ୍ଷରୁ ଅଭିନବ ପଦକ୍ଷେପ [caption id="attachment_6991" align="alignnone" width="300"] News by I&PR (Odisha)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୮ ଜଣ ଭିନ୍ନକ୍ଷମଙ୍କୁ ସ୍ୱତନ୍ତ୍ର ଭାବେ ନିର୍ମିତ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କରିଛନ୍ତି । ସ୍ଥାନୀୟ ତେରାପନ୍ଥ ଭବନରେ ‘ସ୍ୱାଭିମାନ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨; ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା ପାଭିଲିୟନ
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨; ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା ପାଭିଲିୟନ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା ପାଭିଲିୟନ [caption id="attachment_6987" align="alignnone" width="300"] News by I&PR(Odisha)[/caption] ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ଏହି ମେଳାର ଓଡ଼ିଶା ପାଭିଲିୟନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥାଙ୍କ ୨୪ଟି ଷ୍ଟଲ ସ୍ଥାନ ପାଇଛି । ଉତ୍କଳୀୟ କଳା, ସଂସ୍କୃତିକୁ…

ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି

ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି [caption id="attachment_6984" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବ୍ୟାପକ ବିଭ୍ରାଟ ହୋଇଥିବା କଟକ ମହାନଗର ଶାନ୍ତିକମିଟି ଓ ପୂଜା କମିଟି ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସର୍କିଟ ହାଉସ…

ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ

ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ [caption id="attachment_6981" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଚାରିଟେବୁଲ୍ ଟ୍ରଷ୍ଟ୍ ଓ ମହାସତ୍‌ସଂଘ ପରିବାର ପକ୍ଷରୁ ବୟାଳିଶିମୌଜାର ରାଉତରାପୁରସ୍ଥିତ ମା ଶାରଦା ଆଶ୍ରମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ ଓ ରାଜ୍ୟସ୍ତରୀୟ ପୂଜ୍ୟପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୈବଜ୍ଞ ପଣ୍ଡିତ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ନାବାଳିକାକୁ ଅସଦାଚରଣ କରି ବନ୍ଧାହେଲେ ଯୁବକ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନାବାଳିକାକୁ ଅସଦାଚରଣ କରି ବନ୍ଧାହେଲେ ଯୁବକ

ନାବାଳିକାକୁ ଅସଦାଚରଣ କରି ବନ୍ଧାହେଲେ ଯୁବକ [caption id="attachment_6977" align="alignnone" width="267"] News by Kanhu Charan Panda (Jagatpur)[/caption] ଜଗତପୁର(ଏନ୍‍.ଏମ୍‍.): ସମ୍ପ୍ରତି ରାଜ୍ୟରେ ନାବାଳିକା, ଯୁବତୀ ଆଦି ଅସଦାଚରଣର ଶିକାରରୁ ବର୍ତ୍ତି ପାରି ନାହାନ୍ତି । କେଉଁଠି ରାଗିଂର ଶିକାର ହେବାକୁ ପଡ଼ୁଛି ତ ଆଉ କେଉଁଠି ରାସ୍ତାରେ ଯିବାବେଳେ ବି ବିଭିନ୍ନ ପିଲାଙ୍କ ଠାରୁ ଅଶ୍ଳିଳ ଇଙ୍ଗିତ ଆଦି ମିଳୁଛି । କେବଳ ସେତିକି ନୁହେଁ ଝିଅମାନଙ୍କୁ…

ଅମୃତ ବିନ୍ଦୁ ରକ୍ତଦାନ ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଅମୃତ ବିନ୍ଦୁ ରକ୍ତଦାନ ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ

ଅମୃତ ବିନ୍ଦୁ ରକ୍ତଦାନ ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ [caption id="attachment_6973" align="alignnone" width="300"] News by Ajit Kumar Mallick (Konark)[/caption] କୋଣାର୍କ (ଏନ୍‌.ଏମ୍‌.): ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ଆଜି ଅମୃତ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ରକ୍ତ ଦାନ ଶିବିରରେ ୩୬ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା । ଓଡିଶା ସରକାରଙ୍କ…

ଅଧିକ ଅମଳର ପ୍ରମାଣିତ କଲା ପାୟନୀୟର କମ୍ପାନୀ ବିହନ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅଧିକ ଅମଳର ପ୍ରମାଣିତ କଲା ପାୟନୀୟର କମ୍ପାନୀ ବିହନ

ଅଧିକ ଅମଳର ପ୍ରମାଣିତ କଲା ପାୟନୀୟର କମ୍ପାନୀ ବିହନ [caption id="attachment_6969" align="alignnone" width="300"] News by Smrutiranjan Tripathy[/caption] ଗଜପତି(ଏନ୍‌.ଏମ୍‌.): ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ କୃଷିର ଉନ୍ନତିକରଣ ନହେବାରୁ ଚାଷରେ ବ୍ୟାପକ କ୍ଷତି ହେଉଛି । ତେବେ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ କରାଇ ସେମାନଙ୍କ ଆର୍ôଥକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସଂସ୍ଥା ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ପାୟନୀୟର କମ୍ପାନୀ…

ଅଗ୍ନିବୀରବାୟୁ ପରୀକ୍ଷା ନିମେନ୍ତ ପଞ୍ଜିକରଣ ଜାରି: ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅଗ୍ନିବୀରବାୟୁ ପରୀକ୍ଷା ନିମେନ୍ତ ପଞ୍ଜିକରଣ ଜାରି: ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ

ଅଗ୍ନିବୀରବାୟୁ ପରୀକ୍ଷା ନିମେନ୍ତ ପଞ୍ଜିକରଣ ଜାରି: ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ [caption id="attachment_6966" align="alignnone" width="300"] News by I&PR(Odisha)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ପରୀକ୍ଷା ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜିକରଣକୁ ଅନିବାର୍ଯ୍ୟ କରାଯାଇଛି । ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ…

ବିପ୍ଳବୀ ପ୍ରାଣନାଥଙ୍କ ତ୍ୟାଗ ଓ ସଂଘର୍ଷ ଯୁଗେ ଯୁଗେ ଯୁବ ସମାଜକୁ ଅନୁପ୍ରାଣିତ କରିବ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବିପ୍ଳବୀ ପ୍ରାଣନାଥଙ୍କ ତ୍ୟାଗ ଓ ସଂଘର୍ଷ ଯୁଗେ ଯୁଗେ ଯୁବ ସମାଜକୁ ଅନୁପ୍ରାଣିତ କରିବ

ବିପ୍ଳବୀ ପ୍ରାଣନାଥଙ୍କ ତ୍ୟାଗ ଓ ସଂଘର୍ଷ ଯୁଗେ ଯୁଗେ ଯୁବ ସମାଜକୁ ଅନୁପ୍ରାଣିତ କରିବ [caption id="attachment_6963" align="alignnone" width="300"] News by B.Mishra (BBSR)[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ବିଶିଷ୍ଟ ସାମ୍ୟବାଦୀ ନେତା, ଶିକ୍ଷା ସଂଗଠକ, ସୁସାହିତ୍ୟିକ, ପୂର୍ବତନ ବିଧାୟକ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୭ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଖାରବେଳନଗରସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ…

କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡ ସ୍ଥାପନ କଲା କଟକ
Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡ ସ୍ଥାପନ କଲା କଟକ

କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡ ସ୍ଥାପନ କଲା କଟକ [caption id="attachment_6959" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍‌.ଏମ୍‌.): ବିଭିନ୍ନ କ୍ଷେତ୍ରରେ କଟକ ସର୍ବାଗ୍ରେ ରହୁଥିବାବେଳେ ଚଳିତ ବର୍ଷ ବାଲିଯାତ୍ରା ଅବସରରେ କାଗଜଡଙ୍ଗା ପ୍ରସ୍ତୁତ ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ କରିଛି । ଉତ୍କଳୀୟ ପରମ୍ପରା ତଥା ନୌବାଣିଜ୍ୟର ଇତିହାସକୁ ଉଦ୍‌ଯିବିତ ରଖିବା ପାଇଁ କଟକର ଐତିହାସିକ ବାଲିଯାତ୍ରା ଉଦ୍ୟମ କରିଆସିଛି…

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଉଦ୍‌ଯାପିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଉଦ୍‌ଯାପିତ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଉଦ୍‌ଯାପିତ [caption id="attachment_6954" align="alignnone" width="300"] News by Smrutiranjan Tripathy (Choudwar)[/caption] ଚୌଦ୍ୱାର(ଏନ୍‌.ଏମ୍‌.): ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଆଜି ଶେଷ ହୋଇଛି । ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୧୫ ଅର୍ଥାତ୍ ୧ ମାସ ୧୫ ଦିନ ଧରି…

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା [caption id="attachment_6951" align="alignnone" width="300"] News by Maheswar Behera (Dampada)[/caption] ଡମପଡ଼ା(ଏନ୍‌.ଏମ୍‌.): ଗତ ସମବାୟ ନିର୍ବାଚନ ମତଦାନବେଳେ ଜୋର ଜବରଦସ୍ତ ପଶି ମତଦାନ ଦେବା ଅଭିଯୋଗରେ ଅସନ୍ତୋଷ ତେଜିବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ଡମପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଏହାର ପ୍ରତି ବାଦରେ ଆଜି ଶତାଧିକ କଂଗ୍ରେସ କର୍ମୀ…

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମୁମ୍ୱାଇରେ ପହଞ୍ଚାଇଲେ ଓଡ଼ିଆ ପୁଅ କ୍ୟାପଟେନ କମଳକାନ୍ତ ଚୌଧୁରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମୁମ୍ୱାଇରେ ପହଞ୍ଚାଇଲେ ଓଡ଼ିଆ ପୁଅ କ୍ୟାପଟେନ କମଳକାନ୍ତ ଚୌଧୁରୀ

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମୁମ୍ୱାଇରେ ପହଞ୍ଚାଇଲେ ଓଡ଼ିଆ ପୁଅ କ୍ୟାପଟେନ କମଳକାନ୍ତ ଚୌଧୁରୀ [caption id="attachment_6948" align="alignnone" width="300"] News by Basanta Ratha[/caption] ମୁମ୍ବାଇ(ଏଜେନ୍ସି): ସାଧବ ସିଫି କମ୍ପାନୀର ପ୍ରତିଷ୍ଠା ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁମ୍ବାଇ ବନ୍ଦର ଭିତରେ ଥିବା ଡୋମେଷ୍ଟିକ କୃସ ଟର୍ମିନାଲ ଠାରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଦ୍‌ଜୀବିତ କରିବା ପାଇଁ ଏହାର ପ୍ରତୀକ ସ୍ୱରୂପ ବୋଇତ ବନ୍ଦାଣ…

ପାୟନୀୟର କମ୍ପାନୀ ପକ୍ଷରୁ ଗଜପତି ଜିଲ୍ଲାରେ ଅମଳ ଦିବସ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପାୟନୀୟର କମ୍ପାନୀ ପକ୍ଷରୁ ଗଜପତି ଜିଲ୍ଲାରେ ଅମଳ ଦିବସ

ପାୟନୀୟର କମ୍ପାନୀ ପକ୍ଷରୁ ଗଜପତି ଜିଲ୍ଲାରେ ଅମଳ ଦିବସ [caption id="attachment_6945" align="alignnone" width="300"] News by SmrutiRabjan Tripathy (BBSR)[/caption] ଗଜପତି (ଏନ୍‌.ଏମ୍‌.): ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ କୃଷିର ଉନ୍ନତିକରଣ ନହେବାରୁ ଚାଷରେ ବ୍ୟାପକ କ୍ଷତି ହେଉଛି । ତେବେ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ କରାଇ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସଂସ୍ଥା ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ…

କୁଏତରେ ବିଶ୍ୱ ମଧୁମେହ ରୋଗ ଦିବସରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଓଡ଼ିଆପୁଅ ବିଶ୍ୱ ରଞ୍ଜନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ସ୍ୱାସ୍ଥ୍ୟ

କୁଏତରେ ବିଶ୍ୱ ମଧୁମେହ ରୋଗ ଦିବସରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଓଡ଼ିଆପୁଅ ବିଶ୍ୱ ରଞ୍ଜନ

କୁଏତରେ ବିଶ୍ୱ ମଧୁମେହ ରୋଗ ଦିବସରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଓଡ଼ିଆପୁଅ ବିଶ୍ୱ ରଞ୍ଜନ କୁଏତ (ଏଜେନ୍ସି): ନଭେମ୍ବର ୧୪ ତାରିଖରେ ପାଳନ କରାଯାଏ ବିଶ୍ୱ ମଧୁମେହ ଦିବସ । ଏହି ଅବସରରେ ମଧୁମେହ ରୋଗର ଚିକିତ୍ସା, ପ୍ରତିରୋଧ ଏବଂ ଲକ୍ଷଣ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ । ଏହି ଦିନ ଏକ ସୁସ୍ଥ ଜୀବନ ଶୈଳୀ ବଜାୟ ରଖିବା ଏବଂ ମଧୁମେହ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ…

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେ ଜମିନ୍ ପର୍‌”
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେ ଜମିନ୍ ପର୍‌”

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେ ଜମିନ୍ ପର୍‌” [caption id="attachment_6938" align="alignnone" width="300"] News by B.Mishra (BBSR)[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ତାରେ ଜମିନ୍ ପର୍ ଏକ ନିଆରା କାର୍ଯ୍ୟକ୍ରମ ସ୍ଥାନୀୟ ଝାରପଡା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଏକ ବସ୍ ଯୋଗେ ଉତ୍କଳ…

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ ଉଦ୍‌ଘାଟିତ
Slider କୃଷି କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ ଉଦ୍‌ଘାଟିତ

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ ଉଦ୍‌ଘାଟିତ ମିଲେଟ୍ ମିଶନ ସାଜିଲା ବିଶେଷ ଆକର୍ଷଣ [caption id="attachment_6935" align="alignnone" width="300"] News by I&PR Odisha(BBSR)[/caption] ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆଦିଲ୍ଲୀ ପ୍ରଗତି ମଇଦାନଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁଭ ଉଦଘାଟନ କରିଛନ୍ତି…